Browsing Tag

#odisha

ମଙ୍ଗଳବାର ସାରା ରାଜ୍ୟରେ ପ୍ରଚଣ୍ଡ ଖରା ହୋଇଛି

ଚୈତ୍ର ଯେତିକି ପାଖେଇ ଆସୁଛି ରାଜ୍ୟରେ ଖରାର ପ୍ରକୋପ ସେତିକି ପ୍ରଖର ହେଉଛି। ଡହ ଡହ ଖରା ଦେହମୁଣ୍ଡ ଜାଳି ପକାଉଛି। ମଙ୍ଗଳବାର ସାରା ରାଜ୍ୟରେ ପ୍ରଚଣ୍ଡ ଖରା ହୋଇଛି। ୩୫ ଡିଗ୍ରୀ ଉପରେ ରହିଛି ୨୬ ସହରର ତାପମାତ୍ରା। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୨ରୁ ୩…

କେଉଁ ରାଶି ପାଇଁ କେଉଁ ରଙ୍ଗ

ହିନ୍ଦୁ ଧର୍ମରେ ହୋଲି ପର୍ବର ଏକ ବିଶେଷ ମାନ୍ୟତା ରହିଛି । ଏହାକୁ ଖୁବ୍‌ ହର୍ଷ ଉଲ୍ଲାସରେ ପାଳନ କରାଯାଏ । ଏହାକୁ ଏକତା ଓ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ବୋଲି ମଧ୍ୟ କୁହାଯାଏ । ତେବେ ଏହି ଦିନ ରଙ୍ଗ ଖେଳି ଲୋକେ ପରସ୍ପର ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରି ଥାନ୍ତି । ତେବେ ଜ୍ୟୋତିଷ…

ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ ବିବାହ କଲେ ପୂର୍ବତନ ସାଂସଦ ଅନୁଭବ ମହାନ୍ତି

ଓଡ଼ିଆ ଫିଲ୍ମର ସୁପର୍‌ଷ୍ଟାର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି  ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ ବିବାହ କରିଛନ୍ତି।  ଗତକାଲି  ସଂଧ୍ୟାରେ ଉଭୟ ପରିବାରର ସଦସ୍ୟ ଓ କିଛି ନିକଟତମ ବନ୍ଧୁଙ୍କ ଗହଣରେ ଦିଲ୍ଲୀ ତେଜରାଜ ନଗରସ୍ଥିତ ଜଗନ୍ନାଥ ମନ୍ଦିରରେ ସଂପନ୍ନ ହୋଇଛି ଏହି ବହୁ ଚର୍ଚ୍ଚିତ…

ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ , ଜିଅନ୍ତା ଜିଳିଗଲେ 3 ଜଣ

ବସ୍ତିରେ ଭୟଙ୍କର ବିସ୍ଫୋରଣ । ସିଲିଣ୍ଡର ଫାଟିବାରୁ ରାଜଧାନୀର ଛାତି ଉପରେ ଥିବା ଏକ ବସ୍ତିରେ ବଡଧରଣର ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ଦିଲ୍ଲୀ ସ୍ଥିତ ଆନନ୍ଦ ବିହାର ବସ୍ତି । ଅଗ୍ନିକାଣ୍ଡର ମାତ୍ର ଏତେ ଅଧିକ ଥିଲା ଯେ ଘରଦ୍ବାରା ଜଳିପୋଡି ସବୁ ଛାରଖାର ହେଇ ଯାଇଛି । ଏଥିସହ ନିଆଁରେ…

ପାକିସ୍ତାନୀ ଟ୍ରେନ ଜାଫର ଏକ୍ସପ୍ରେସ ଅପହରଣ କାଣ୍ଡ ସଂପର୍କରେ ଏକ ବଡ଼ ଅପଡେଟ୍, ମହିଳା, ଶିଶୁ ଏବଂ ବଲୋଚ ନାଗରିକଙ୍କୁ…

ପାକିସ୍ତାନୀ ଟ୍ରେନ ଜାଫର ଏକ୍ସପ୍ରେସ ଅପହରଣ କାଣ୍ଡ ସଂପର୍କରେ ଏକ ବଡ଼ ଅପଡେଟ୍ ଆସିଛି । ବେଲୁଚିସ୍ତାନ ମୁକ୍ତି ବାହିନୀ ଦାବି କରିଛି ଯେ ମୋଟ ୧୮୨ ଜଣଙ୍କୁ ମୁଣ୍ଡଜାମିନ ରଖାଯାଇଛି । ଏହା ସହିତ ୧୧ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ଖାଲି ସେତିକି ନୁହେଁ, ବିଏଲଏ ଲଢୁଆ ମାନେ ଏକ…

