Browsing Tag

#odisha

ଭାରତର ପ୍ରସିଦ୍ଧ ଏବଂ କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ପରଲୋକ

ଭାରତର ପ୍ରସିଦ୍ଧ ଏବଂ କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ପରଲୋକ । ରବିବାର ସନ୍ଧ୍ୟାରେ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ଦେଶ ଏବଂ ସଙ୍ଗୀତ ଜଗତକୁ ସ୍ତବ୍ଧ କରିଦେଇଛି । ବଲିଉଡରୁ ରାଜନୀତି ପର୍ଯ୍ୟନ୍ତ, ପ୍ରମୁଖ ବ୍ୟକ୍ତିମାନେ ଶୋକ ପ୍ରକାଶ କରୁଛନ୍ତି ।…

ରଥଯାତ୍ରା : ରଥତ୍ରୟର ୪୨ ଚକ ସହ ୨୧ ଅଖ ସଂଯୋଗ ଶେଷ

ରଥତ୍ରୟର ୪୨ ଚକ ସହ ୨୧ ଅଖ ସଂଯୋଗ ଶେଷ ହୋଇଛି । ଭଉଁରୀ ଉତ୍ସବରେ ନାହାକା ଚକ ଓ ଅଖ ସଂଯୋଗ ହୋଇଥିଲା । ରବିବାର ତିନି ରଥର ବାକି ୩୬ଟି ଚକ ସହ ୧୮ ଅଖ ସଂଯୋଗ କରାଯାଇଛି । ଏହା ରଥ ଠିଆ ହେବାର ପ୍ରଥମ କାର୍ଯ୍ୟ । ଭିନ୍ନ ଭିନ୍ନ ସ୍ଥାନରେ ତିନି ରଥର ଚକ ଓ ଅଖ ସଂଯୋଗ ହୋଇ ପ୍ରସ୍ତୁତ ରହିଛି ।…

ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ,ଜୁନ୍ ୧୮ରେ ଭୋଟ ଗ୍ରହଣ

ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭା ସଚ୍ଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା । ସୋମବାର ଠାରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏହା ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁନ୍ ୯ ତାରିଖରେ…

ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ମାଛ ମାର୍କେଟରେ ଆୟତ୍ତ ହେଲା ନିଆଁ, ପୋଡ଼ି ଯାଇଛଇ ପାଖାପାଖି ୩୦ରୁ ଅଧିକ ଦୋକାନ

ମାଛ ମାର୍କେଟରେ ଆୟତ୍ତ ହେଲା ନିଆଁ । ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମବାହିନୀ । ନିଆଁ ଲିଭା କାର୍ଯ୍ୟରେ ୯ଟି ଦମକଳ ଗାଡି ଓ ୩୫ରୁ ଉର୍ଦ୍ଧ୍ବ ଅଗ୍ନିଶମବାହିନୀ ନିୟୋଜିତ ହୋଇଥିଲେ । ଗତକାଲି ରାତି ପ୍ରାୟ ୩ଟା ବେଳେ କଟକ ପ୍ରେସଛକରେ ଥିବା ମାଛ ମାର୍କେଟରେ ଭୟଙ୍କର…

ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ମାତ୍ ଦେଇ ପୁଣି ଚାମ୍ପିଅନ୍ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ

ଇତିହାସ ରଚିଲା RCB । ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ମାତ୍ ଦେଇ ପୁଣି ଚାମ୍ପିଅନ୍ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ।  ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ହାଇ-ଭୋଲ୍ଟେଜ୍ ଆଇପିଏଲ୍ ୨୦୨୬ ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଘରୋଇ ଗ୍ରାଉଣ୍ଡରେ ଧୂଳି ଚଟାଇଛି RCB…

୩-୪ ଦିନ ଭିତରେ କେରଳ ଓ ତାମିଲନାଡ଼ୁର କିଛି ଅଂଶକୁ ଛୁଇଁପାରେ ମୌସୁମୀ -ଭାରତୀୟ ପାଣିପାଗ ବିଭାଗ

