Browsing Tag

#odisha

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୦୦ ଟଙ୍କା ପର୍ଯ୍ୟନ୍ତ ଯାଇ ପାରେ

 ଆମେରିକୀୟ ଡଲାର ତୁଳନାରେ ଭାରତର ଟଙ୍କା ଲଗାତାର ଦୁର୍ବଳ ହେବାରେ ଲାଗିଛି। ଏଣୁ ନିବେଶକ ଓ ସେୟାର ବଜାର ଉଭୟ ଏବେ ଚାପରେ । ମଙ୍ଗଳବାର ଡଲାର ତୁଳନାର ଟଙ୍କାର ମୂଲ୍ୟ ୯୧ ଟଙ୍କାକୁ ପହଞ୍ଚିଥିଲା, ତେବେ ବୁଧବାର ଏଥିରେ ମାମୁଲି ସୁଧାର ଦେଖାଯାଇଛି। ଏଥିରେ ମାର୍କେଟ୍ ଏକ୍ସପର୍ଟ ତଥା ‘ସେନ୍ସ…

ଗଣ୍ଠି ଯନ୍ତଣାରୁ ମୁକ୍ତି ଦିଏ କ୍ଷୀର ଏବଂ ଗୁଡ଼

ପ୍ରାଚୀନ କାଳରୁ କ୍ଷୀର ଏବଂ ଗୁଡ଼ ଉଭୟ ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ ହୋଇଥାଏ ବୋଲି ବିବେଚନା କରାଯାଏ । ଶୀତ ଋତୁରେ ଲୋକମାନେ ବହୁତ ଉତ୍ସାହର ସହିତ ଗୁଡ଼ ଖାଆନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି କ୍ଷୀର ସହ ଗୁଡ଼ ମିଶାଇ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଉପରେ ବହୁତ…

କେନ୍ଦୁଝରରେ ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲ , ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝରରେ ଅତିଥି ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ । ରୁଦ୍ର ନାରାୟଣ ମିଶ୍ରକୁ ଗିରଫ କରିଛି ଟାଉନ ଥାନା ପୋଲିସ । କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ହୋମ ସାଇନ୍ସ ବିଭାଗର ଅତିଥି ଅଧ୍ୟାପିକା ପ୍ରିୟାଙ୍କ ଦାସଙ୍କ ଗତକାଲି ତାଙ୍କ ପୁରୁଷ…

ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତା: ସୂର୍ଯ୍ୟକୁମାର ଗୋଟିଏ ସ୍ଥାନ ତଳକୁ ଖସି ୧୦ତମ ସ୍ଥାନରେ ରହିଛନ୍ତି

ଭାରତୀୟ ଟ୍ବେଣ୍ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଗତ କିଛି ମାସ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଉକ୍ତ ପ୍ରଦର୍ଶନ ତାଙ୍କ କ୍ୟାରିୟର ମାନ୍ୟତା ଉପରେ ପ୍ରଭାବ ପକାଇଛି। ୪ ବର୍ଷ ପରେ ସୂର୍ଯ୍ୟକୁମାର ଆଇସିସି ଟ୍ବେଣ୍ଟି୨୦ ବ୍ୟାଟିଂମାନ୍ୟତାର ୧୦ମ ସ୍ଥାନକୁ ଖସି ଆସିଛନ୍ତି। ଆଇସିସି…

ଶୀତ ସାଙ୍ଗକୁ ଘନ କୁହୁଡି, ସାଧାରଣ ଜନ ଜୀବନ ପ୍ରଭାବିତ

ରାଜ୍ୟରେ ଶୀତ  ସାଙ୍ଗକୁ ଘନ କୁହୁଡି । କୋରାପୁଟ ଦାମନଯୋଡିରେ ସର୍ବନିମ୍ନ ତାପାମତ୍ରା ୨.୯ ଡିଗ୍ରୀ ରେକର୍ଡ ହୋଇଛି । ପ୍ରଥମ ଥର ପାଇଁ ଚଳିତ ବର୍ଷ ସବୁଠୁ କମ ତାପମାତ୍ରା ରେକର୍ଡ ହୋଇଛି । ଦାମନଯୋଡିରେ ଆଜି ତାପମାତ୍ରା ୨.୯ ଡ଼ିଗ୍ରୀ ରହିଥିବା ବେଳେ ଲମତାପୁଟରେ ୪.୩ ଏବଂ ନନ୍ଦପୁର ଅଞ୍ଚଳ ରେ…

ଆଜିର ରାଶିଫଳ

ମେଷ: ଦୀର୍ଘ ଦିନରୁ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଯାହାଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ। କାହାରି ସହିତ ଅଯଥାରେ ଥଟ୍ଟା ତମାସା କରନ୍ତୁ ନାହିଁ। ନିଜ ଭୁଲରୁ ଶିଖିକରି ଆଗକୁ ବଢ଼ିବାର ପ୍ରେରଣା ପାଇବେ। ବୃଷ: କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ତା’ ସମ୍ବନ୍ଧରେ ସର୍ବ ପ୍ରଥମେ…

ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ…

ଗଞ୍ଜାମ ଓ ବ୍ରହ୍ମପୁର ସହର ହେଉଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର । ଓଡ଼ିଶାର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାର ବିକାଶ ଅତି ଜରୁରୀ । ଏଣୁ ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ ଏବଂ ଏଥିପାଇଁ ୫୨ କୋଟି ୧୭ ଲକ୍ଷ…

ହୋମ ଗାର୍ଡ ପଦବୀ ,୧୮୩ ପଦ ପାଇଁ ପାଇଁ ପରୀକ୍ଷା ଦେଲେ ୮୦୦୦ ପରୀକ୍ଷାର୍ଥୀ

୧୮୩ ପଦ ପାଇଁ ୮ହଜାର ପରୀକ୍ଷାର୍ଥୀ । ସମ୍ବଲପୁର ଜିଲ୍ଲାରେ ହୋମ ଗାର୍ଡ ପଦବୀ ପାଇଁ ପରୀକ୍ଷା ଦେଲେ ୮୦୦୦ ପରୀକ୍ଷାର୍ଥୀ । ଜମାଦାରପାଲି ଏୟାରଷ୍ଟ୍ରିପରେ ବସି ଏକାଠି ଲିଖିତ ପରୀକ୍ଷା ଦେଇଛନ୍ତି ଆଶାୟୀ । ୧୮୩ ହୋମଗାର୍ଡ ପଦବୀ ପାଇଁ ୮ହଜାର ଆଶାୟୀ ପରୀକ୍ଷା ଦେଇଛନ୍ତି । ଦେଢ ଘଣ୍ଟାରେ ଗୋଟିଏ…

ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୩,୮୬୦ ଟଙ୍କା ରହିଛି । ସେହିପରି ୨୨…

୩୯ଦେଶକୁ ଆମେରିକା ଆସିବା ମନା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ଏବଂ ସାର୍ବଜନୀକ ସୁରକ୍ଷାକୁ ନଜରରେ ରଖି ପ୍ରବାସ ନୀତିକୁ ଆହୁରି କଠୋର କରିଛନ୍ତି। ମଙ୍ଗଳବାର ଟ୍ରମ୍ପ ପ୍ରଶାସନ ଆହୁରି ୭ଟି ଦେଶ ଏବଂ ପାଲେଷ୍ଟେନୀୟଙ୍କ ଉପରେ ସମ୍ପୂର୍ଣ୍ଣ ଯାତ୍ରା ପ୍ରତିବନ୍ଧକ ଲଗାଇଛି। ଏହା ସହିତ, ଅନ୍ୟ ୧୫ଟି…