Browsing Tag

#odisha

ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ନେପାଳକୁ ଭାରତରୁ ଚିନି ମିଳିବା ସମ୍ଭାବନା ନାହିଁ

ଭାରତରୁ ଚିନି ରପ୍ତାନୀ ଉପରେ ଲାଗିଥିବା କଟକଣା ଯୋଗୁଁ ପଡ଼ୋଶୀ ଦେଶ ନେପାଳର ଚିନ୍ତା ବଢ଼ିବାରେ ଲାଗିଛି। ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ନେପାଳକୁ ଭାରତରୁ ଚିନି ମିଳିବା ସମ୍ଭାବନା ନାହିଁ। ଏହି ଖବର ନେପାଳ ସରକାର ଏବଂ ସେଠାକାର ପ୍ରମୁଖ ନେତା ବାଲେନ…

ଲକ୍ଷ୍ନୌର ଅଲିଗଞ୍ଜସ୍ଥିତ ପୁରନିୟା ଅଞ୍ଚଳ ଅଗ୍ନିକାଣ୍ଡ , ୧୪ ମୃତ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜସ୍ଥିତ ପୁରନିୟା ଅଞ୍ଚଳରେ ସୋମବାର ହୋଇଥିବା ଭୀଷଣ ଅଗ୍ନିକାଣ୍ଡ ସାରା ସହରକୁ ସ୍ତବ୍ଦ କରିଦେଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ପୁଷ୍ଟି ହୋଇଛି। ମୃତମାନଙ୍କ ବୟସ ୨୦ରୁ ୨୪ ବର୍ଷ ମଧ୍ୟରେ କୁହାଯାଉଛି ।…

ଆସନ୍ତା ୨୦୩୦ ସୁଦ୍ଧା ବିତ୍ତଶାଳୀ ପରିବାର ସଂଖ୍ୟା ୨୬ ହଜାରକୁ ବୃଦ୍ଧି ପାଇବ

ଦେଶରେ ବର୍ତ୍ତମାନ ୧୬ ହଜାରରୁ ଅଧିକ ବିତ୍ତଶାଳୀ ପରିବାର ରହିଛନ୍ତି। ସେମାନଙ୍କୁ ହାଇ-ନେଟ୍‌ୱର୍କ ଫାମିଲି ବା ଅତି ବିତ୍ତଶାଳୀ ପରିବାର କୁହାଯାଉଛି। ୩୦ ନିୟୁତ ଡଲାରରୁ ଅଧିକ ସମତ୍ତି ଥିବା ପରିବାରଗୁଡ଼ିକୁ ଅତି ବିତ୍ତଶାଳୀ କୁହାଯାଉଛି। ଆସନ୍ତା ୨୦୩୦ ସୁଦ୍ଧା ଏଭଳି ପରିବାର ସଂଖ୍ୟା ୨୬…

ତାମିଲନାଡୁ ଗ୍ୟାସ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ଓଡିଆଙ୍କୁ ଚାରି ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ…

ତାମିଲନାଡୁ ଗ୍ୟାସ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ଓଡିଆଙ୍କୁ ମିଳିବ ସହାୟତା ରାଶି । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରବିବାର ତାମିଲନାଡୁର ତିରୁଭଲ୍ଲୁରେ ଏକ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ପ୍ରାଣ ହରାଇଥିବା ଓଡିଆ ଶ୍ରମିକଙ୍କ ପରିବାର ପାଇଁ ଚାରି ଲକ୍ଷ ଟଙ୍କାର…

ଆଇନଜୀବୀଙ୍କ ସହାୟତା ରାଶି ରାଶିରେ ୪୦ ପ୍ରତିଶତ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଆଇନଜୀବୀଙ୍କ ସହାୟତା ରାଶି ବୃଦ୍ଧି । ଆଇନଜୀବୀଙ୍କ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ଅବସର ନେଇଥିବା କିମ୍ବା ଦେହାନ୍ତ ହେବା କ୍ଷେତ୍ରରେ ସହାୟତା ରାଶିରେ ୪୦ ପ୍ରତିଶତ ବୃଦ୍ଧି । ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀ ମାନଙ୍କ ସହାୟତା ପାଇଁ ଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ଆଇନଜୀବୀ…

ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ,ରେଭେନ୍ସାରେ କଟ୍-ଅଫ୍ ସବୁଠୁ ଅଧିକ

ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ । ରେଭେନ୍ସାରେ କଟ୍-ଅଫ୍ ସବୁଠୁ ଅଧିକ । ୨୦୨୬-୨୭ ପାଇଁ +୩ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ମୋଟ ୨ ଲକ୍ଷ ୩୭ ହଜାର ୨୦୦ ଜଣ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୮ ହଜାର ୭୮୨…

ସକାଳୁ ସକାଳୁ ଲଗାଣ ବର୍ଷାରେ ଭିଜୁଛି ଟ୍ବିନସିଟି,ଆଜି ୩ ଜିଲ୍ଲାକୁ ଅରେଞ୍ଜ ଏବଂ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ସକାଳୁ ସକାଳୁ ଲଗାଣ ବର୍ଷାରେ ଭିଜୁଛି ଟ୍ବିନସିଟି। ୨୩ରୁ ସକ୍ରିୟ ହେବ ମୌସୁମୀ ।  ଅଧିକ ଅଗ୍ରସର ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।  ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି ।  ଆସନ୍ତାକାଲି ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଛୁଇଁବ ମୌସୁମୀ ।  ଓଡ଼ିଶାରେ ମୌସୁମୀ ପହଞ୍ଚି ସାରଥିଲେ ବି…

ଆଜିର ରାଶିଫଳ

ମେଷ: ଆଜି ଏକ ସାଧାରଣ ଦିନ ହେବ । ଆପଣ କାର୍ଯ୍ୟରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ନେଇ ଆପଣ ଚିନ୍ତିତ ରହିବେ, ଯାହା ଫଳରେ କ୍ରୋଧ ବୃଦ୍ଧି ପାଇବ । ବିନା ଚିନ୍ତାରେ କୌଣସି କାର୍ଯ୍ୟ ଆରମ୍ଭ କରିବାରୁ ବଞ୍ଚନ୍ତୁ, ନଚେତ୍ କ୍ଷତି ହେବାର ସମ୍ଭାବନା ଅଛି ।…

ମିନାକ୍ଷୀ ନଟରାଜନଙ୍କ ରାଜ୍ୟସଭା ନୋମିନେସନ ରଦ୍ଦ ହେବା ଘଟଣାରେ କଂଗ୍ରେସର ହାତ ଥିବା ବିଜେପି ଅଭିଯୋଗ କରିଥିଲା, ଜବାବ…

ମିନାକ୍ଷୀ ନଟରାଜନଙ୍କ ରାଜ୍ୟସଭା ନୋମିନେସନ ରଦ୍ଦ ହେବା ଘଟଣାରେ କଂଗ୍ରେସର ହାତ ଥିବା ବିଜେପି ଅଭିଯୋଗ କରିଥିଲା। ଏହା ଉପରେ ଏବେ ନଟରାଜନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ ଏପରି କୌଣସି ଷଡ଼ଯନ୍ତ୍ରକୁ ଅସ୍ୱୀକାର କରିଛନ୍ତି। କହିଛନ୍ତି ଯେ ରିଟର୍ଣ୍ଣିଂ ଅଧିକାରୀମାନେ ତାଙ୍କର ବିରୋଧ…

ରାୟଗଡ଼ା ଜିଲ୍ଲା ବର୍ବରତ ରେଡ଼ ଫ୍ଲାଗ୍’ : 23 ଗିରଫ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଠାରେ ପିଲାଚୋରି (Child theft) ସନ୍ଦେହରେ ଘଟିଥିବା ଅଭାବନୀୟ ଭିଡ଼ ହିଂସା (Mob Violence) ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାର ଗୁରୁତ୍ୱ ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ଡିଜି (DGP) ଏହି ମାମଲାକୁ…