Browsing Tag

#odisha

ବର୍ଷ ଶେଷରେ ଚିଲିକାରେ ପର୍ଯ୍ୟଟକଙ୍କ ଭିଡ଼

ଚିଲିକା ନଳବଣର ପକ୍ଷୀ ହେଉ କି ବିରଳ ଡଲଫିନ୍ । ପର୍ୟ୍ୟଟକଙ୍କୁ ନିଜ ଆଡକୁ ଟାଣିବାର ସବୁ ଆକର୍ଷଣୀୟ ଉପାଦାନକୁ ନିଜ ଭିତରେ ସାଇତି ରଖିଛି ଚିଲିକା । ଖାଲି ସୌନ୍ଦର୍ୟ୍ୟ ନୁହେଁ ଏଠି ମା’ କାଳିଜାଇଙ୍କ ଦର୍ଶନ ପାଇଁ ଛୁଟି ଆସନ୍ତି ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ । ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ…

ନୂଆବର୍ଷ ଆସୁଛି , ବାସ୍ତୁ ଅନୁସାରେ ଘରେ ନୂଆ କ୍ୟାଲେଣ୍ଡର୍‌ କିପରି ଲଗାଇବେ ଜାଣନ୍ତୁ

ନୂଆବର୍ଷ ଆସୁଛି। ଆଉ ଦୁଇଦିନ ପରେ ୨୦୨୫ ମସିହାରେ ଆମେ ପାଦ ଥାପିବା। ଯଦି ଆପଣ ନୂଆବର୍ଷର କ୍ୟାଲେଣ୍ଡର୍‌ ଘରକୁ ଆଣିବା ପାଇଁ ଚିନ୍ତା କରୁଛନ୍ତି, ତା’ହେଲେ ତାହାର ସ୍ଥାନ ନିରୂପଣ ଲାଗି ବାସ୍ତୁ ସମ୍ବନ୍ଧୀୟ କିଛି ବିଶେଷ କଥା ଜାଣିବା ନିହାତି ଜରୁରି। ବାସ୍ତୁଶାସ୍ତ୍ରରେ ଘରେ ନୂଆ…

2024 ମସିହା ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପ ପାଇଁ ନୈରାଶ୍ୟଜନକ , ୭୦୦ କୋଟି ଟଙ୍କାର କ୍ଷତି

୨୦୨୪ ମସିହାରେ, ଏହିପରି ଅନେକ ମାଲାୟାଲମ୍ ଚଳଚ୍ଚିତ୍ର ଆସିଥିଲା ​​ଯାହା ବିଷୟରେ ବହୁ ଆଲୋଚନା କରାଯାଇଥିଲା ଏବଂ ବହୁତ ରୋଜଗାର ମଧ୍ୟ ହୋଇଥିଲା | କିନ୍ତୁ ଯଦି ଆମେ ସାମଗ୍ରିକ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ କଥା ହେବା, ତେବେ ୨୦୨୪ ବର୍ଷ ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପ ପାଇଁ…

କଳାହାଣ୍ଡିର ପରିବା ଚାଷକୁ ଫସବୁଜ କ୍ରାନ୍ତି’ର ଆଖ୍ୟା ଦେଲେ ପ୍ରଧାନମନ୍ତ୍ରୀ

ବର୍ଷର ଶେଷ ମନ କି ବାତ । ୧୧୭ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ମନର କଥା । ୨୦୨୪ ବର୍ଷର ଶେଷ ମନ୍ କି ବାତ୍‌ରେ କଳାହାଣ୍ଡି  ଚାଷୀଙ୍କ ଉଦାହରଣ ଦେଇଛନ୍ତି ମୋଦୀ  । କଳାହାଣ୍ଡିର ଗୋଲାମୁଣ୍ଡାର ପରିବା ଚାଷ କଥା କହିଲେ ପ୍ରଧାନମନ୍ତ୍ରୀ  । କଳାହାଣ୍ଡିର ପରିବା ଚାଷକୁ ଫସବୁଜ…

