ରାଜ୍ୟରେ ବଢୁଛି ଶୀତ , କୁହୁଡ଼ିର ଶୀତୁଆ ସକାଳରେ ମଜା ନେଉଛନ୍ତି ସଭିଏଁ
ବିଳମ୍ବ ହେଲେ ବି କନ୍ଧମାଳକୁ ଛୁଇଁଛି ପହିଲି ଶୀତ। କୁହୁଡ଼ିର ଶୀତୁଆ ସକାଳରେ ମଜା ନେଉଛନ୍ତି ସଭିଏଁ । ପ୍ରାତଃ ଭ୍ରମଣ କରିବା ସହ ପଡ଼ିଆରେ ଦେଖିବାକୁ ମିଳୁଛି ଭିଡ଼ । କନ୍ଧମାଳ ଜିଲାରେ ଆସିଛି ପହିଲି ଶୀତ । ଗତ ଦୁଇଦିନ ହେଲା ଫୁଲବାଣୀ ସହରରେ ସକାଳୁ ଘନ କୁହୁଡ଼ି ସାଙ୍ଗକୁ ହାଲୁକା ଥଣ୍ଡା…