Browsing Tag

#odisha

ସ୍ୱାମୀଙ୍କଠାରୁ ୧୦୦ କୋଟି ଟଙ୍କା କ୍ଷତିପୂରଣ ଏବଂ ଭରଣପୋଷଣ ଦାବି କଲେ ଅଭିନେତ୍ରୀ ସେଲିନା ଜେଟଲୀ

ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟଲୀ ଗତ କିଛି ଦିନ ଧରି ଖବରରେ ଅଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନରେ କିଛି ଠିକ୍ ଚାଲିନାହିଁ। ସେଲିନାଙ୍କୁ ନେଇ ସୋସିଆଲ ମିଡିଆରୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ବ୍ୟାପକ ଆଲୋଚନା ହେଉଛି। ସେଲିନା ତାଙ୍କ ସ୍ୱାମୀ ପିଟର ହାଗଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ…

ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି

ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ର ସରକାର ଜାରି କରିଥିବା ନଭେମ୍ବର ମାସ ତଥ୍ୟରୁ ଏହା ଜଣାପଡ଼ିଛି। ଗତ ଅକ୍ଟୋବର  ବେକାରି ହାର ୫.୨ ପ୍ରତିଶତ ଥିଲା। ଗତ ଏପ୍ରିଲ୍ ପରେ ଦେଶରେ ବେକାରି ହାର ସର୍ବନିମ୍ନ ସ୍ତରକୁ ଖସିଛି।…

ଏସାଇଆର ଅନୁଯାୟୀ ପଶ୍ଚିମବଙ୍ଗରେ ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ତାଲିକା ପ୍ରକାଶ କରିଛି ନିର୍ବାଚନ ଆୟୋଗ

ଏସାଇଆର ଅନୁଯାୟୀ ପଶ୍ଚିମବଙ୍ଗରେ ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ତାଲିକା ପ୍ରକାଶ କରିଛନ୍ତି ନିର୍ବାଚନ ଆୟୋଗ । ଏପରିକି ଏହି ତାଲିକାରେ ୨୦୨୫ରେ ଭୋଟର ହୋଇଥିବା କିଛି ବ୍ୟକ୍ତି ଅଛନ୍ତି । ପଶ୍ଚିମ ବଙ୍ଗରେ ଆସନ୍ତା ବର୍ଷ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ…

ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ ନୀତି

ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଅର୍ଥାତ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ।…

ଶରୀରର ମେଟାବୋଲିଜିମ୍ ବୃଦ୍ଧି କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ ପାନମହୁରୀ

ଆପଣଙ୍କ ପେଟ ବଢିଯାଇଛି କି, ଚର୍ବି ଜମା ହୋଇ ରହିଛି କି ? ଆଉ ଆପଣ ଏଥିପାଇଁ ଚିନ୍ତିତ କି ? ଯଦି ହଁ, ଆପଣଙ୍କ ରୋଷେଇ ଘରେ ଅଛି ଏହାର ସମାଧାନ ,  ଆପଣ କ’ଣ ରୋଷେଇ ଘରେ ରଖାଯାଇଥିବା ପାନମହୁରିକୁ କେବଳ ମାଉଥ ଫ୍ରେଶନର ଭାବରେ ସେବନ କରନ୍ତି ? ଯଦି ହଁ  ତେବେ ଆପଣଙ୍କ ସୂଚନା ପାଇଁ ଆମେ…

ରାଜ୍ୟରେ ଶୀତ ପ୍ରକୋପ ଜାରି

ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି । ଜି. ଉଦୟଗିରିର ରାତି ପାରଦ ସମାନ୍ୟ ବଢ଼ିଛି । ୩ ଡିଗ୍ରିକୁ ଖସିଥିବା ପାରଦ ୫ ଡିଗ୍ରିକୁ ଉଠିଛି । ଏବେ ବି ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି । ଦାରିଙ୍ଗବାଡ଼ି ଓ ଫୁଲବାଣୀର ରାତି ତାପମାତ୍ରା ୬ ଡିଗ୍ରି ରହିଥିବା ବେଳେ କୋରାପୁଟରେ…

ଆଜିର ରାଶିଫଳ

ମେଷ: ଏକ ତରଫା ଚିନ୍ତା ଆପଣଙ୍କୁ ଅଡ଼ୁଆରେ ପକାଇପାରେ। ଟଙ୍କ ପଇସା ନେବା ଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଇଂଜିନିୟର ନୂଆ ପ୍ରୋଜେକ୍ଟରେ କାମ କରିବେ। ‌ ବୃଷ: ଆପଣଙ୍କ ବ୍ୟକ୍ତିତ୍ବରେ କିଛି ପରିବର୍ତ୍ତନ ଆସିବ। ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ଅଫିସରେ ତଳିଆ…

ମୁଁ ଦଳର ଭୁଲକୁ ଆଗକୁ ଆଣିଥିଲି , ଦଳ ମୋ ବିରୋଧରେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି – ମହମ୍ମଦ ମୋକିମ

କଂଗ୍ରେସରୁ ବହିଷ୍କାର ପରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା । କହିଲେ ମୋର ଵିଚାରଧାରାରେ ମୁଁ କଂଗ୍ରେସ ସହିତ ଅଛି । କଂଗ୍ରେସ ମତେ ଦଳଠାରୁ ଦୁରେଇ ଦେଇପାରେ । ମୁଁ କିନ୍ତୁ କଂଗ୍ରେସ ସହିତ ଥିଲି..ଅଛି ଓ ରହିଵି । ମୁଁ ଦଳର ଭୁଲକୁ ଆଗକୁ ଆଣିଥିଲି । ଦଳ ମୋ ବିରୋଧରେ…

ନୀତିନ ନବୀନ କାହିଁକି ହେଲେ ଭାଜପା ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ?

ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି । ବିଜେପି ସଂସଦୀୟ ବୋର୍ଡରେ ନୀତିନ ନବୀନଙ୍କ ନାଁ ଘୋଷଣା କରାଯାଇଛି । ବିହାର ସରକାରରେ ମନ୍ତ୍ରୀ ଅଛନ୍ତି ନୀତିନ ନବୀନ । ତାଙ୍କର…

୩ୟ ଟି-୨୦ – ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ

ଧର୍ମଶାଳାଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ । ୧୧୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୫.୫ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୫ ରନ କରିଥିବାବେଳେ ଶୁଭମନ ଗିଲ୍ ୨୮ ରନ…