Browsing Tag

#odisha

ଟାକ୍ସ ଫ୍ରି ହୋଇପାରେ ଓଡ଼ିଆ ଚଳଚ୍ଚିତ୍ର ‘ଅନନ୍ତା’

ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁବର୍ଣ୍ଣ ଯୁଗ ଫେରିଛିl ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଯୁବପିଢ଼ିଙ୍କର ଲମ୍ବା ଧାଡ଼ି ଲମ୍ବିଛିl ପ୍ରେକ୍ଷାଳୟ ଭିତରେ ବାହାରେ ସବୁଠି ଗହଳି ଦେଖିବାକୁ ମିଳୁଛିl ରଜ ପରେବି ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏବଂ ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଓଡ଼ିଆ…

ଭାରତ ଛାଡ଼ିବେ ୩୫୦୦ ଧନୀ

ଚଳିତ ବର୍ଷ ବିଶ୍ବର ବିଭିନ୍ନ ଦେଶରୁ ୧,୪୨,୦୦୦ ମିଲିଓନେୟାର (ଧନୀ ବ୍ୟକ୍ତି) ନିଜ ଦେଶ ଛାଡ଼ି ଅନ୍ୟତ୍ର ଯି‌ବେ। ଭାରତରୁ ୩୫୦୦ ଧନୀ ଅନ୍ୟ ଦେଶକୁ ଯିବେ। ଅବଶ୍ୟ ୨୦୨୪ରେ ଭାରତରୁ ଯାଇଥିବା ୪୩୦୦ ଧନୀଙ୍କ ତୁଳନାରେ ଏହି ସଂଖ୍ୟା କମ୍। ହେନ୍‌ଲି ପ୍ରାଇଭେଟ୍ ୱେଲ୍‌ଥ ମାଇଗ୍ରେସନ୍ ରିପୋର୍ଟ ୨୦୨୫…

ଚଳିତ ବର୍ଷ ନଭେମ୍ବରରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ ଅନୁଷ୍ଠିତ ହେବ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ ଚଳିତ ବର୍ଷ ନଭେମ୍ବରରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୪ ହଜାରରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି, ଯେଉଁମାନେ ୨୦ଟି ବିଭାଗରେ ପ୍ରତିଯୋଗିତା କରିବେ। ଯୁବ ବ୍ୟାପାର ଏବଂ…

ଆଜି ନବଯୌବନ ଦର୍ଶନ

ଅଣସର ଘରେ ଗୋପନ ନୀତି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଖଡ଼ି ଲାଗି ସହ ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦୁଇଦିନିଆ ବନକଲାଗି ନୀତି ସଂପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ୧୫ ଦିନର ଅଣସର ‌ଶେଷ କରି ଗୁରୁବାର ଶ୍ରୀବିଗ୍ରହ ଅଣସର ପିଣ୍ଡିରୁ…

ବର୍ଷିବ 3 ଦିନ

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଉପର ବାୟୁମଣ୍ଡଳ ସ୍ତରୀୟ ଘୂର୍ଣ୍ଣିବଳୟ ଜାରି ରହିଛି। ଏହା ଏବେ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତାରେ ରହିଥିବା ବେଳେ ଦକ୍ଷିଣ-ପଶ୍ଚିମ ଘୂର୍ଣ୍ଣିବଳୟ ଆଡ଼କୁ ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା…

ଆଜିର ରାଶିଫଳ

ମେଷ:-ଚାକିରିଜୀବୀଙ୍କ ଲାଗି ଦିନଟି ଲାଭକାରୀ ରହିବ। ଆପଣଙ୍କ ଭଲ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ବେପାରରେ ଉନ୍ନତ ହେବ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବାର ମଉକା ପାଇବେ। ବୃଷ:-ଭଗ୍ୟର ସହଯୋଗ ପାଇବା ପାଇଁ ଟିକେ ବିଳମ୍ବ ହୋଇପାରେ। ରାଜନୀତି କ୍ଷେତ୍ରରେ…

ଏଭଳି କିଛି ଖାଦ୍ୟ ଅଛି ଯାହାକୁ ଭିଜାଇ ଖାଇବା ଜରୁରୀ , ଜାଣନ୍ତୁ ତାହା କଣ

ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ଆପଣ ନିରୋଗ ରହିବାକୁ ଚାହୁଁଛନ୍ତି କି ? କୁହାଯାଏ ମଣିଷ ଯଦି ଖାଇବା ପିଇବା ଠିକ୍ ରଖିବ ତାହାଲେ ସେ ସୁସ୍ଥ ରହିଛି । ତେବେ କିଛି ଖାଦ୍ୟ ଆମ ଶରୀର ପାଇଁ ସିଧା ସଳଖ ପ୍ରଭାବିତ କରୁଥିବା ବେଳେ କିଛି ଜିନିଷକୁ ଏମିତି ରହିଛି ଯାହାକୁ ଭିଜାଇ ଖାଇଲେ…

ଦଶମ ପରୀକ୍ଷାକୁ ନେଇ ସିବିଏସ୍‌ଇର ବଡ଼ ନିଷ୍ପତ୍ତି,୨୦୨୬ରୁ ଦୁଇଟି ପର୍ଯ୍ୟାୟରେ ହେବ ବୋର୍ଡ ପରୀକ୍ଷା

ଦଶମ ପରୀକ୍ଷାକୁ ନେଇ ସିବିଏସ୍‌ଇର ବଡ଼ ନିଷ୍ପତ୍ତି । ୨୦୨୬ରୁ ଦୁଇଟି ପର୍ଯ୍ୟାୟରେ ହେବ ବୋର୍ଡ ପରୀକ୍ଷା । ସିବିଏସ୍‌ଇ ବୋର୍ଡ ମାନଦଣ୍ଡକୁ ଦେଲା ମଞ୍ଜୁରି , ବର୍ଷକୁ ଦୁଇ ଥର ହେବ ସିବିଏସ୍‌ଇ ଦଶମ ପରୀକ୍ଷା । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବ୍ରୁଆରିରେ ହେବ । ଏହା ପରେ ମେ' ମାସରେ ହେବ…

ପୁଟିନଙ୍କ ସାହାର୍ଯ୍ୟ ନବାକୁ ମନକଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋ ଶିଖର ସମ୍ମିଳନୀରେ ସାମିଲ ହେବାକୁ ନେଦରଲ୍ୟାଣ୍ଡ ହେଜରେ ଅଛନ୍ତି  । ହେଗ୍ ଯିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରାମ ପାଇଁ ଋଷ ରାଷ୍ଟ୍ରପତି…

ରାଜସ୍ବ ସେବା ପାଇଁ ଉଦ୍ଦିଷ୍ଟ ଇ -ରେଜିଷ୍ଟେସନ ଆପ୍‌ ଉନ୍ମୋଚିତ

ରାଜସ୍ବ ସେବା ପାଇଁ ଉଦ୍ଦିଷ୍ଟ ଇ -ରେଜିଷ୍ଟେସନ ଆପ୍‌ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଣିକି ଗୋଟିଏ ମୋବାଇଲ୍ ଆପରେ ମିଳିବ ସମସ୍ତ ରାଜସ୍ବ ସେବା। ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା ଆପ୍ ଦ୍ଵାରା କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି…