Browsing Tag

#odisha

୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ‘କ୍ୱିନ୍ ଅଫ୍ ମେଲୋଡିଜ୍’ ଏବଂ ପ୍ରସିଦ୍ଧ ଗାୟିକା ଆଶା ଭୋସଲେ

'କ୍ୱିନ୍ ଅଫ୍ ମେଲୋଡିଜ୍' ଏବଂ ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ନାହାନ୍ତି। ସେ ୯୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି…

ସୋମବାରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ

ଆସନ୍ତା ମଙ୍ଗଳବାର ଯାଏ ରାଜ୍ୟରେ ଗ୍ରୀଷ୍ମଲହରୀ ଲାଗିପାରେ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେବ। ଏଭଳି ଆକଳନ କରିଛି ପାଣିପାଗ ବିଭାଗ। ସୋମବାରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବ ବୋଲି ଆକଳନରେ କୁହାଯାଇଛି । ରବିବାର ବାଲେଶ୍ୱର,…

ଏହି ରାଶିଙ୍କ ପାଇଁ ଆଜି ଖୋଲିବ ଭାଗ୍ୟ

ମେଷ: ଆଜି ଏକ ଭଲ ଦିନ ରହିବ । ଆପଣ କାମରେ ସଫଳତା ପାଇବେ ଏବଂ ଭାଗ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିବ । ଆପଣଙ୍କ ବାଣୀକୁ ନିୟନ୍ତ୍ରଣ କରିବା ଦ୍ୱାରା ପରିବାର ସଦସ୍ୟଙ୍କ ସହିତ ଯୁକ୍ତିତର୍କ ରୋକାଯିବ । ଆପଣଙ୍କୁ ଆପଣଙ୍କର ଜିଦ୍ ତ୍ୟାଗ କରିବାକୁ ପଡିବ ଏବଂ ସମାଧାନ ଖୋଜିବାକୁ ପଡିବ । ଆପଣଙ୍କ…

ସେୟାର ମାର୍କେଟ୍ ଏବଂ ବ୍ୟାଙ୍କରେ ପ୍ରାୟ ୨.୨ ଲକ୍ଷ କୋଟି ଟଙ୍କା ପଡି ରହିଛି , ହେଲେ କେହି ନାହାଁନ୍ତି ଦାବିଦାର

ପଡିଛି କୋଟି କୋଟି ଟଙ୍କା । ହେଲେ କେହି ନାହାଁନ୍ତି ଦାବିଦାର । ଅର୍ଥାତ ଏତେ ଟଙ୍କା ନେବାକୁ କେହି ନାହାଁନ୍ତି । ସେୟାର ମାର୍କେଟ୍ ସହବିଭିନ୍ନ ବ୍ୟାଙ୍କରେ ଏମିତି ଅନେକ ଅର୍ଥ ପଡି ରହିଛି । ଭାରତୀୟଙ୍କୁ ପସନ୍ଦ ନିବେଶ । ବ୍ୟାଙ୍କ ହେଉ କିମ୍ବା ସେୟାର ମାର୍କେଟ୍, ଭବିଷ୍ୟତକୁ…

ବିବାହର ଚାରି ବର୍ଷ ପରେ ମୌନିଙ୍କ ଗର୍ଭବତୀ ଥିବା ନେଇ ନା ନା କଳ୍ପନାଜଳ୍ପନା ପ୍ରକାଶ ପାଇଛି

ଟେଲିଭିଜନ ଏବଂ ବଲିଉଡ୍ ଡିଭା ମୌନୀ ରୟ । ଏବେ ସେ ପୁଣି ଥରେ ଚର୍ଚ୍ଚାର ଶିରୋନାମାରେ ଅଛନ୍ତି। ତାଙ୍କ ଗର୍ଭଧାରଣକୁ ନେଇ ଗୁଜବ ହେଉଛି ।ବିବାହର ଚାରି ବର୍ଷ ପରେ ମୌନିଙ୍କ ଗର୍ଭବତୀ ଥିବା ନେଇ ନା ନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଗତକାଲି ରାତିରେ ଏହି ଅଭିନେତ୍ରୀଙ୍କୁ ମୁମ୍ବାଇରେ…

ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ରେ

ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ରେ ହେବ । ଗତ ମାସରେ ହୋଇଥିବା କ୍ଷେତ୍ରୀୟ ପରିଦର୍ଶନର ରିପୋର୍ଟକୁ ଶୁଣାଣିରେ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ । ଅଗଷ୍ଟ ୨୦୨୫ରୁ ଏବେ ପର୍ଯ୍ୟନ୍ତ ଟେକ୍ନିକାଲ ଟିମ୍‌ର ୧୩ ଥର ବୈଠକ ହୋଇ ସାରିଛି । ମହାନଦୀରେ…

ପରସ୍ପରକୁ ‘ନମସ୍ତେ’ କରିବା ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେଲେ ମୋଦୀ ଏବଂ ରାହୁଲ ଗାନ୍ଧୀ

ଭାରତୀୟ ରାଜନୀତିରେ ଆଜି ସକାଳେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ମହାନ ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀ ଅବସରରେ ଦିଲ୍ଲୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ…

ଛେନାପୋଡରେ ଏନ୍ତୁଡିଶାଳ ନୟାଗଡ

ଛେନାପୋଡ… ଖାଇବାକୁ କାହାକୁ ବା ଭଲ ନ ଲାଗେ । ଛେନାପୋଡକୁ ଦେଖିଦେଲେ ପାଟିକୁ ପାଣି ଆସିଯାଏ । ଛେନାପୋଡ ପ୍ରତ୍ୟେକ ଓଡିଆଙ୍କର ଭାରି ପସନ୍ଦ। ପିଲାଠାରୁ ବୁଢା ସମସ୍ତେ ପସନ୍ଦ କରନ୍ତି ଏହି ମିଠାକୁ। ଛେନାପୋଡ କଥା ଆସିଲେ ସମସ୍ତେ ନୟାଗଡ କଥା ଭାବନ୍ତି ମାତ୍ର ଏବେ ଛେନାପୋଡ ଖାଲି ନୟାଗଡର…

ଆଜି ଠୁ ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା

ଗୁଳୁଗୁଳିରେ ଶନିବାରଠାରୁ ସନ୍ତୁଳି ହୋଇଯିବ ଉପକୂଳ ଓଡ଼ିଶା । ୧୬ ଯାଏଁ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାର ଲୋକେ ଗରମ, ଗୁଳୁଗୁଳିରେ ନୟାନ୍ତ ହେବେ। ୧୩ରୁ ନିଆଁ ମାଡ଼ ହେବ ପଶ୍ଚିମ ଓଡ଼ିଶାରେ I ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ସୋମ‌ବାର ବେଳକୁ ବଲାଙ୍ଗିର ୪୬ ଡିଗ୍ରୀ ଓ ବରଗଡ଼ ୪୫ ଡିଗ୍ରୀ…

ଏହି ରାଶିଙ୍କ ପାଇଁ ଆଜି ଖୁସିର ଦିନ

ମେଷ: ପରିଶ୍ରମ ସହିତ କାମ କରିବାକୁ ଚେଷ୍ଟା କଲେ ଲାଭ ମିଳିବ । କିନ୍ତୁ ଜଟିଳତାରେ ଫସିବା ଠାରୁ ଦୂରେଇ ରୁହନ୍ତୁ ଏବଂ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । ଆୟ ଏବଂ ଖର୍ଚ୍ଚ ସ୍ଥିର ରହିବ । କାମରେ ବାଧା ଦୂର ହେବ । ବାହ୍ୟ ଏବଂ ଆଭ୍ୟନ୍ତରୀଣ ସମର୍ଥନ ପ୍ରବାହିତ ହେବ । ବନ୍ଧୁମାନଙ୍କ ସହିତ ମିଶି…