Browsing Tag

#odisha

ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ କୋହଲା ପବନ ସାଙ୍ଗକୁ ବଜ୍ରପାତ ନେଇ ପାଣିପାଗ ବିଭାଗ ଚେତାବନୀ

ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତନ ହେବନା ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ କୋହଲା ପବନ ସାଙ୍ଗକୁ ବଜ୍ରପାତ ନେଇ ପାଣିପାଗ…

ଆସୁଛି ମହାଶିବରାତ୍ରି , ଜାଣନ୍ତୁ ଏହି ଦିନ ଠାରୁ କେଉଁ କେଉଁ ରାଶି ବିଶେଷ ଭାଗ୍ୟବାନ୍‌ ହେବେ.

ଫେବୃଆରୀ ୨୬ରେ ମହାଦେବଙ୍କୁ ସମର୍ପିତ ମହାଶିବରାତ୍ରୀ ପର୍ବ ପାଳନ କରାଯିବ। ଏହି ପର୍ବ ପ୍ରତ୍ୟେକ ବର୍ଷ ଫାଲଗୁଣ କୃଷ୍ଣ ଚତୁର୍ଦଶୀରେ ପାଳନ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଓ ଜ୍ୟୋତିର୍ବିଦଙ୍କ ମତାନୁସାରେ ଚଳିତ ବର୍ଷର ଶିବରାତ୍ରୀ ଖୁବ୍‌ ଖାସ୍‌। କାରଣ ଏହି ଦିନ ଶ୍ରବଣ ନକ୍ଷତ୍ର ସହ ବିଶେଷ ଯୋଗ…

କୋରୀୟ ସୌନ୍ଦର୍ଯ୍ୟ ଉପଚାରରେ ପେଯ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ

ମୁହଁରେ ଉଠିଥିବା ବ୍ରଣରେ ପେଯ ପ୍ରୟୋଗ କଲେ ତାହା ଦୂର ହୋଇଥାଏ। ତେବେ ସୌନ୍ଦର୍ଯ୍ୟ ପାଇଁ ଏହାର ପ୍ରୟୋଗ ଛଡ଼ା ଏହାକୁ ସେବନ କଲେ ମଧ୍ୟ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଲାଭ ମିଳିପାରିବ। ଏହା ଆମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ବିଭିନ୍ନ ପ୍ରକାର ଖାଦ୍ୟସାର, ଖଣିଜସାର ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର।…

ସୁନା ଦାମ୍‌ ଏହାର ସର୍ବକାଳୀନ ରେକର୍ଡ ସ୍ତର ୮୬,୭୩୩ ଟଙ୍କାରେ ପହଞ୍ଚିଛି

କେବଳ ଭୁବନେଶ୍ବର କିମ୍ବା ଓଡ଼ିଶା ନୁହେଁ, ସାରା ଭାରତରେ ସୁନା ମହଙ୍ଗା ହେଉଛି। ଜାତୀୟ ବଜାରରେ ସୁନା ଦାମ୍‌ ଏହାର ସର୍ବକାଳୀନ ରେକର୍ଡ ସ୍ତର ୮୬,୭୩୩ ଟଙ୍କାରେ ପହଞ୍ଚିଛି। କେବଳ ବୁଧବାର ଦିନ ଏହାର ଦାମ୍‌ରେ ୧୦୪୩ ଟଙ୍କାର ବୃଦ୍ଧି ଘଟିଛି। ୨୦୨୫ରେ ଏପର୍ଯ୍ୟନ୍ତ ସୁନା ଦାମ୍‌ରେ ୧୦,୫୭୧…

୨୧ରୁ ବଢିବ ବର୍ଷା ଓ ଘଡ଼ଘଡ଼ି, ୬ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରିକଲା ପାଣିପାଗ ବିଭାଗ

ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଛି। କିଛି ସ୍ଥାନରେ ୪୦ରୁ ୫୦କି.ମି. ବେଗରେ ପବନ ବହିବା ସହ କୁଆପଥର ବର୍ଷା ହୋଇଛି। ବାଲେଶ୍ୱରରେ ସର୍ବାଧିକ ୧୭.୬ ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ ଏହା ତଳକୁ ମୟୂରଭଞ୍ଜ ଜିଲାର ବାରିପଦାରେ ୩.୮ ମି.ମି. ବର୍ଷା…

