Browsing Tag

#odisha

ସରଗରମ ହୋଇଛି କ୍ୟାମ୍ପସ ପଲିଟିକ୍ସ,ରବିବାରରେ ବି କମ୍ବିଛି କ୍ୟାମ୍ପସ, ସକାଳେ ହଷ୍ଟେଲ, ଡୋର ଟୁ ଡୋର ପ୍ରଚାର…

ଜମୁଛି ପ୍ରଚାର। ସରଗରମ କ୍ୟାମ୍ପସ ପଲିଟିକ୍ସ। ରବିବାର ଛୁଟି ଦିନରେ ବି ଜମିଲା ପ୍ରଚାର। ଭୋଟରଙ୍କୁ ଆମିଷ ଭୋଜି ଦେଇ ଆପ୍ୟା୍ୟିତ କଲେ ଛାତ୍ର ନେତା। ହଷ୍ଟେଲ କ୍ୟାମ୍ପେନ ବେଳେ ବାଣୀବିହାରେ ସୃଷ୍ଠି ହେଲା ମୁହା ମୁହିଁ ପରିସ୍ଥିତି। ହାତରେ ଆଉ କମ ସମୟ ଥିବାରୁ ବିଭିନ୍ନ ସୋସିଆଲ ମିଡିଆରେ…

ଦୁଇ ଦିନରେ ଇ-କମର୍ସ ର ୨୪ ହଜାର କୋଟି ଟଙ୍କାର ବେପାର, ମୋବାଇଲ୍ ଫୋନ୍‌, ଇଲେକ୍ଟ୍ରୋନିକ୍ସ ଏବଂ ପୋଷାକର ଚାହିଦା

ଚଳିତବର୍ଷ ପାର୍ବଣରେ ଅନଲାଇନ୍ ବିକ୍ରିର ପ୍ରଥମ ଦୁଇ ଦିନରେ ଇ-କମର୍ସ କମ୍ପାନିଗୁଡ଼ିକ ପ୍ରାୟ ୨୪ ହଜାର କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଛନ୍ତି। ମୋବାଇଲ୍ ଫୋନ୍‌, ଇଲେକ୍ଟ୍ରୋନିକ୍ସ ଏବଂ ପୋଷାକର ଚାହିଦା ଯୋଗୁଁ ଏହି ବ୍ୟବସାୟ ବଢ଼ିଛି ବୋଲି ରେଡ୍‌ସିୟର ଷ୍ଟ୍ରାଟେଜି କନ୍‌ସଲ୍ଟାଣ୍ଟସ୍‌ର…

ଭାରତୀୟ ଅଲିମ୍ପିକ୍‌ସ ଆସୋସିଏସନ୍ ର କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ ଡିସେମ୍ବର ୫ରେ

ଭାରତୀୟ ଅଲିମ୍ପିକ୍‌ସ ଆସୋସିଏସନ୍ (ଆଇଓଏ)ର କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ ଡିସେମ୍ବର ୫ରେ ଅନୁଷ୍ଠିତ ହେବ। ଏ ନେଇ ପୂର୍ବତନ ଭାରତୀୟ ନିର୍ବାଚନ କମିଶନର ସଞ୍ଜୟ କୁମାର ଶ୍ରୀବାସ୍ତବ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଡିସେମ୍ବର ୧୦ରେ ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦର…

୮୪ ବର୍ଷ ବୟସରେ ବିଗ୍ ବି,ତାଙ୍କର ଜନ୍ମଦିନ କେବଳ ଏକ ଉତ୍ସବ ନୁହେଁ, ବରଂ ସଂଘର୍ଷ, ସଫଳତା ଏବଂ ନିରନ୍ତର ଶିକ୍ଷାର…

୮୪ ବର୍ଷ ବୟସରେ ବିଗ୍ ବି । ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍’ରୁ ଅମିତାଭ ବଚନ ବନିଲେ ସିନେମାର ଶେହେନସାହ । ବଲିଉଡରେ ୫ ଦଶନ୍ଧିର ସଫର । କିମ୍ବଦନ୍ତୀ ଅଭିନେତା ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି ଅଭିନୟର ଛାପ । ବିଗ ବିଙ୍କୁ ଜନ୍ମଦିନ ଶୁଭେଛା ଜଣାଇବା ପାଇଁ ମୁମ୍ବାଇ ଜଲସାରେ…

ପୋଲିସ କବଳରୁ ମୁକୁଳିଲେ CJP ର ତିନି ଜଣ ନେତା,ଗୋଟିଏ ବର୍ଷ ପର୍ଯ୍ୟନ୍ତ ଶାନ୍ତି ଓ ଉତ୍ତମ ଆଚରଣ ବଜାୟ ରଖିବା ପାଇଁ…

