Browsing Tag

#odisha

ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା, ଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏ ସଂପର୍କିତ…

ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ୍ ସେବା ମିଳିବ। ଦୂରତା କାରଣରୁ ଡ୍ରପ୍‌ଆଉଟ୍‌ ହ୍ରାସ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ପରିବହନ ବିଭାଗକୁ…

ପଲସର-୧୫୦ର ଏକ ଅପଡେଟ୍ ସଂସ୍କରଣ ଲଞ୍ଚ

ବାଜାଜ ଅଟୋ ଭାରତରେ ପଲସର-୧୫୦ର ଏକ ଅପଡେଟ୍ ସଂସ୍କରଣ ଲଞ୍ଚ କରିଛି। ଏହାର ଏକ୍ସ ଶୋ ରୁମ ମୂଲ୍ୟ ୧.୦୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏହି ନୂଆ ଅପଡେଟ୍ ମଡେଲ୍ରେ ସଫ୍ଟ କସମେଟିକ୍ ଚେଞ୍ଜେସ୍, ଅର୍ଥାତ ଏହାର ରୂପରେଖରେ କିଛିଟା ପରିବର୍ତ୍ତନ କରାଯାଇଛି। ଏଥିରେ ମଡର୍ଣ୍ଣ ଲାଇଟିଂ ଅପଗ୍ରେଡ୍…

ସବୁ ରାଜ୍ୟର ପୋଲିସ ଡିଜିମାନଙ୍କୁ ଯେତେ ଶୀଘ୍ର ସମ୍ଭବ ଗୋଟିଏ ପ୍ରକାରର ଏଟିଏସ୍ ଢାଞ୍ଚା ଲାଗୁ କରିବାକୁ ନିର୍ଦ୍ଦେଶ…

ଆତଙ୍କବାଦ ବିରୋଧୀ ଅଭିଯାନରେ ପୋଲିସ ଫୋର୍ସ ଙ୍କୁ ସମାନ ସ୍ତରର କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାରା ଦେଶର ସବୁ ପୋଲିସ ଫୋର୍ସରେ ଗୋଟିଏ ପ୍ରକାରର ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ (ଏଟିଏସ) ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି ଓ ଏହାକୁ ଭାରତର ଆତଙ୍କାବଦ…

ହାତୀ ପାଇଁ ଶିଖରଚଣ୍ଡୀ ବନ୍ଦ, ପର୍ଯ୍ୟଟକଙ୍କୁ ଯିବାକୁ ବାରଣ କଲା ବନ ବିଭାଗ

ହାତୀ ପାଇଁ ଶିଖରଚଣ୍ଡୀ ବନ୍ଦ । ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ବୁଲୁଥିବା ୨ ଦନ୍ତା ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ଏଭଳି ପଦକ୍ଷେପ ନେଇଛନ୍ତି । ମନ୍ଦିର ପ୍ରବେଶ ଗେଟ୍‌ରେ ବନ ବିଭାଗ ତାଲା ପକାଇଛି ପର୍ଯ୍ୟଟନ…

ଆସନ୍ତା ଜାନୁୟାରୀ ୧ ତାରିଖ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୬ ଡିଗ୍ରୀ କମ୍ ରହିପାରେ…

ରାଜ୍ୟରେ ଗତ ଦୁଇ ସପ୍ତାହ ହେବ ଭୀଷଣ ଶୀତ ଲାଗି ରହିଛି । ୮ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସିଯାଇଛି । କୋରାପୁଟରେ ଭୟଙ୍କର ଶୀତ । ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୮ ଡିଗ୍ରୀ କମିଛି । ଏଠାରେ ପାରଦ ୪.୮ ଡିଗ୍ରୀ ରହିଥିଲା । ଏହି ଥଣ୍ଡା ୧୫ ବର୍ଷର ସବୁ…

ଓଡ଼ିଶାରେ ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର

ଓଡ଼ିଶାରେ ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦରରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ପରିବାର ସହ ମହାପ୍ରଭୁଙ୍କ…

ପଳାଶପଙ୍ଗା ଲ୍ୟାମ୍ପରେ ୨୦୨୫-୨୬ ବର୍ଷର ଖରିଫ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି । ଗସ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ପଳାଶପଙ୍ଗା ଲ୍ୟାମ୍ପରେ ପହଞ୍ଚି ଜିଲ୍ଲାର ୨୦୨୫-୨୬ ବର୍ଷର ଖରିଫ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରୁ ଆସି ହେଲିକାପ୍ଟର ଯୋଗେ ରାଇସୁଆଁ…

ବଜାରରେ ଲଞ୍ଚ ହେଲା  Xiaomi 17 Ultra , ଭାରତ ସମେତ ଗ୍ଲୋବାଲ ମାର୍କେଟରେ ଉପଲବ୍ଧ

Xiaomi ବର୍ତ୍ତମାନ ଏକ ଦମଦାର ଫୋନ୍ ଲଞ୍ଚ କରିଛି ।  Xiaomi 17 ସିରିଜର Ultra ଫୋନ୍ 200MP ପେରିସ୍କୋପ କ୍ୟାମେରା,6800mAh ବ୍ୟାଟେରୀ ସମେତ ଅନେକ ଫିଚର୍ସ ସହିତ ଲଞ୍ଚ କରିଛି । ଚୀନ କମ୍ପାନୀର ଏହି ଫୋନ୍ Oneplus 15,iQoo 15  ଭଳି ଫୋନକୁ ଟକ୍କର ଦେବ । ଏହା କମ୍ପାନୀର Xiaomi 15…

ଅକ୍ଟୋବର୨, ୨୦୨୬ରେ ମୁକ୍ତିଲାଭ କରିବାକୁ ଯାଉଛି ‘ଦୃଶ୍ୟମ ୩’

ପୁଣି ବଡ ପରଦାରେ ଧମାକା କରିବାକୁ ଯାଉଛନ୍ତି ବଲିଉଡ ଷ୍ଟାର୍ ଅଜୟ ଦେବଗନ। ଫ୍ୟାନ୍ସ ଅଜୟଙ୍କ ସୁପରହିଟ୍ ସସପେନ୍ସ-ଥ୍ରୀଲର ଫିଲ୍ମ 'ଦୃଶ୍ୟମ'ର ତୃତୀୟ କିସ୍ତିକୁ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହା ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ନିର୍ମାତାମାନେ ଗତକାଲି ଅଜୟ ଦେବଗନଙ୍କ ଅଭିନୀତ…

ଭାରତୀୟଙ୍କ ପସନ୍ଦ ରୁଷର ମଦ , ଆମଦାନୀ ହୋଇଛି ୫୨୦ ଟନ୍ ହ୍ବିସ୍କି, ଜିନ୍, ଭୋଡକା ଏବଂ ଅନ୍ୟ ପ୍ରଡକ୍ଟ

ଭାରତରେ ରୁଷ ମଦର ଚାହିଦା ବଢ଼ିଛି । ଏହାର ଅନୁମାନ ଏଥିରେ କରାଯାଇପାରେ ଯେ, ୨୦୨୫ର ପ୍ରଥମ ମାସରେ ଭାରତରେ ୫୨୦ ଟନ୍ ହ୍ବିସ୍କି, ଜିନ୍, ଭୋଡକା ଏବଂ ଅନ୍ୟ ପ୍ରଡକ୍ଟ ଆମଦାନୀ ହୋଇଛି। ଯାହା ଗତ ବର୍ଷର ସମାନ ଅବଧି ତୁଳନାରେ ପ୍ରାୟ ୪ ଗୁଣ ଅଧିକ। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏବର୍ଷ…