ଦିଲ୍ଲରେ ଚାଲିବ ରେଖାଙ୍କ ରାଜ , ଆସନ୍ତା କାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା

ଦିଲ୍ଲୀ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ରେଖା ଗୁପ୍ତା ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନାମ ଘୋଷଣା । ନାଁ ଘୋଷଣା ପରେ ରେଖା ଗୁପ୍ତାଙ୍କ ହାତରେ ରହିବ ଦିଲ୍ଲୀର ଶାସନ ଭାର । ବହୁ କଳ୍ପନା ଜଳ୍ପନା ପରେ ଶେଷରେ ରେଖାଙ୍କ ନାଁରେ ବାଜିଲା ମୁଖ୍ୟମନ୍ତ୍ରୀ ମୋହର ।…

୬ ମାସ ଭିତରେ ଆସିବାକୁ ଯାଉଛି କ୍ୟାନସର ଟିକା

ଦେଶରେ କ୍ୟାନସର ସଂଖ୍ୟା ବଢ଼ିଚାଲିଥିବା ବେଳେ ଏବେ କିଛିଟା ଆଶ୍ବସ୍ତ କଲା ଭଳି ଖବର ସାମ୍ନାକୁ ଆସୁଛି । କ୍ୟାନସର ବିରୋଧୀ ଲଢ଼େଇରେ କିଛିଟା ବଳ ମିଳିବ । କାରଣ ୬ ମାସ ଭିତରେ ଆସିବାକୁ ଯାଉଛି କ୍ୟାନସର ଟିକା । କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏକଥା କହିଛନ୍ତି। ମହିଳାଙ୍କ କ୍ଷେତ୍ରରେ…

୨୦ରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା

ଆସୁଛି ବର୍ଷା । ପୁଣି ଭିଜିବ ଓଡିଶା । ପଶ୍ଚିମାଝଡ ସହ ଟ୍ରପ୍‌ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ଫେବୃଆରୀ ୨୦ରୁ ୨୩ ତାରିଖ ଅର୍ଥାତ୍‌ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ବୁଧବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅର୍ଦ୍ଧାଧିକ…

ଦାୟିତ୍ଵ ଗ୍ରହଣ କଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ ଆୟୁକ୍ତ

ଦାୟିତ୍ଵ ଗ୍ରହଣ କଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ ଆୟୁକ୍ତ(ସିଇସି)। ଆଇଏଏସ ଜ୍ଞାନେଶ କୁମାର ବୁଧବାର ୨୬ତମ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଜ୍ଞାନେଶ କୁମାର ୨୦୨୪ ମସିହା ମାର୍ଚ୍ଚ ମାସରୁ ନିର୍ବାଚନ ଆୟୁକ୍ତ ଭାବେ କାର୍ଯ୍ୟରତ ଥିଲେ ଏବଂ ସୋମବାର ତାଙ୍କୁ ମୁଖ୍ୟ…

ନିଯୁକ୍ତି ଜାଲିଆତି ହୋଇଥିବା ଅଭିଯୋଗ ପରେ ଭୁବନେଶ୍ବର ଏମ୍ସରେ ସିବିଆଇର ଚଢାଉ

ନିଯୁକ୍ତି ଜାଲିଆତି ହୋଇଥିବା ଅଭିଯୋଗ ପରେ ଭୁବନେଶ୍ବର ଏମ୍ସରେ ସିବିଆଇର ୯ ଜଣିଆ ଟିମ୍ ପହଞ୍ଚି ଖୋଳତାଡ୍ ଆରମ୍ଭ କରିଛନ୍ତି। ୫ ଜଣଙ୍କ ନିଯୁକ୍ତି କ୍ଷେତ୍ରରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ନକଲି କାଗଜପତ୍ର ଦେଖାଇ ଲୋକଙ୍କୁ ଚାକିରି ଦିଆଯାଇଥିବା ଅଭିଯୋଗ ପରେ ସିବିଆଇ ଟିମ୍…