Browsing Tag

#odisha

ରାଜ୍ୟରେ ଗଠନ ହେବ ଆଉ ୨୪ଟି ନୂଆ ଏନଏସି ଓ ୫ଟି ପୌର ପରିଷଦ

ରାଜ୍ୟରେ ଗଠନ ହେବ ଆଉ ୨୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଏବଂ ୫ଟି ପୌର ପରିଷଦ। ଏ ନେଇ ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ଟି ଜିଲାରେ ୨୪ଟି ଏନଏସି ଗଠନ ହେବାକୁ ଥିବାବେଳେ ୩ଟି ଜିଲାରେ ପୌର ପରିଷଦ ଗଠନ ହେବ। ବିଜ୍ଞପ୍ତି ଅନୁସାରେ, ନୂଆ ଏନଏସିଗୁଡ଼ିକ…

ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ଟକ୍ସିକ”ରେ କିଆରା ଆଡଭାନୀଙ୍କ ଫାଷ୍ଟ ଲୁକ୍ ରିଲିଜ୍

ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଟକ୍ସିକ' ଏବେ ସିନେମା ହଲରେ ମୁକ୍ତିଲାଭ କରିବା ପାଇଁ ପ୍ରସ୍ତୁତ । ନିର୍ମାତାମାନେ ଫିଲ୍ମର ଷ୍ଟାରକାଷ୍ଟ ଉପରୁ ଧୀରେ ଧୀରେ ପରଦା ଉଠାଇଛନ୍ତି । ଫିଲ୍ମରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି ହୋଇଛି । ଗତକାଲି ଡିସେମ୍ବର ୨୨ରେ, ଫିଲ୍ମ ନିର୍ମାତା କିଆରା ଆଡଭାନୀଙ୍କ…

ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଉତ୍ସାହିତ ବାତାବରଣ ସୃଷ୍ଟି କରିବା ପାଇଁ ବିଧାୟକ ମେଧା ସମ୍ମାନ-୨୦୨୫ର ଶୁଭାରମ୍ଭ

ବିଧାୟକ ମେଧା ସମ୍ମାନ-୨୦୨୫ର ଶୁଭାରମ୍ଭ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଉତ୍ସାହିତ ବାତାବରଣ ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା,…

୧୯ ବର୍ଷରୁ କମ୍‌ ଏସିଆ କପ୍: ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାଜିତ

୧୯ ବର୍ଷରୁ କମ୍‌ ଏସିଆ କପ୍ କ୍ରିକେଟ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାଜିତ ହୋଇଛି। ପାକିସ୍ତାନୀ ଟିମ ଦ୍ବାରା ଧାର୍ଯ୍ୟ ହୋଇଥିବା ୩୪୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୨୬.୨ ଓଭରରେ ୧୫୬ ରନ ସଂଗ୍ରହ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ଫାଇନାଲ…

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ବୟାନ , ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ବୟାନ । ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ। ୟୁନୁସ୍ ସରକାର ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛନ୍ତି । ଉଗ୍ରବାଦୀଙ୍କୁ ଉତ୍ସାହିତ କରୁଥିବା ହସିନା ଅଭିଯୋଗ କରିଛନ୍ତି । ଯେଉଁମାନେ ମୋତେ ଦେଶ ଛାଡ଼ିବାକୁ ବାଧ୍ୟ କଲେ, ସେମାନେ…

ଇଣ୍ଡୋନେସିଆରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୬ ମୃତ ଅନେକ ଆହତ

ଇଣ୍ଡୋନେସିଆରେ ଭୟଙ୍କର ସଡ଼କ ଦୁର୍ଘଟଣା । ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏହାସହ ଅନେକ ଆହତ ହୋଇଥିବା ସୂଚନା । ଆଗକୁ ବି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ରିପୋର୍ଟ ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯେ ସୋମବାର ମଧ୍ୟରାତ୍ରି ପରେ ଇଣ୍ଡୋନେସିଆର ମୁଖ୍ୟ ଜାଭା…

ମହାନଦୀ ଜଳ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର, ଆଜି ଭୁବନେଶ୍ବରରେ ବସିବ ଉଚ୍ଚସ୍ତରୀୟ…

ମହାନଦୀ ଜଳ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର । ଆଜି ଭୁବନେଶ୍ବରରେ ବସିବ ଉଚ୍ଚସ୍ତରୀୟ କମିଟି ବୈଠକ । ଏହି ବୈଠକରେ ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ଚାଲିବ ମାନସମନ୍ଥନ । କାହିଁକି ବିବାଦ ଜନ୍ମ ନେଲା? ସମାଧାନର…

ଆସନ୍ତା ୭ଦିନ ଯାଏ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ଓ ଶୀତ ଜାରି ରହିବ

ରାଜ୍ୟରେ ରାତି ତାପମାତ୍ରା ସାମାନ୍ୟ(ପ୍ରାୟ ୧ ଡିଗ୍ରୀ) ଯାଏ ବଢ଼ିପାରେ । ଆଗରୁ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଜୋର୍ରେ ଥଣ୍ଡା ପବନ ବହୁଥିଲା । ଏହା ପ୍ରଭାବରେ ଶୀତ ଅଧିକ ଅନୁଭୂତ ହେଉଥିଲା । ଏବେ ପବନର ବେଗ ସାମାନ୍ୟ କମିପାରେ । କିନ୍ତୁ ଶୀତର ପ୍ରକୋପରେ ବେଶି ପରିବର୍ତ୍ତନ ଆସିବନି, ଏହା…

ଶରୀରକୁ ଶକ୍ତିଶାଳୀ କରେ ରସୁଣ ପାଣି

ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ ଏବଂ ଭୁଲ ଖାଦ୍ୟପେୟ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ ଏବଂ ଆମେ ସହଜରେ ଗମ୍ଭୀର ରୋଗର ଶିକାର ହୋଇଯାଉ। ଏପରି ପରିସ୍ଥିତିରେ, ଲୋକମାନଙ୍କୁ ସେମାନଙ୍କ ଖାଦ୍ୟରେ ଏପରି ଜିନିଷ ସାମିଲ କରିବା ଉଚିତ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ…

ଆଜିର ରାଶିଫଳ

ମେଷ: କାର୍ତ୍ତିକେୟଙ୍କ ସମତୁଲ ରୂପବାନ୍‌ ହୋଇପାରନ୍ତି। ପରିବାରର ପ୍ରାଣାଧିକ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ସଦା ସମୃଦ୍ଧ ହେବେ। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ଓ ରାଜବଂଶ ପୂଜିତ ହେବେ। ବୃଷ: ଅତି କଠୋର ବାକ୍ୟ ପ୍ରୟୋଗ କରିବା ଦ୍ବାରା ସହୃଦୟ ବନ୍ଧୁମାନେ ଆଡ଼ ହୋଇଯାଇପାରନ୍ତି।…