Browsing Tag

#odisha

ଲଞ୍ଚ୍ – ଡିନର୍ ଭିତରେ କେତେ ସମୟର ଅନ୍ତରାଳ ରହିବା ଦରକାର ଏହା ଆପଣ ଜାଣିବା ନିହାତି ଦରକାର

ଯେମିତି ପୁଷ୍ଟିକର ଖାଦ୍ୟ ଆମ ଶରୀରକୁ ହେଲଦି ରଖିବାରେ ସାହାଯ୍ୟ କରେ ଠିକ୍ ସେମିତି ଆପଣଙ୍କ ଖାଇବା ସମୟ ମଧ୍ୟ ଆପଣଙ୍କ ସୁସ୍ଥ ଜୀବନଚର୍ଯ୍ୟାକୁ ସନ୍ତୁଳନ ରଖିବାର କାମ କରେ । ଆପଣ କେତେବେଳେ , କେଉଁ ସମୟରେ ଖାଦ୍ୟ ଖାଉଛନ୍ତି ଏବଂ ଲଞ୍ଚ୍ - ଡିନର୍ ଭିତରେ କେତେ ସମୟର ଅନ୍ତରାଳ ରହିବା ଦରକାର…

ଚାମ୍ପିଅନ୍ସ ଟ୍ରଫି : ଯୁବ ତାରକା ଜୟସ୍ବାଲଙ୍କୁ ମିଳିଲା ସୁଯୋାଗ

ପାକିସ୍ତାନ ଓ ୟୁଏଇରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଏକଦିବସୀୟ କ୍ରିକେଟ୍ ପ୍ରତିଯୋଗିତା ଲାଗି ଶନିବାର ପ୍ରାଥମିକ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଇସିସି ନିର୍ଦ୍ଧାରିତ କରିଥିବା ଶେଷ ତାରିଖର ଗୋଟିଏ ସପ୍ତାହ ପରେ ଘୋଷଣା କରାଯାଇଥିବା ଏହି ବହୁପ୍ରତୀକ୍ଷିତ ଦଳରେ ରୋହିତ ଶର୍ମା…

ଆମେରିକାରେ ଟିକଟିକ୍  ବନ୍ଦ

ଆମେରିକାରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟିକଟିକ୍  ବନ୍ଦ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ଟିକଟକ୍ ଆମେରିକାରେ କାମ କରିବା ବନ୍ଦ କରିଦେଇଥିଲା। ଏହା ଆପଲ୍ ଓ ଗୁଗୁଲ୍ ଆପ୍ ଷ୍ଟୋରରୁ ମଧ୍ୟ ଅଦୃଶ୍ୟ ହୋଇଯାଇଛି। ବର୍ତ୍ତମାନ ଆମେରିକାରେ ଏହି ଆପ୍ ଡାଉନଲୋଡ୍ ହୋଇପାରିବ ନାହିଁ। ଦେଶରେ…

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା, ବିଗ୍ ବସ୍ ୧୮କୁ ମିଳିବ ନୂଆ ବିଜେତା

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆଜି ହେଉଛି ବିଗ୍ ବସ୍ ୧୮ର ଗ୍ରାଣ୍ଡ୍ ଫାଇନାଲ୍ । 'ବିଗ୍ ବସ୍ ୧୮'କୁ ମିଳିବ ନୂଆ ବିଜେତା । ଶୋ' କୁ ବର୍ତ୍ତମାନ ଶ୍ରେଷ୍ଠ ୬ ଜଣ ପ୍ରତିଯୋଗୀ ମିଳିସାରିଲେଣି । ଭିଭିଅନ୍ ଡିସେନା, କରଣଭୀର ମେହେରା, ରଜତ ଦଲାଲ, ଅବିନାଶ ମିଶ୍ର, ଚୁମ୍ ଦାରାଙ୍ଗ ଏବଂ ଇଶା…

ଭୁବନେଶ୍ବର ବଜାରରେ ଗତ ସପ୍ତାହକ ମଧ୍ୟରେ ସୁନା ଦର ପ୍ରାୟ ଦେଢ଼ ହଜାର ଟଙ୍କା ବୃଦ୍ଧି ପାଇଛି

ବିଭିନ୍ନ କାରଣରୁ ଦେଶରେ ଏବେ ସୁନା ଓ ରୁପା ଦର ବଢ଼ିବାରେ ଲାଗିଛି। ଭୁବନେଶ୍ବର ବଜାରରେ ଗତ ସପ୍ତାହକ ମଧ୍ୟରେ ସୁନା ଦର ପ୍ରାୟ ଦେଢ଼ ହଜାର ଟଙ୍କା ବଢ଼ିଯାଇଛି। ଜାନୁଆରି ୧୮ ତାରିଖରେ ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୧,୧୦୦ ଟଙ୍କା ରହିଛି। ଯଦିଓ ଗତକାଲି ତୁଳନାରେ…

ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ଅଞ୍ଚଳରେ ନିଆଁ , ଜଳିଗଲା 25 ଟି ଶିବିର

ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ଅଞ୍ଚଳରେ ନିଆଁ ଲାଗିଥିବା ଖବର ମିଳିଛି । ଏହି ନିଆଁ ଏତେ ଭୀଷଣ ଥିଲା ଯେ ଦୂରରୁ ନିଆଁ ଦୃଶ୍ୟମାନ ହେଉଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଅଗ୍ନିକାଣ୍ଡ ଯୋଗୁଁ କୁମ୍ଭ ଆଖପାଖରେ ଥିବା ତମ୍ବୁ ମଧ୍ୟ…

ସଂଗଠନକୁ ସୁଦୃଢ କରିବା ଲାଗି ପଶ୍ଚିମ ଓଡ଼ିଶାରୁ ଅଭିଯାନ ଆରମ୍ଭ କରିବେ ନବୀନ

ନିର୍ବାଚନ ସରିବାର ୭ ମାସ ପରେ ବିଜେପି ସରକାର ଗୋଟିକ ପରେ ଗୋଟିଏ ଯୋଜନା ଘୋଷଣା କରି ଏହାର ଶକ୍ତି ମଜଭୁତ କରୁଛି। ଅନ୍ୟପକ୍ଷରେ ସବୁଠୁ ଅଧିକ ଚର୍ଚ୍ଚାରେ ଥବା ମୁଖ଼୍ୟ ବିରୋଧୀ ବିଜେଡ଼ିର ଆଗାମୀ କାର୍ଯ୍ୟକ୍ରମ ନେଇ ଅନେକଙ୍କ ଭିତରେ ସଂଶୟ ଦେଖାଦେଇଛି। ତେବେ ଏଭଳି ସ୍ଥିତିରେ ଦଳର ମୁଖିଆ ନବୀନ…

ଦକ୍ଷିଣ ବସ୍ତର ଜଂଗଲ ଏନକାଉଣ୍ଟରରେ ୧୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର

୧୮ ମାଓବାଦୀଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲା ମାଓ ସଙ୍ଗଠନ । ଟପ୍ ମାଓନେତା ଦାମୋଦରଙ୍କ ସମେତ ୧୮ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଦକ୍ଷିଣ ବସ୍ତର ଜଂଗଲ ଏନକାଉଣ୍ଟରରେ ୧୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହି ଏନକାଉଣ୍ଟରରେ ୧୮ ସାଥି ମୃତ୍ୟୁ ବରଣ କରିଥିବା ନେଇ ଏକ…

ଚିଲିକାରେ କମିଲା ପକ୍ଷୀଙ୍କ ସଂଖ୍ୟା

ଚିଲିକାରେ କମିଲା ପକ୍ଷୀଙ୍କ ସଂଖ୍ୟା ।  ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ମିଳିତ ଆନୁକୂଲ୍ୟରେ ଚିଲିକା ଏବଂ ପକ୍ଷୀ ଅଭୟାରଣ୍ୟ ନଳବଣରେ ପକ୍ଷୀ ଗଣନା ହୋଇଛି । ରିପୋର୍ଟ ଅନୁସାରେ ସମଗ୍ର ଚିଲିକାରେ ୧୯୬ ପ୍ରଜାତିର  ୧୧ ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀଙ୍କ ସମାଗମ…

କୋରାପୁଟ ବନଖଣ୍ଡର ୬ଟି ରେଂଜର ୨୫ଟି ସ୍ଥାନରେ ‌‌ହୋଇଥିବା ପକ୍ଷୀ ଗଣନାରେ ୪୦ ରକମର ୫ହଜାର ୪୧୩ଟି ପକ୍ଷୀ ଚିହ୍ନଟ

କୋରାପୁଟ ବନଖଣ୍ଡର ୬ଟି ରେଂଜର ୨୫ଟି ସ୍ଥାନରେ ‌‌ହୋଇଥିବା ପକ୍ଷୀ ଗଣନାରେ ୪୦ ରକମର ୫ହଜାର ୪୧୩ଟି ପକ୍ଷୀ ଚିହ୍ନଟ କରାଯାଇଛି। ୬ଟି ରେଞ୍ଜର ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରାଷ୍ଟାଫ ଓ ସ୍କ୍ବାର୍ଡ ଆଦି  ଏହି ଗଣନାରେ ସାମିଲ ହୋଇଥିଲେ। କୋରାପୁଟ ବନାଞ୍ଚଳର କୋଲାବ ଜଲଭଣ୍ଡାର,…