Browsing Tag

News

୧୦ ତାରିଖରୁ ଟ୍ରକ୍ ପରିବହନ ବନ୍ଦ କରିବାକୁ ଚେତାବନୀ ଦେଲା ଟ୍ରକ୍ ମାଲିକ ସଂଘ

ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛି ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ ମାଲିକ ସଂଘ। ଖୋର୍ଦ୍ଧା ଟ୍ରକ ମାଲିକ ସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ ଜିଲ୍ଲାର ୧୫ ଟ୍ରକ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ସେମାନଙ୍କ ଦାବି, ନଦୀ ବାଲି ପରିବହନ କ୍ଷେତ୍ରରେ…

ଶ୍ରୀମନ୍ଦିରରେ ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ବିତ କରାଯିବ। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବା ବେଳେ ଏହି ବେଶରେ ହରି ଓ ହର ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର…

୭୦୦ ଟଙ୍କାରେ ଦେଖିପାରିବେ ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ମ୍ୟାଚ୍

ଆପଣ ଭାରତ -ଇଂଲଣ୍ଡ ମ୍ୟାଚ ଦେଖିବାକୁ ଚାହୁଁଛନ୍ତି କି ? ତେବେ ଡେରି କାହିଁକି କରୁଛନ୍ତି, ଟିକେଟ କିଣିବା ପାଇଁ ଚେଷ୍ଟା କରନ୍ତୁ । କାରଣ ଟିକେଟର ମୂଲ୍ୟ ୭୦୦ ଟଙ୍କାରୁ ଆରମ୍ଭ ହେଉଛି । ୨୦୨୫ ଫେବ୍ରୁଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ହାଇ ଭୋଲଟେଜ ମ୍ୟାଚ ଖେଳାଯିବ । କଟକ…

‘ନରସିଂହ ବାରାହି ବ୍ରିଗେଡ’ କାହିଁକି ଲଞ୍ଚ କଲେ ପଓ୍ବନ କଲ୍ୟାଣ!

ଦକ୍ଷିଣରେ ସନାତନ ଧର୍ମ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ପଓ୍ବନ କଲ୍ୟାଣ । ଏଥିପାଇଁ ସେ ଯୁବବାହିନୀ ଗଠନ କରିଛନ୍ତି ।  ଜଣାଶୁଣା ସୁପରଷ୍ଟାର ତଥା ଜନସେନା ପାର୍ଟି (ଜେଏସପି) ମୁଖ୍ୟ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ତାଙ୍କ ଦଳ ମଧ୍ୟରେ ନରସିଂହ ବାରାହି ବ୍ରିଗେଡ ଗଠନ…

ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ- ସୁରକ୍ଷାବାହିନୀ ମୁହାଁମୁହିଁ

ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ- ସୁରକ୍ଷାବାହିନୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । କିଛି ଦିନ ହେଲା ଆତଙ୍କବାଦୀ ମାତିଛନ୍ତି । ସୁରକ୍ଷାକର୍ମୀ ଉପରକୁ  ଆକ୍ରମଣ ବୃଦ୍ଧି ପାଉଛି। ଗତ ସପ୍ତାହ ହେଲା ଶ୍ରୀନଗରରେ ଅନେକ ଗ୍ରେନେଡ୍‌ ଆକ୍ରମଣ ହୋଇସାରିଲାଣି । ଆକ୍ରମଣକାରୀଙ୍କୁ ଧରିବା…

ବାବା କେଦାରନାଥ ମନ୍ଦିରର କବାଟ କେତେଦିନ ବନ୍ଦ ରହିବ ଜାଣିନିଅନ୍ତୁ

ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାକୁ ଯଦି ପ୍ଲାନ କରିଛନ୍ତି ତେବେ ଅପେକ୍ଷା କରନ୍ତୁ । ଶୀତ ଆରମ୍ଭ ହୋଇଥିବାରୁ ମନ୍ଦିର ଗର୍ଭଗୃହ କବାଟ ବନ୍ଦ ରହିଛି । ବର୍ତ୍ତମାନର ମନ୍ଦିର ସମ୍ମୁଖରେ ବରଫ ପଡ଼ିବା ଆରମ୍ଭ ହେଲାଣି । ଶୀତ ଦିନ ଆରମ୍ଭ ସହ ବରଫ ପାତ ହେଉଥିବାରୁ ବାବା…

ଆରପାରିରେ ଲୋକପ୍ରିୟ ଫ୍ୟାସନ ଡିଜାଇନର ରୋହିତ

ଆରପାରିରେ ଲୋକପ୍ରିୟ ଫ୍ୟାସନ ଡିଜାଇନର ରୋହିତ  । ତାଙ୍କର ସ୍ବତନ୍ତ୍ର ଶୈଳୀ ପାଇଁ ଫ୍ୟାସନ ଜଗତରେ ସେ ଲୋକପ୍ରିୟ ।  ବଲିଉଡ୍‌ର ତଥା ଦେଶର ଅନ୍ୟତମ ଖ୍ୟାତନାମା ଫ୍ୟାସନ ଡିଜାଇନର ରୋହିତ ବଲ୍‌ଙ୍କ ପରଲୋକରେ ବଲିଉଡରେ ଶୋକ ପ୍ରକାଶ ପାଇଛି ।  ରୋହିତଙ୍କ ଦେହାନ୍ତ ଖବର ଫ୍ୟାସନ ଡିଜାଇନ…

୨୪ ବର୍ଷ ପରେ ୩ମ୍ୟାଚ୍ ବିଶିଷ୍ଟ ସିରିଜ ହାରିଲା ଭାରତ

ଟେଷ୍ଟ ସିରିଜରେ ଭାରତର ଲଜ୍ୟାଜନକ ପରାଜୟ । ୨୫ ରନରେ ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ । ବ୍ୟାଟ୍ସ ମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଟିମ୍ ଇଣ୍ଡିଆ ପରାଜିତ । ଭାରତ ଆଗରେ ୧୪୭ ରନର ଟାର୍ଗେଟ ଥିଲା ମାତ୍ର ୧୨୧ ରନ୍ କରିଛି ଟିମ ଇଣ୍ଡିଆ । ପ୍ରଥମ ଥର ପାଇଁ ୩ ମ୍ୟାଚ୍ ବିଶିଷ୍ଟ ସିରିଜ…

ଆସନ୍ତା ୪ ଓ ୧୧ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଆସନ୍ତାକାଲି ନଭେମ୍ବର ୪  ତାରିଖ(ସୋମବାର ) ଏବଂ ଆଗାମୀ ନଭେମ୍ବର ୧୧  ତାରିଖ (ସୋମବାର)ରେ  ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ | ଏହି ଦିନମାନଙ୍କରେ ୟୁନିଟ-୫, ଭୁବନେଶ୍ୱରସ୍ଥିତ ଅଭିଯୋଗ ପ୍ରକୋଷ୍ଠ  ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ |ଏନେଇ ସାଧାରଣ…

ତିନିଦିନିଆ ବିଦେଶ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ସିଏମ। ନଭେମ୍ବର 18ରୁ 20 ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭ 2025 ପାଇଁ ସିଙ୍ଗାପୁରରେ ହେବ ରୋଡ ସୋ। ଓଡ଼ିଶା ଆସିବା ପାଇଁ ନିବେଶକ…