Browsing Tag

#odisha

କଟକ ରେ ପ୍ରବଳ ବର୍ଷା , ଭାଙ୍ଗିଲା ଲାଇଟ୍ ଗେଟ୍

କଟକରେ ଆରମ୍ଭ ହୋଇଗଲା ପ୍ରବଳ ବର୍ଷା ସାଙ୍ଗକୁ ପବନ। ଫିକା ପଡ଼ିଲା ଦୁର୍ଗାପୂଜା। କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେଜ ଛକ ଦୁର୍ଗା ମଣ୍ଡପରେ ପହଞ୍ଚିଥାନ୍ତେ। ହେଲେ ତାପୂର୍ବରୁ ସେଠାରେ ବର୍ଷାପବନ ଯୋଗୁ ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଣୀହାଟରୁ…

ପ୍ରଥମ ଥର ପାଇଁ ଭାରତ ମାତାର ପ୍ରତିଛବି ଥିବା ସ୍ମାରକୀ ମୁଦ୍ରା ଉନ୍ନୋଚିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିଲ୍ଲୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ମୋଦୀ ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ସମାରୋହରେ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ଡାକଟିକଟ ଏବଂ ୧୦୦…

ଭାରତ-ପାକିସ୍ତାନର ଆଉ ଏକ ରୋମାଞ୍ଚ ଭରା ମ୍ୟାଚ ଦେଖିବାକୁ ମିଳିବ ଚତୁର୍ଥ ରବିବାର

ରବିବାର ଆସିବାକୁ ଯାଉଛି, ଭାରତ ଏବଂ ପାକିସ୍ତାନ ପୁଣି ଥରେ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି। ହଁ, ଆପଣଙ୍କର ଏହି ଚତୁର୍ଥ ରବିବାର ମଧ୍ୟ ବୃଥା ହେବ ନାହିଁ। ଭାରତ-ପାକିସ୍ତାନ ମ୍ୟାଚର ରୋମାଞ୍ଚ ଏହି ରବିବାର ମଧ୍ୟ ଦେଖିବାକୁ ମିଳିବ। କେବଳ ପାର୍ଥକ୍ୟ ଏତିକି ଯେ ଏଥର ଭାରତର ଝିଅମାନେ…

ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମିଳିଲା ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ…

ଆମେରିକା ସଟଡ଼ାଉନ

ଆମେରିକାରେ ଏକ ବଡ଼ ସଙ୍କଟ ଦେଖାଦେଇଛି। ଆମେରିକାରେ ଏବେ ବନ୍ଦ ଲାଗୁ ହୋଇଥିବା ଜଣାପଡ଼ିଛି। ଏହାର କାରଣ ହେଉଛି ସେନେଟରେ ରିପବ୍ଲିକାନ୍ କିମ୍ବା ଡେମୋକ୍ରାଟଙ୍କ ପାଣ୍ଠି ବିଲ୍ ପାସ୍ ନହୋଇପାରିବା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦଳକୁ ସେନେଟରେ ଏକ ଅସ୍ଥାୟୀ ପାଣ୍ଠି ବିଲ୍ ପାସ୍ କରିବା…

ବାସ୍ତବ ଜୀବନରେ ହାତକୁ ଦୁଇ ହାତ ହେଲେ “ବାଲିକା ବଧୂ”

ଆପଣ ଧାରାବାହିକ ବା ସିରିୟଲ ଦେଖିବାକୁ ପସନ୍ଦ କରୁଥିବେ | ଯଦି ଆପଣ ବହୁ ବର୍ଷ ଧରି ହିନ୍ଦୀ ଧାରାବାହିକ ଦେଖୁଥିବେ ତେବେ ନିଶ୍ଚିତ ଭାବେ 'ବାଲିକା ବଧୂ' ତ ଦେଖିଥିବେ | ଆଜି ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ବାସ୍ତବ ଜୀବନରେ ହାତକୁ ଦୁଇ ହାତ ହୋଇଛନ୍ତି | ସୁପରହିଟ୍ ଶୋ…

ଅକ୍ଟୋବର ମାସରୁ ବ୍ୟାଙ୍କ, ସରକାରୀ ବିଭାଗ ଓ ରେଳବାଇରେ କେତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି

ଅକ୍ଟୋବର ମାସରୁ ବ୍ୟାଙ୍କ, ସରକାରୀ ବିଭାଗ ଓ ରେଳବାଇରେ କେତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଅଧିକାଂଶ ନିୟମ ୧ରୁ ଲାଗୁ ହେବ। ଆଇଆର୍‌ସିଟିସି: ଆସନ୍ତାକାଲିଠାରୁ ଆଇଆର୍‌ସିଟିସି ୱେବସାଇଟ୍‌ ଓ ଆପ୍‌ରେ ଅନ୍‌ଲାଇନ ଟିକଟ ସଂରକ୍ଷଣର ନୂଆ ନିୟମ ଲାଗୁ ହେବ।…

ପୁଲିସ୍‌ ଏସ୍ଆଇ ପରୀକ୍ଷାରେ କେଳେଙ୍କାରୀ, ପ୍ରତି ପରୀକ୍ଷାର୍ଥୀ ପିଛା ୨୫ ଲକ୍ଷର ଡିଲ୍

ପୁଲିସ୍‌ ଏସ୍ଆଇ ପରୀକ୍ଷାରେ କେଳେଙ୍କାରୀ ଘଟଣାକୁ ନେଇା ସାରା ରାଜ୍ୟରେ ଚର୍ଚ୍ଚା । ଚାକିରି ପାଇଁ ବଡ଼ ଧରଣର କେଳେଙ୍କାରୀ ଉପରୁ ପର୍ଦ୍ଦା ଉଠାଇଛି କ୍ରାଇମ୍‌ବ୍ରାଞ୍ଚ । ଘଟଣାରେ ୧୧୭ ଜଣ ଗିରଫଦାରି ହୋଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୧୧୪ ଜଣ ପରୀକ୍ଷାର୍ଥୀ…

ଆଜି ପୀଠେ ଦଶମୀ ଏବଂ ମଣ୍ଡପରେ ମହାନବମୀ

ଆଜି ପୀଠେ ଦଶମୀ ଏବଂ ମଣ୍ଡପରେ ମହାନବମୀ  । କଟକ, ଭୁବନେଶ୍ବର, ବାଲେଶ୍ବର, ରାଉରକେଲା, ସମ୍ବଲପୁର ସବୁଠି ଦୁର୍ଗାପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ । ମାଆଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ସୃଷ୍ଟି ହୋଇଛି  ଭକ୍ତିମୟ ପରିବେଶ ।…

ଲଘୁଚାପ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା

ଆଗାମୀ ୧୨ଘଣ୍ଟାରେ ଅବପାତରେ ପରିଣତ ହେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ।…