ଏଚ- 1 ଭିସାକୁ ସମର୍ଥନ କଲେ ଡୋନାଲ୍ଡ ଟ୍ରମ୍ପ୍

ଏଚ୍-୧ବି ଭିସାକୁ ନେଇ ଆମେରିକାରେ ବିତର୍କ ଆରମ୍ଭ ହୋଇଛି। ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶନିବାର ଏହା ଉପରେ ନୀରବତା ଭାଙ୍ଗି କହିଛନ୍ତି ଯେ, ସେ ଏହି କାର୍ଯ୍ୟକ୍ରମରେ ବିଶ୍ୱାସ କରନ୍ତି। ନ୍ୟୁୟର୍କ ପୋଷ୍ଟ ସହ କଥାବାର୍ତ୍ତା କରି ସେ କହିଛନ୍ତି, ମୁଁ ଭିସାକୁ…

ଓସିଏ ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା

ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ । ଇସ୍ତଫା ଦେଇଥିବା ନେଇ ଓସିଏ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଗତ ୨୦୨୨ ମସିହା ଅକ୍ଟୋବର ମାସରେ ଓସିଏର ସଭାପତି ଦାୟିତ୍ୱ ନେଇଥିଲେ ପ୍ରଣବ ପ୍ରକାଶ ଦାସ । ସେ ନିର୍ଦ୍ୱନ୍ଦ୍ୱରେ ଏହି ପଦ ପାଇଁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ଏହି ପଦରେ…

ଅବତରଣ ବେଳେ ଜଳିଗଲା ବିମାନ , ୪୭ ମୃତ

ଦକ୍ଷିଣ କୋରିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀଙ୍କ କହିବାନୁସାରେ, ବିମାନରେ ୧୮୧ ଜଣ ଥିଲେ। ରବିବାର ଦିନ ଦକ୍ଷିଣ କୋରିଆର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଏକ ବିମାନବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଜେଜୁ ଏୟାର ଳାଇନ୍ସ ଦ୍ୱାରା ପରିଚାଳିତ ଏହି…

ଆଜି ବର୍ଷର ଶେଷ ମନ୍‌ କି ବାତ୍‌

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍‌ କି ବାତ୍। ବର୍ଷର ଶେଷ ମନ୍‌ କି ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆଜି ହେଉଛି ୧୧୭ ତମ ମନ୍‌ କି ବାତ୍ ଓ ଚଳିତ ବର୍ଷର ୯ ତମ ମନ୍‌ କି ବାତ୍ ।   ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ କାର୍ୟ୍ୟକ୍ରମ ବନ୍ଦ…

ନୂଆ ବର୍ଷରୁ ବଢିବ ଶୀତ

ପଶ୍ଚିମା ଝଡ଼ ପ୍ରଭାବରେ ଯଦିଓ ଆଜି ଓଡ଼ିଶାରେ ବର୍ଷା ହୋଇ ନାହିଁ ତେବେ ସୁନ୍ଦରଗଡ, ବରଗଡ଼,ସମ୍ବଲପୁର ,ଝାରସୁଗୁଡ଼ା, ନୂଆପଡ଼ା ଆଦି ଜିଲ୍ଲାରେ ପାଗ ମେଘୁଆ ରହିଥିଲା । ମାଲକାନଗିରି , କୋରାପୁଟ, ନବରଙ୍ଗପୁର ,କଳାହାଣ୍ଡିରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି। ଦେଶର ପୂର୍ବ ଭାଗରେ ଥିବା…

ଭୁବନେଶ୍ୱର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା , ପଛକୁ ପଛ ପିଟିଲା ୪ଟି ଗାଡି

ରାଜଧାନୀ ରାଜରାସ୍ତାରେ ସିଜିଜ୍ ଦୁର୍ଘଟଣା । ଭୁବନେଶ୍ୱର ଜାଭିୟର ଛକରେ ସିରିଜ୍ ଦୁର୍ଘଟଣା । ପଛକୁ ପଛ ପିଟିଲା ୪ଟି ଗାଡି । ପ୍ରଥମେ ଗୋଟିଏ କାର୍ ଏକ ଅଟୋକୁ ପିଟିଥିଲା । ପରେ ଅନ୍ୟ ଏକ ଅଟୋ ସହ ଧକ୍କା ହୋଇଥିଲା । ଯେଉଁଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି ସୂଚନା ଅନୁସାରେ…