Browsing Tag

#odisha

ୟୁଟ୍ୟୁବର ଅରମାନ ମାଲିକ ଏବଂ ତାଙ୍କ ଦୁଇ ପତ୍ନୀ ପାୟଲ ଓ କୃତିକା ସମନ ଜାରି କଲେ କୋର୍ଟ

ସଲମାନ ଖାନଙ୍କ ରିଆଲିଟି ସୋ’ 'ବିଗ୍ ବସ୍ ଓଟିଟି ୩'ରେ ନଜର ଆସିଥିବା ୟୁଟ୍ୟୁବର ଅରମାନ ମାଲିକ ଏବଂ ତାଙ୍କ ଦୁଇ ପତ୍ନୀ ପାୟଲ ଓ କୃତିକା ସୋସିଆଲ ମିଡିଆରେ ସେମାନଙ୍କ ଜୀବନଶୈଳୀକୁ ନେଇ ବେଶ ଚର୍ଚ୍ଚାର ଅଛନ୍ତି। ସମ୍ପ୍ରତି ଅରମାନ ମାଲିକ, ପାୟଲ ଓ କୃତିକାଙ୍କୁ ପଟିଆଲା…

ରାଜ୍ୟର ମୁଦ୍ରାସ୍ଫୀତି ହାର ବିଯୁକ୍ତ ସ୍ତରକୁ ହ୍ରାସ ପାଇଛି

ଦରଦାମ୍‌ ସ୍ଥିତିରେ ବ୍ୟାପକ ସୁଧାର ଘଟିଛି। ଗତ ଜୁଲାଇରେ ରାଜ୍ୟରେ ବିଭିନ୍ନ ଜିନିଷର ଦର ବଢ଼ିବା ପରିବର୍ତ୍ତେ କମ୍ ହୋଇଛି। ତାହାର ପ୍ରତିଫଳନ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରେ ଦେଖିବାକୁ ମିଳିଛି। ଅନେକ ଦିନ ପରେ ପ୍ରଥମ ଥର ପାଇଁ ରାଜ୍ୟର ମୁଦ୍ରାସ୍ଫୀତି ହାର ବିଯୁକ୍ତ ସ୍ତରକୁ ହ୍ରାସ ପାଇଛି।…

ନଭେମ୍ବର ୧୫ରୁ ଆରମ୍ଭ ହେବ ଇକୋ ରିଟ୍ରିଟ୍‌

ଚଳିତବର୍ଷ ନଭେମ୍ବର ୧୫ରୁ ଆରମ୍ଭ ହେବ ଇକୋ ରିଟ୍ରିଟ୍‌। ଏବେଠାରୁ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତି ସହିତ ଅନ୍‌ଲାଇନ ବୁକିଂ ଆରମ୍ଭ କରିଦେଲାଣି। ଚଳିତବର୍ଷ କୋଣାର୍କ, ଦାରିଙ୍ଗବାଡ଼ି, ହୀରାକୁଦ, ସାତକୋଶିଆ, ଭିତରକନିକା, ପାତିସୋନାପୁର ଏବଂ ପୁଟସିଲ୍‌ରେ ଇକୋ ରିଟ୍ରିଟ୍‌ କରାଯିବ। ୬ଟି ସ୍ଥାନରେ…

ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍‌ଆର୍‌ଟିସି ବସ୍‌ , ୧୫ ଆହତ

ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍‌ଆର୍‌ଟିସି ବସ୍‌।  ଅଳ୍ପକେ ବର୍ତ୍ତିଲେ ୪୯ ଯାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଆଖୁସିଙ୍ଗ ଦେଇ ଯାଉଥିବା ୩୨୬ ନଂ ଜାତୀୟ ରାଜପଥରେ। ଏକ ଯାତ୍ରୀବାହୀ ବସ୍  ପୁରୀ ରୁ କୋଟପାଡ଼ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ…

ଶ୍ରୀମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା

ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବଢ଼ୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ମଧ୍ୟ…

ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା

କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆଗାମୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ । ଫଳରେ…

ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ ସାଢ଼େ ୨ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା…

ଆଜିର ରାଶିଫଳ

ମେଷ: ସମ୍ବେଦନା ସହିତ ଯୋଡ଼ିହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ଜଣେ ସଚ୍ଚା ସେବକ ଭାବେ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ଧୈର୍ଯ୍ୟବାନ୍‌ ହେବେ। ବୃଷ: ଭ୍ରାତୃପ୍ରେମରେ ଅନୁବନ୍ଧିତ ହୋଇପାରନ୍ତି। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିବାକୁ…

ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିପାରୁନି ଏମଏସଏମଇ

ଜ୍ୟରେ ଗତ ୫ ବର୍ଷରେ ନ୍ୟୁନ ରହିଛି ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗର ପ୍ରଦର୍ଶନ। ଏମଏସଏମଇ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ରାଜ୍ୟ ସେଭଳି ଭଲ ପ୍ରଦର୍ଶନ କରିପାରିନାହିଁ  । ବିଶେଷ ଭାବେ ୧୧ ଜିଲ୍ଲାରେ ଶିଳ୍ପ ଅଭିବୃଦ୍ଧି ଏବଂ କର୍ମନିଯୁକ୍ତି ପଛେଇ ଯାଇଛି । ନଜର ପକାନ୍ତୁ ରାଜ୍ୟସଭାରେ ସାଂସଦ…

ଘରୋଇ ଉପାୟରେ ଦୂରେଇ ହେବ ମୁହଁର ଲୋମ

ମହିଳାଙ୍କ ମୁହଁରେ ଲୋମ ହେବା ଅନେକଙ୍କ ପାଇଁ ସାଧାରଣ କଥା । ବିଶେଷ କରି ଏହା ହର୍ମୋନ ଅସନ୍ତୁଳନ , ପିସିଏଏସ୍ ଏବଂ ମନୋପଜ୍ ସମସ୍ୟା ଯୋଗୁଁ ହୋଇଥାଏ । କିନ୍ତୁ ଏନେଇ ଚିନ୍ତା କରିବାର  କାରଣ ନାହିଁ   । କାରଣ ଏହାକୁ ଘରୋଇ ଉପାୟରେ ଦୂରେଇ ହେବ । ହଳଦୀ, ଓଟମିଲ୍ସ ଓ କଦଳୀ ମିଶାଇ ଏକ…