Browsing Tag

#odisha

‘ଆନ୍ତର୍ଜାତୀୟ ଯୋଗ ଦିବସ: ‘ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’

ଆଜି ଦେଶ ତଥା ସମଗ୍ର ବିଶ୍ୱରେ ୧୨ତମ 'ଆନ୍ତର୍ଜାତୀୟ ଯୋଗ ଦିବସ' (International Day of Yoga) ମହାସମାରୋହରେ ପାଳିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାର ଐତିହାସିକ 'ରେଡ୍ ରୋଡ୍' (Red Road) ଠାରେ ଆୟୋଜିତ ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହାର…

୨୪ ତାରିଖ ଯାଏ ପୂରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି

ରାଜ୍ୟରେ ପ୍ରବଳ ବର୍ଷିବ ।  ୨୪ ତାରିଖ ଯାଏ ପୂରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି ।  ଆଜି ପାଇଁ ପୁରା ରାଜ୍ୟକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ ଏବଂ ବାଲେଶ୍ବରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି । କିଛି କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦- ୫୦ ଏବଂ କିଛି…

ଆଜିର ରାଶିଫଳ

ମେଷ : ଆଜି ଏକ ଭଲ ଦିନ ରହିବ । ଆପଣଙ୍କ ବୃତ୍ତିଗତ ଜୀବନରେ ଏକ ଅନୁକୂଳ ପରିବେଶ ହେବାର ସମ୍ଭାବନା ଅଛି । ଆପଣଙ୍କ ସମସ୍ତ କାର୍ଯ୍ୟ ବିନା ବାଧାରେ ସମାପ୍ତ ହେବ । ଆପଣଙ୍କ ଘରୋଇ ଜୀବନରେ ଏକ ସ୍ପନ୍ଦନଶୀଳ ପରିବେଶ ରହିବ । ଆପଣ ଆଧ୍ୟାତ୍ମିକତାରେ ଆଗ୍ରହୀ ହେବେ । ଆପଣ କାର୍ଯ୍ୟାଳୟରେ ଆପଣଙ୍କର…

ଦେଶରେ ବଢ଼ୁଛି ମାନସିକ ସ୍ୱାସ୍ଥ୍ୟ ସଙ୍କଟ

ବର୍ତ୍ତମାନର ଆଧୁନିକ ତଥା ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ମାନସିକ ସ୍ୱାସ୍ଥ୍ୟ ସାରା ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ ପକ୍ଷରୁ ପ୍ରକାଶିତ ସାମ୍ପ୍ରତିକ ୨୦୨୪ ରିପୋର୍ଟରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ,…

ଆସନ୍ତାକାଲିର ସଭା ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ : ମନମୋହନ ସାମଲ

ଆସନ୍ତାକାଲି ୨୦ ଜୁନ୍‌ରେ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବିଜେପି ସରକାରଙ୍କ ୨ ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଉଭୟେ ରାଇରଙ୍ଗପୁରଠାରେ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି କ୍ରମରେ ରାଷ୍ଟ୍ରପତି ପ୍ରଥମେ ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ଅବଶ୍ୟ ପ୍ରତିକୂଳ ପାଗ ଯୋଗୁ ଏଠାରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ପଶ୍ଚିମବଙ୍ଗର…

ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅବରୋଧ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟ ସମର୍ଥନ ଜଣାଇଛନ୍ତି

ଦିଲ୍ଲୀ ହାଇକୋର୍ଟ ଟେଲିଗ୍ରାମ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । NEET ପୁନଃପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିବା ଟେଲିଗ୍ରାମ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଯାହା…

ଆଜି ଭାରତୀୟ ଷ୍ଟକ୍‌ ବଜାର ସେନ୍‌ସେକ୍ସ ୬୦୭ ପଏଣ୍ଟ ହ୍ରାସ ପାଇ ୭୬,୮୦୨ ପଏଣ୍ଟରେ ବନ୍ଦ

ସୂଚନା ପ୍ରଯୁକ୍ତି କମ୍ପାନି ଆକ୍ସେଞ୍ଚରର ଏକ ଆକଳନ ଆଜି ଭାରତୀୟ ଷ୍ଟକ୍‌ ବଜାରକାରବାରକୁ ‌‌ଦୋହଲାଇ ଦେଇଥିଲା। ଆଇଟି କ୍ଷେତ୍ରରେ ଚାହିଦା କମ୍‌ ଥିବା ଦର୍ଶାଇ ରାଜସ୍ବ ହ୍ରାସ ପାଇବ ବୋଲି ଏହା କହିବା ପରେ ଦେଶର ଦୁଇ ଷ୍ଟକ୍‌ ବଜାରର ନିବେଶକମାନେ ଆଇଟି କମ୍ପାନିଗୁଡ଼ିକର ସେୟାର ବିକ୍ରି ଆରମ୍ଭ…

ସରିଲା ଦେବଦମ୍ପତିଙ୍କ ବିବାହ ,ଆଜି ଦିନ ତମାମ ଶ୍ୱଶୁର ଘରେ ବିଶ୍ରାମ,ବିଳମ୍ବିତ ରାତିରେ ନଗର ପରିକ୍ରମା କରିବେ ମହାଦେବ…

ସରିଲା ଦେବଦମ୍ପତିଙ୍କ ବିବାହ । ଆଜି ଦିନ ତମାମ ଶ୍ୱଶୁର ଘରେ ବିଶ୍ରାମ । ବିଳମ୍ବିତ ରାତିରେ ନଗର ପରିକ୍ରମା କରିବେ ମହାଦେବ ଓ ମାତା ପାର୍ବତୀ । ଦୀର୍ଘ ୨୦ଘଣ୍ଟା ଧରି ଚାଲିବ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଦେବଦମ୍ପତିଙ୍କ ଯୁଗଳ ଦର୍ଶନ ଓ ନଗର ପରିକ୍ରମା । ସୁରକ୍ଷା ପାଇଁ ୮୦ ପ୍ଲାଟୁନ…

୨୫ ରେ ମୌସୁମୀ ସକ୍ରିୟ ହେବା ନେଇ ସମ୍ଭାବନା

ରାଜ୍ୟରେ ମୌସୁମୀ ସକ୍ରିୟ ନାହିଁ । ଜୁନ୍ ରେ  ଏବେ ସୁଦ୍ଧା ୪୬% ନିଅଣ୍ଟିଆ ରହିଛି ବର୍ଷା । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ମୌସୁମୀ ଧୀରେ ଧୀରେ ସକ୍ରିୟ ହେବ । ୨୨ରୁ ପାଗ ବଦଳିପାରେ । ଜୁନ୍ ଶେଷ ସପ୍ତାହରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ । କିନ୍ତୁ, ଗରମ ଓ ଗୁଳୁଗୁଳି ବଡ଼ଧରଣର…