ଟି-୨୦ ବିଶ୍ୱକପ୍ – ଫେବ୍ରୁଆରି ୧୫ ରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ
ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ୨୦୨୬ରେ ଟି-୨୦ ବିଶ୍ୱକପ୍ ଆୟୋଜନ କରିବେ। ଏହି ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରି ୭ ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୦୨୪ ବିଶ୍ୱକପ୍ ପରି ସମାନ ଫର୍ମାଟ୍ ଅନୁସରଣ କରାଯିବ। ଆଇସିସି ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଆମ୍ବାସାଡର ୨୦୨୪ ଟି-୨୦ ବିଶ୍ୱକପର…