Browsing Tag

#odisha

ଦିଲ୍ଲୀରେ ବିଜେପି ସରକାର

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଛି। ବହୁମତଠାରୁ ବିଜେପି ବହୁ ଆଗରେ ରହିଛି।ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି।ହଟ୍ ସିଟ୍‌ରେ ଆପ୍‌ର ସ୍ଥିତି ଖରାପ ରହିଛି। ବଜେପି 47 ଆସନରେ ଆଗୁଆ ରହିଥିବାବେଳେ ଆପ 23 ଆସନରେ ଆଗୁଆ ରହିଛି । ଫଳରେ ଦିଲ୍ଲୀ…

ବିଜେପି ଏକତରଫା ବିଜୟ ମୁହାଁ ହୋଇଛି

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।   ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଆପ୍ ଏବଂ  ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଆପ୍ ୩୫ ଏବଂ ବିଜେପି ୩୪ ଆସନରେ ଆଗୁଆ…

ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଉତ୍ତମ ମହାନ୍ତି

ଭେଣ୍ଟିଲେଟରରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଉତ୍ତମ ମହାନ୍ତି । ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ଫିଲ୍ମ ସୁଟିଂ ପାଇଁ ଯଇଥିବା ବେଳେ ଗୁରୁତର । ବୋଉ ବୁଟୁ ଭୂତ ସିନେମା ସୁଟିଂ…

ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କଲେ ଭାରତୀୟ କ୍ରିକେଟର

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଗଲେ ଭାରତୀୟ କ୍ରିକେଟ ଟିମ୍ ସଦସ୍ୟ ।ବାରବାଟୀରେ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଏକଦିବସୀୟ ମ୍ୟାଚ୍ ଖେଳିବା ପୂର୍ବରୁ ମହାପ୍ରଭୁଙ୍କ ସାନିଧ୍ୟ ନେବାକୁ ଶ୍ରୀମନ୍ଦିର ଯାଇଛନ୍ତି ।ଭାରତୀୟ ଟିମ୍ ରେ ଥିବା ତିନି ସ୍ପିନର ୱାଶିଂଟନ ସୁନ୍ଦର୍ , ଅକ୍ସର୍ ପଟେଲ ଓ…

ମେ ୪ ରୁ ନିଟ୍ ୟୁଜି ପରୀକ୍ଷା

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଫେବ୍ରୁଆରି ୭ରେ ନିଟ୍ ୟୁଜି ୨୦୨୫ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ଏନଟିଏ ଅନୁଯାୟୀ, ନିଟ୍ ୟୁଜି ପରୀକ୍ଷା ମେ ୪ ତାରିଖ ଅପରାହ୍ନ ୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଧରି ଅନୁଷ୍ଠିତ ହେବ। ଏନଟିଏ ମଧ୍ୟ ଆବେଦନ ପ୍ରକ୍ରିୟା ଆରମ୍ଭ…

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଖୁବ୍‌ ଶୁଭ ଏବର୍ଷର ଶିବରାତ୍ରୀ

ମହାଶିବରାତ୍ରୀ ହିନ୍ଦୁ ପରମ୍ପରାର ବଡ ପର୍ବ। ଏହି ପର୍ବ ଚର୍ତୁଦଶୀ ତିଥିରେ ପାଳନ କରାଯାଏ। ମାନ୍ୟତା ଅନୁଯାୟୀ,ଏହି ଦିନ ଭଗବାନ ଶିବ ଓ ମା’ପାର୍ବତୀଙ୍କ ବିବାହ ହୋଇଥିଲା। ଚଳିତ ବର୍ଷର ମହାଶିବରାତ୍ରୀ ୨୬ ଫେବୃଆରୀ ବୁଧବାର ପାଳନ କରାଯିବ। ଏହି ଦିନ ପ୍ରଭୁ ଶିବ ଶଙ୍କରଙ୍କ ଆରାଧନା ପାଇଁ…

ଦିଲ୍ଲୀ ବିଧାନସଭା ନିର୍ବାଚନ – ଭୋଟ ଗଣତି ଆରମ୍ଭ

ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆଜି ସନ୍ଧ୍ୟା ପୂର୍ବରୁ ଘୋଷଣା ହେବାକୁ ଯାଉଛି। ୭୦ ଆସନ ବିଶିଷ୍ଟ ଏହି ନିର୍ବାଚନ ଫଳାଫଳ ହିଁ ନିର୍ଦ୍ଧାରଣ କରିବ ଯେ ଆପ୍ କ୍ରମାଗତ ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତାରେ ରହିବ ନା ବିଜେପି ୨୭ ବର୍ଷ ପରେ କ୍ଷମତାକୁ ଫେରିବ। ୨୦୧୫ ଏବଂ ୨୦୨୦ରେ ହୋଇଥିବା…

ଫେବୃଆରୀ ୯ରେ କମ୍ପିବ ବାରବାଟୀ,ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି

ଫେବୃଆରୀ ୯ରେ କମ୍ପିବ ବାରବାଟୀ । ସୁପର ସଣ୍ଡେରେ ହେବ ସୁପର ଫାଇଟ । ମୁହାଁମହିଁ ହେବ ଇଣ୍ଡିଆ-ଇଂଲଣ୍ଡ । ରବିବାର ଖେଳାଯିବାକୁ ଥିବା ଏହି ମହାମୁକାବିଲା ପାଇଁ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ସୱତନ୍ତ୍ର ବିମାନ ଯୋଗେ ଇଣ୍ଡିଆ-ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ୱର…

ମାତ୍ରାଧିକ ଆଖି ମଳିବା ଦ୍ବାରା ସଂକ୍ରମଣ ଓ ଦୃଷ୍ଟିଶକ୍ତିର ଦୀର୍ଘକାଳୀନ କ୍ଷତିସାଧନର ଆଶଙ୍କା ରହିଛି

ବେଳେବେଳେ କ୍ଳାନ୍ତ ଥିଲେ କି ଚିନ୍ତିତ ଥିଲେ କି ଆଖିପତା କୁଣ୍ଡାଇ ହେଲେ, ଆମେ ଆଖି ମଳିଥାଉ। ଏହାକୁ ଏକ ବିପଦମୁକ୍ତ ଅଭ୍ୟାସ ବୋଲି ଆମେ ବିଚାରିଥାଉ। ମାତ୍ର ଏଭଳି ସାଧାରଣ କ୍ରିୟା ଯେ ଆଖିକୁ ସାମୟିକ ଆଶ୍ବସ୍ତି ଦେବା ବଦଳରେ ଆଖିର ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ ହୋଇପାରେ, ତାହା ଚକ୍ଷୁ…

ପାକିସ୍ତାନର ଅନୁ‌ପ୍ରବେଶକାରୀଙ୍କ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା, ୭ ନିପାତ

ପାକିସ୍ତାନର ଅନୁ‌ପ୍ରବେଶକାରୀଙ୍କ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ଭାରତୀୟ ସେନା ଏଲଓସିରେ ଥିବା ପୋଷ୍ଟରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଆକ୍ରମଣକୁ ବିଫଳ କରିଛି ବୋଲି ସୂଚନା ରହିଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ପାକିସ୍ତାନୀମାନେ ଫେବ୍ରୁଆରି ୪-୫ ରାତିରେ ସୀମା ଭିତରେ…