Browsing Tag

#odisha

ଆଜିର ରାଶିଫଳ

ମେଷ: କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ପରୋପକାରୀ ଓ କରିତ୍‌କର୍ମା ହେବେ। ବୃଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ସଦୁପଯୋଗ…

ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସିକା ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ଯୁବ ଶକ୍ତି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୯ଟାରେ ଭୁବନେଶ୍ଵରରୁ ବାହାରି ପ୍ରଥମେ ଆସିକା ହରିହର ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ…

ଇରାନ ଉପରେ ଆମେରିକାର ଆକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଜ୍ଜନକ

ଆମେରିକାର ଆକ୍ରମଣ ପରେ ଇରାନ ଜାତିସଂଘ ସୁରକ୍ଷା ପରିଷଦରେ ଜରୁରୀକାଳୀନ ବୈଠକ ପାଇଁ ଦାବି କରିଥିଲା । ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ, ଇରାନ ଓ ଆମେରିକା ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀ ବୈଠକ ଡାକିଥିଲା । ଏହି ବୈଠକରେ ଅନ୍ତର୍ଜାତୀୟ…

ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଉତ୍ତେଜନାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ମୋଦୀ

ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଉତ୍ତେଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଇରାନ ରାଷ୍ଟ୍ରପତି ମାସୌଦ ପେଜେସକିଆନଙ୍କ ସହିତ କଥା ହୋଇଛନ୍ତି। କଥାବାର୍ତ୍ତା କାଳରେ ମୋଦୀ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଉତ୍ତେଜନାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହା ସହିତ…

ଜୁଲାଇ ୧ରେ ଭାରତୀୟ ନୌସେନାରେ ସାମିଲ ହେବ ତମାଳ

ରୁଷ୍‌ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧଜାହାଜ (ଫ୍ରିଟେ) ‘ତମାଳ’କୁ ଜୁଲାଇ ୧ରେ ଭାରତୀୟ ନୌସେନାରେ ସାମିଲ କରାଯିବ ବୋଲି ଜଣାପଡିଛି। ରୁଷ୍‌ର କାଲିନିଗ୍ରାଦ୍‌ ସିପ୍‌ୟାର୍ଡରେ ନିର୍ମିତ ଏହି ଯୁଦ୍ଧଜାହାଜ କ୍ରିଭାକ୍‌ ଶ୍ରେଣୀର ଅଷ୍ଟମ ଜାହାଜ। ଜୁଲାଇ ୧ରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ପଶ୍ଚିମ…

ରଥରେ ବସିଲା କଣି ଫାଉଡ଼ି

ରଥ ନିର୍ମାଣ କାର୍ଯ୍ୟ ୫୩ ଦିନରେ ପହଞ୍ଚିଛି। ଗତକାଲି ସୁଦ୍ଧା ତିନିରଥର ୪ଟି ଲେଖାଏଁ ଦୁଆର ବେଢ଼ାରୁ ତିନି ରଥର ଆଗ, ପଛ ଦୁଆର ବେଢ଼ା ରଥ ଉପରକୁ ଉଠିଥିଲା। ଆଜି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ତିନିରଥର ଭୋଇ ସେବକମାନେ ମିଶି ତିନି ରଥର ଦୁଇଟି ଲେଖାଏଁ ପାର୍ଶ୍ୱ ଦୁଆର ବେଢ଼ାକୁ…

୫୦ଟି ସିନେମାର ରେକର୍ଡ ଭାଙ୍ଗିଛି ‘ସିତାରେ ଜମିନ୍ ପର’

ଅମିର ଖାନଙ୍କ 'ସିତାରେ ଜମିନ୍ ପର' ବକ୍ସ ଅଫିସରେ ଚହଳ ପକାଇଛି। ଏହାର ଚାହିଦା ଆଶାଠାରୁ ଅଧିକ ରହିଥିବା କୁହାଯାଉଛି। ପ୍ରଥମ ଦିନରେ ଭଲ କଲେକ୍ସନ କରିବା ପରେ, ଦ୍ୱିତୀୟ ଏବଂ ତୃତୀୟ ଦିନରେ ଫିଲ୍ମର ହୋଇଥିବା ଆୟ ଚର୍ଚ୍ଚାରେ ରହିଛି। ଆର.ଏସ୍. ପ୍ରସନ୍ନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୦…

ସେୟାର୍‌ ବଜାରରେ ହ୍ରାସ, 800 ପଏଣ୍ଟ ତଳକୁ ଖସିଲା ସେନସେକ୍ସ

ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆମେରିକା ବୋମା ମାଡ଼ କରିବା ପରେ ମଧ୍ୟପ୍ରାଚ୍ୟ ସଙ୍କଟ ଆହୁରି ତୀବ୍ର ହୋଇଛି। ସେନସେକ୍ସ ପ୍ରାୟ ୫୦୦ ପଏଣ୍ଟ ଖୋଲିଥିଲା ​​କିନ୍ତୁ ଶୀଘ୍ର ୮୦୦ ରୁ ଅଧିକ ହ୍ରାସ ପାଇଥିଲ। ଏପଟେ ନିଫ୍ଟି ପ୍ରାୟ ୨୫୦ ପଏଣ୍ଟ ହ୍ରାସ ପାଇଛି। ସକାଳ ୯.୪୫ ରେ, ସେନସେକ୍ସ…

ବର୍ଷା ଋତୁରେ କୀଟ ପତଙ୍ଗରୁ କିପରି ରକ୍ଷା ପାଇବେ ଜାଣନ୍ତୁ

ବର୍ଷା ଋତୁ ଆସିଗଲାଣି। ଏହି ଋତୁରେ ଘରେ ବିଭିନ୍ନ ପ୍ରକାରର କୀଟପତଙ୍ଗ ଘୁରି ବୁଲିଥାନ୍ତି। ଯଦ୍ବାରା ଘରେ ଛୋଟପିଲା ଥିଲେ ଅସୁବିଧା ହୋଇଥାଏ। ସମୟସମୟରେ ‌ଖେଳୁଥିବା ବେଳେ ଛୋଟଛୁଆମାନେ ଉକ୍ତ କୀଟପତଙ୍ଗକୁ ପାଟିରେ ପୁରାଇ ଦେଇଥାଆନ୍ତି। ଯଦ୍ବାରା ଅନେକ ସମୟରେ ଛୁଆ ସଂକ୍ରମଣ ଶିକାର…

ଆସନ୍ତା 25 ରେ ପ୍ରବଳ ବର୍ଷା

ଆସନ୍ତା ୨୫ତାରିଖ ବେଳକୁ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବ କି ନାହିଁ ତାହା ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ହେଲେ ଆସନ୍ତା ୨୫ ଓ ୨୬ତାରିଖରେ ଉତ୍ତର ଓଡ଼ିଶାର…