ବେରୋଜଗାରୀ ଓ ଋଣ ଭାର ବୁଡ଼ାଇ ଦେଲା ବଂଶ, 2 ଛୁଆଙ୍କୁ ମାରିବା ଜୀବନ ହାରିଲେ ସ୍ବାମୀ – ସ୍ତ୍ରୀ

ବେରୋଜଗାରୀ ଓ ଋଣ ଭାର ବୁଡ଼ାଇ ଦେଲା ବଂଶ। ଦୈନନ୍ଦିନ ଖର୍ଚ୍ଚ ଉଠାଇବା କଷ୍ଟ ହେବାରୁ ଜୀବନ ହାରିଲେ ଦମ୍ପତି। ପ୍ରଥମେ ନିଜ ପୁଅ-ଝିଅଙ୍କ ଗଳା ଚିପି ହତ୍ୟା କରିବା ପରେ ସ୍ବାମୀ-ସ୍ତ୍ରୀ ଜୀବନ ହାରିଥିବା ଜଣାଯାଇଛି। ଏନେଇ ଖବର ମିଳିବା ପରେ ପୁଲିସ ୪ଟି ମୃତଦେହ ଜବତ କରିଛି। ମୃତକଙ୍କମାନେ…

ନୀଳଗିରି ରେଞ୍ଜ ଅଧୀନ ସ୍ବର୍ଣ୍ଣଚୂଡ଼ ଡାହିସାହି ନିକଟ ଜଙ୍ଗଲରେ ନିଆଁ , ଜଳି ଗଲା ଶହ ଶହ ଗଛ

ଗ୍ରୀଷ୍ମଋତୁ ଆସୁ ଆସୁ ଡରାଇଲାଣି ବନାଗ୍ନି। ଆରମ୍ଭ କଲାଣି ଗଛଲତା ଗିଳିବା। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ସ୍ବର୍ଣ୍ଣଚୂଡ଼ ଜଙ୍ଗଲରେ। ଏଠାରେ କୌଣସି କାରଣରୁ ନିଆଁ ଲାଗି ଶହ ଶହ ଗଛ ଜଳିଯାଇଛି। ସୂଚନା ଅନୁସାରେ; ନୀଳଗିରି ରେଞ୍ଜ ଅଧୀନ ସ୍ବର୍ଣ୍ଣଚୂଡ଼ ଡାହିସାହି ନିକଟ ଜଙ୍ଗଲରେ…

କୋରାପୁଟରେ ପୂର୍ବତନ ବିଶ୍ବସୁନ୍ଦରୀ ପ୍ରିୟଙ୍କା ଚୋପ୍ରା

ବଡ଼ ବଜେଟ୍‌ରେ ନିର୍ମାଣ ହେଉଥିବା ବହୁଭାଷୀ ଚଳଚ୍ଚିତ୍ର ଏସ୍‌ଏସ୍‌ଏମ୍‌ବି-୨୯ ଚଳଚ୍ଚିତ୍ରର ସୁଟିଂ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି। ଏଥିପାଇଁ ବିଶାଳ ସେଟ୍‌ ନିର୍ମାଣ ହୋଇଛି। ସୁଟିଂ ପାଇଁ ଚଳଚ୍ଚିତ୍ରର ନାୟିକା ତଥା ହଲିଉଡ୍‌ରେ କମାଲ କରିଥିବା ପୂର୍ବତନ ବିଶ୍ବସୁନ୍ଦରୀ ପ୍ରିୟଙ୍କା…

ଫ୍ରିଜରେ ଭାତକୁ ରଖି ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଖାଦ୍ୟ ସର୍ବଦା ସତେଜ ଥିବା ଅବସ୍ଥାରେ ଖାଇବାକୁ ପରାମର୍ଶ ଦିଆଯାଏ । ମାତ୍ର ଅନେକ ସମୟରେ ସମୟ ବଞ୍ଚାଇବାକୁ ଓ ଖାଦ୍ୟ ନଷ୍ଟ ନକରିବା ପାଇଁ ବାସୀ ଖାଦ୍ୟ ମଧ୍ୟ ସେବନ କରି ଥାନ୍ତି । ଏପରି କେତେକ ଖାଦ୍ୟ ରହିଛି, ଯାହାକୁ ବାସି ହେବା ପରେ ଆଦୌ ସେବନ କରିବା ଉଚିତ୍‌ ନୁହେଁ । କାରଣ ତାହା ଶରୀରରେ…

ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ବିଭିନ୍ନ ଉତ୍ସରୁ ୨୧ହଜାର କୋଟି ଟଙ୍କାର ଋଣ କରିଛନ୍ତି ସରକାର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ବିଭିନ୍ନ ଉତ୍ସରୁ ୨୧ହଜାର କୋଟି ଟଙ୍କାର ଋଣ କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ସୂଚନା ଦେଇଛନ୍ତି। ଗତବର୍ଷ ଜୁନ୍‌ରୁ ଚଳିତ ବର୍ଷ ଫେବ୍ରୁ୍ଆରି ଶେଷ ସୁଦ୍ଧା…