ମୌସୁମୀ ବିଳମ୍ବରେ ଚାଲିଛି । ଭାରତୀୟ ପାଣିପାଗ ବିଭାଗର ତାଜା ଆକଳନ ହେଲା- ସମ୍ଭବତଃ ୩-୪ ଦିନ ଭିତରେ କେରଳ ଓ ତାମିଲନାଡ଼ୁର କିଛି ଅଂଶକୁ ଛୁଇଁପାରେ । ମାତ୍ର ଏ ପୂର୍ବାନୁମାନ କେତେ ଠିକ୍ ହେବ, ଏବେଠାରୁ ସ୍ପଷ୍ଟ କହି ହେବନି । ଚଳିତବର୍ଷ ମେ’ ୨୬ରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମଡି…

ଆଜିର ରାଶିଫଳ

ମେଷ: ଶୁଭଚିନ୍ତକ ବୋଲି ବିବେଚିତ ଲୋକମାନେ ଆପଣଙ୍କ ପଛପଟେ କ୍ଷତି କରିବାକୁ ଚେଷ୍ଟା କରିବେ । ଅଧ୍ୟୟନ ଦୁର୍ବଳ ରହିବ । ଯୁକ୍ତିତର୍କ କିମ୍ବା ବାଦବିବାଦର ଆଶଙ୍କା ରହିବ । ମାନସିକ ଏବଂ ଶାରୀରିକ ଥକ୍କା ଲାଗିବ । ଶୀଘ୍ର ଭୁଲ କରିବାର ସମ୍ଭାବନା ଅଛି । ଆୟ ଏବଂ ଖର୍ଚ୍ଚ ସ୍ୱାଭାବିକ ହେବ ।…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ମାମାଲା: ବଦଳିଲେ ବାରଙ୍ଗ ଥାନା IIC ନିରଞ୍ଜନ ବେହେରା

ବଦଳିଲେ ବାରଙ୍ଗ ଥାନା IIC । ବାରଙ୍ଗ ଥାନା IIC ନିରଞ୍ଜନ ବେହେରାଙ୍କୁ କଟକ DCP ଅଫିସକୁ ବଦଳି କରାଯାଇଛି । ପୁରୀଘାଟ ଥାନା ଅଧିକାରୀ ବିଶ୍ବ ରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନା ଦାୟିତ୍ବ ଦିଆଯାଉଛି । ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗର ତଦନ୍ତ ପରେ…

ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କଲା Vivo,ଜାଣନ୍ତୁ ଫିଚର୍ସ

Vivo ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି, ଯାହା ୭୨୦୦mAh ବ୍ୟାଟେରୀ ଏବଂ ୱାଟର ରେସିଷ୍ଟାନ୍ସ ଫିଚର୍ସ ସହିତ ଆସିଛି । ଚୀନ୍ କମ୍ପାନୀର ଏହି ଫୋନ୍ ଏକ ପାୱାରଫୁଲ୍ ବ୍ୟାଟେରୀ ସହିତ ଭଲ କ୍ୟାମେରା ଫିଚର୍ସ ସହିତ ଲଞ୍ଚ ହୋଇଛି । ଏହି ଫୋନ୍ ବିଶେଷ ଭାବରେ କମ୍ ମୂଲ୍ୟରେ ପାଣି ତଳେ ମଧ୍ୟ…

କଙ୍ଗୋରେ ଇବୋଲାର ନୂତନ ବୁଣ୍ଡିବୁଗୟୋ ଷ୍ଟ୍ରେନ୍‌ର ମାମଲା : ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୩୦ ରୁ ୫୦ ପ୍ରତିଶତଙ୍କ…

ଇବୋଲା ପ୍ରକୋପ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱକୁ ଏକ ବଡ଼ ଏବଂ ଭୟଙ୍କର ଚେତାବନୀ ଜାରି କରିଛି। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲାର ନୂତନ ବୁଣ୍ଡିବୁଗୟୋ ଷ୍ଟ୍ରେନ୍‌ର ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ, ଏଠାରେ ୯୦୬ ରୁ ଅଧିକ ସନ୍ଦିଗ୍ଧ…