ପରଲୋକରେ ହିନ୍ଦୁଜା ଗ୍ରୁପ୍ର ଅଧ୍ୟକ୍ଷ ଗୋପୀଚନ୍ଦ ପି ହିନ୍ଦୁଜା
ହିନ୍ଦୁଜା ଗ୍ରୁପ୍ର ଅଧ୍ୟକ୍ଷ ଗୋପୀଚନ୍ଦ ପି ହିନ୍ଦୁଜାଙ୍କ ଲଣ୍ଡନର ଏକ ହସ୍ପିଟାଲ୍ରେ ୮୫ ବର୍ଷ ବୟସରେ ପରଲୋକ ହୋଇଛି। ବଡ଼ ଭାଇ ଶ୍ରୀଚନ୍ଦଙ୍କ ୨୦୨୩ରେ ଦେହାନ୍ତ ପରେ ଗୋପୀଚନ୍ଦ କମ୍ପାନିର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେ ଉଭୟ ହିନ୍ଦୁଜା…