ବିଗ୍ ବି ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର,ଡିସଚାର୍ଜ ହୋଇ ଘରକୁ ଫେରିଲେ ମେଗାଷ୍ଟାର ଅମିତାଭ ବଚ୍ଚନ
ବିଗ୍ ବି ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର । ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଅପରେସନ୍ ପାଇଁ ସମ୍ପ୍ରତି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ ବୋଲି ସେ ତାଙ୍କ ବ୍ଲଗରେ ସେୟାର କରି ସୂଚନା ଦେଇଥିଲେ । ଏବେ କିନ୍ତୁ ଅମିତାଭ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ୮୩ ବର୍ଷୀୟ ଅଭିନେତା…