ଋତୁରାଜ ଗାଏକ୍ବାଡ୍ ବାଦ , ମହେନ୍ଦ୍ର ସିଂହ ଧୋନିଙ୍କୁ ପୁଣି ଥରେ ହେଲେ ସିଏସ୍କେର ଅଧିନାୟକ
ପାଞ୍ଚଟି ମ୍ୟାଚ୍ରୁ ମାତ୍ର ଗୋଟିକରେ ବିଜୟୀ ହୋଇ ନବମ ସ୍ଥାନରେ ସଂଘର୍ଷ କରୁଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ଗୁରୁବାର ଆଉ ଏକ ଶକ୍ତ ଝଟ୍କା ଲାଗିଥିଲା। କହୁଣୀ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିବା ପରେ ନିୟମିତ ଅଧିନାୟକ ଋତୁରାଜ ଗାଏକ୍ବାଡ୍ ଚଳିତ ଆଇପିଏଲ୍ର ଅବଶିଷ୍ଟ…