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ କରିବା ପୂର୍ବରୁ ଦିଲ୍ଲୀ ବିମାନବନ୍ଦରରୁ ଅଟକ ରଖାଯାଇଥିବା ସିଜେପି (CJP)ର ତିନି ଜଣ ନେତାଙ୍କୁ କୋର୍ଟ ମୁକ୍ତ କରିଛନ୍ତି। ମୁକ୍ତି ପାଇଥିବା ନେତାମାନେ ହେଲେ ଅଭିଜିତ୍ ଦିପକେ, ସୌରଭ ଦାସ ଓ ଆଶୁତୋଷ ରଙ୍କା। ଗୋଟିଏ ବର୍ଷ…

ଏକ ବଡ଼ ଧରଣର ଡଙ୍ଗା ଦୁର୍ଘଟଣା,୧୦୯ ମୃତ ,ମୃତକଙ୍କ ମଧ୍ୟରେ ୧୫ ଜଣ ଶିଶୁ

ପୂର୍ବ ଆଫ୍ରିକାର ଜିବୁଟି ଉପକୂଳରେ ଏକ ବଡ଼ ଧରଣର ଡଙ୍ଗା ଦୁର୍ଘଟଣା ଘଟିଛି । ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ବୁଡ଼ିଯିବାରୁ ଅତି କମରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୫ ଜଣ ଶିଶୁ ଥିବା ଜଣାପଡ଼ିଛି । ଅନ୍ତର୍ଜାତୀୟ ସଂଗଠନ ଫର୍ ମାଇଗ୍ରେସନ୍…

ନେପାଳର ବୁଧି ଗଣ୍ଡକୀ ନଦୀରେ ହଠାତ୍ ବନ୍ୟା,ଭାସିଯାଇଛି ତିନୋଟି ସେତୁ ଓ ଅନେକ ଘରେ ପଶିଛି ପାଣି

ନେପାଳର ବୁଧି ଗଣ୍ଡକୀ ନଦୀରେ ହଠାତ୍ ବନ୍ୟା ଆସିଛି । ଏହି ଭୟାବହ ବନ୍ୟାରେ  ଗୋରଖା ଜିଲ୍ଲାର ତିନୋଟି ସେତୁ ଭାସିଯାଇଛି ଏବଂ ଅନେକ ଘରେ ପାଣି ପ୍ରବେଶ କରିଛି । ସମସ୍ତଙ୍କ ସୁରକ୍ଷା ପାଇଁ ଜରୁରୀକାଳୀନ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ନେପାଳର NDRRMA ପକ୍ଷରୁ ଏକ ଜରୁରୀକାଳୀନ ସୂଚନା…

ଆଜିଠାରୁ ଆରମ୍ଭ ହେଉଛି ନବରାତ୍ରି, ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା

ଆଜିଠାରୁ ଆରମ୍ଭ ହେଉଛି ନବରାତ୍ରି । ଆଦିଶକ୍ତିର ପ୍ରଥମ ସ୍ଵରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ର ଆରମ୍ଭ । ଧରାପୃଷ୍ଠକୁ ଆଗମନ କରିଛନ୍ତି ମା’ ଦୁର୍ଗା ଦୁର୍ଗତିନାଶିନୀ । ନଅ ଦିନରେ ୯ଟି ବେଶରେ ଦର୍ଶନ ଦେବେ ମାଆ । ମାଆଙ୍କ ନଅଟି ରୂପର ପ୍ରଥମ ରୂପ ହେଉଛନ୍ତି ମା’ ଶୈଳପୁତ୍ରୀ ।…

ସ୍ମାର୍ଟଫୋନ୍ ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍,ViVo ଲଞ୍ଚ କଲା ୱାଟପ୍ରୁଫ୍ ସ୍ମାର୍ଟଫୋନ୍ Vivo Y32

ସ୍ମାର୍ଟଫୋନ୍ ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । ଲଞ୍ଚ ହେଲା Vivo Y ସିରିଜର ଆଉ ଏକ ଶସ୍ତା ଫୋନ୍ । ୮୦୦୦mAhର ପାୱାରଫୁଲ ବ୍ୟାଟେରୀ ସହିତ Vivo Yରେ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି ଚୀନ୍ କମ୍ପାନୀ । ତେବେ ଆସନ୍ତୁ ଏହି ସ୍ମାର୍ଟଫୋନ ସମ୍ପର୍କରେ ଡିଟେଲ୍ସ ଜାଣିବା ।…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟି-୨୦ ମୁକାବିଲା: ୱେଷ୍ଟଇଣ୍ଡିଜ୍ କୁ ୨୪୯ ରନର ବିଶାଳ ସ୍କୋର ଦେଇଛି ଭାରତ

ଲଗାତର ଫ୍ଲପ୍‌ ଶୋ ପରେ ରାଞ୍ଚିରେ ଚମକିଲେ ଟିମ ଇଣ୍ଡିଆର ଓପନର ସଞ୍ଜୁ ସାମସନ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟି-୨୦ ମୁକାବିଲାରେ ସଞ୍ଜୁ ୮୨ ରନ୍‌ର ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। କ୍ୟାପ୍ଟେନ ଆୟରଙ୍କ ଜଲୱା ମଧ୍ୟ ଜାରି ରହିଛି। ଶୁକ୍ରବାର ରାଞ୍ଚିର ଜେଏସସିଏ…