Browsing Tag

#odisha

ବାଂଲାଦେଶରେ ଥିବା ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ବିଶ୍ୱସ୍ତରରେ ସମସ୍ତ ହିନ୍ଦୁ ଏକଜୁଟ ହେବାକୁ ସେ ଆହ୍ୱାନ ଦେଲେ RSS…

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ରବିବାର ଦେଶର ଜନସଂଖ୍ୟା, ଅର୍ଥନୀତି ଏବଂ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ବିଶେଷ କରି ଜନସଂଖ୍ୟା ସନ୍ତୁଳନ ରକ୍ଷା ପାଇଁ ସେ ‘୩ ସନ୍ତାନ’ ନୀତି ଏବଂ ପାରିବାରିକ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ…

ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା

ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ସରୋଜିନୀ ତରାଇ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ ଉପସଭାପତି ପ୍ରତାପ ଜେନା ।…

ଭାରତ ଏବଂ ମାଲେସିଆ ଆର୍ଥିକ ପରିବର୍ତ୍ତନ ପାଇଁ ଏକ ଦୃଢ଼ ପଥ ନିର୍ଦ୍ଧାରଣ କରିବେ – ପ୍ରଧାନମନ୍ତ୍ରୀ ମୋଦୀ

ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରିବେ। ସେ ସ୍ପଷ୍ଟ ଭାବରେ କହିଛନ୍ତି…

ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ – ୮ ମୃତ

ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ରବିବାର ଏହି ସୂଚନା ଦେଇଛି। ଦୁର୍ଘଟଣା ପୋଲିସ ଡିଷ୍ଟ୍ରିକ୍ଟ ୨୧ରେ ହୋଇଛି। ପରିବାର ଶୀତରୁ ରକ୍ଷା ପାଇବା ପାଇଁ ଗ୍ୟାସ ହିଟର ଉପଯୋଗ କରୁଥିଲେ। ଗ୍ୟାସ ଲିକ୍…

ଆୟକର ନିୟମ,୨୦୨୬”ର ଏକ ନୂଆ ଡ୍ରାଫ୍ଟ ପ୍ରକାଶ କଲା ଆୟକର ବିଭାଗ

ଶନିବାର ଦିନ ଆୟକର ବିଭାଗ "ଆୟକର ନିୟମ,୨୦୨୬"ର ଏକ ନୂଆ ଡ୍ରାଫ୍ଟ ପ୍ରକାଶ କରିଛି। ଏହି ନୂଆ ନିୟମଗୁଡ଼ିକ ଆଗାମୀ ଆର୍ଥିକ ବର୍ଷ,୧ ଏପ୍ରିଲ,୨୦୨୬ରୁ କାର୍ଯ୍ୟକାରୀ ହେବ। ସରକାର ଟିକସ ଦାଖଲ ପ୍ରକ୍ରିୟାକୁ ସରଳ କରିବା ଏବଂ ସାଧାରଣ କରଦାତାଙ୍କ ପାଇଁ ନିୟମଗୁଡ଼ିକୁ ସହଜ କରିବାକୁ ଲକ୍ଷ୍ୟରେ ଏହି…

ଦିନରେ ଗରମ ରାତିରେ ଥଣ୍ଡା

ଏବେ ପାଣିପାଗର ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିନର ତାପମାତ୍ରା ବଢିବାକୁ ଲାଗିଥିବା ବେଳେ ଅନ୍ୟପଟେ ରାତିରେ ପାରଦ ଖସୁଛି । ସକାଳୁ କୁହୁଡ଼ି ହେଉଥିବା ବେଳେ ଦିନରେ ବଢ଼ୁଛି ପାରଦ । ଏବଂ ସନ୍ଧ୍ୟା ହେଲେ କାଲୁଆ ପବନ ସାଙ୍ଗକୁ ବଢ଼ୁଛି ଶୀତ ।ଗତକାଲି ଝାରସୁଗୁଡ଼ାରେ ଦିନ…

୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ନେଇ ଗଭୀର ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ପରିବାରର ନିକଟତମ…

ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ

ଭାରତ ଏହାର ସୁରକ୍ଷା ଏବଂ ବାୟୁସେନାକୁ ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବାୟୁସେନା ଏହି ପ୍ରସ୍ତାବ ଉପରେ ନିରନ୍ତର ଆଲୋଚନା…

ସରିଲା ଖଣ୍ଡଗିରି ଯାତ୍ରା ମହାସମର

ସରିଲା ଖଣ୍ଡଗିରି ଯାତ୍ରା। ପ୍ରଥମ ଫେଜ ଯାତ୍ରାରେ ସିଂହବାହିନୀ ଗଣନାଟ୍ୟର ‘ତୁ ମୋ ବଜରଙ୍ଗି’ ଓ କୋଣାର୍କ ଗଣନାଟ୍ୟ ର ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ନାଟକ, ଅଶୋକ ସମ୍ରାଟର ‘ଅଧା ରହିଗଲା ଆମ କାହାଣୀ’ , ଯାଗମରା ମେଲଣ ପଡ଼ିଆରେ ଅନନ୍ତ କେଶରୀ ଦେବ କମିଟି ଦ୍ଵାରା ଯାତ୍ରା ରାଜ ଦରବାରର…

ଟି୨୦ ବିଶ୍ବକପ : ଆଜି ୩ଟି ମ୍ୟାଚ,ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ,ଇଂଲଣ୍ଡ ଓ ନେପାଳ, ଶ୍ରୀଲଙ୍କା ଓ ଆୟରଲାଣ୍ଡ ମଧ୍ୟରେ…

ଚଳିତ ପୁରୁଷ ଟି୨୦ ବିଶ୍ବକପ ଦଶମ ସଂସ୍କରଣରେ ଆଜି ୩ଟି ମ୍ୟାଚ ଖେଳାଯିବ। ଚେନ୍ନଇରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ, ମୁମ୍ବଇରେ ଇଂଲଣ୍ଡ ଓ ନେପାଳ ଏବଂ କଲମ୍ବୋରେ ଶ୍ରୀଲଙ୍କା ଓ ଆୟରଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍‌ ‘ଡି’ର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଏହି ବିଶ୍ବକପ୍‌ର ଡାର୍କ…