Trending
- ସନ୍ଧ୍ୟା ମଧ୍ୟରେ ହୀରାକୁଦର ୨୨ ଗେଟ୍ ଖୋଲାଯିବ -ଜଳସମ୍ପଦ ସର୍ବେଚ୍ଚ ଯନ୍ତ୍ରୀ
- ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି,୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ
- ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ସ୍ଥିତି,୫ ଜିଲ୍ଲାକୁ ହାଇଆଲର୍ଟ
- ଛତିଶଗଡ଼ରେ ମୂଷଳଧାରା ବର୍ଷା,୫ ମୃତ
- ଆମେରିକା-ଇରାନ ମଧ୍ୟରେ ଅସ୍ଥାୟୀ ଯୁଦ୍ଧବିରାମ ଭଙ୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସଂସଦ ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ
- ଆକାଶମାର୍ଗରୁ ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ବିସ୍ତୃତ ସମୀକ୍ଷା କଲେ ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ
- ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଦିନ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ଡିଏମ୍ ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ନିଖୋଜ ଘଟଣା,ରିଜର୍ଭ ପଡ଼ିଆର ପାଣି କୁଣ୍ଡରୁ ମିଳିଲା ମୃତଦେହ
- ଓଟିଆଣ୍ଡଏଏସ୍ କ୍ୟାଡର୍ରେ ୧୯୮ ଅଧିକାରୀଙ୍କ ବଦଳି,ଅଗଷ୍ଟ ୧ ସୁଦ୍ଧା ବଦଳି ହୋଇଥିବା କାର୍ଯ୍ୟାଳୟରେ ଯୋଗ ନ ଦେଲେ, ବନ୍ଦ ହେବ ଦରମା
- ଲୋକସଭାରେ ହଙ୍ଗାମା ମଧ୍ୟରେ ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬ ପାରିତ
Browsing Tag
#metro tv
ଅମୁଲ କୁଲ ଦେଇ ଲୁଟିଲେ
ମେଟ୍ରୋ ଟିଭି ଓଡିଶା ( ୧୭.୨.୨୦୨୨) :
ଲିଫ୍ଟ ବାହାନା କରି ଲୁଟିନେଲେ ଦୁର୍ବୁତ୍ତ । ଏହି ଭଳି ଘଟଣା ଘଟିଛି ଭୁବନେଶ୍ୱରର ସହିଦ ନଗର ଥାନା ପୋଲିସ ପଞ୍ଝାରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ଦୁଇ ଜଣ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।
ଏହି ଦୁଇ ଲୁଟେରା!-->!-->!-->!-->!-->!-->!-->!-->!-->…
ବନ୍ଦ ହେଲା ସିଡ୍ନିର ବେଳାଭୂମି
ମେଟ୍ରୋ ଟିଭି ଓଡିଶା ( ୧୭.୨.୨୦୨୨) :
ବନ୍ଦ ହେଲା ସିଡ୍ନିର ବେଳାଭୂମି । ପ୍ରାୟ ୬୦ ବର୍ଷ ପରେ ଏହା ହେଉଛି ସହରର ବେଳାଭୂମିରେ ପ୍ରଥମ ସାର୍କ ଆକ୍ରମଣଜନିତ ମୃତ୍ୟୁ ଘଟଣା। ମିଳିଥିବା ସୂଚନା ଅନୁସାରେ , ଗତକାଲି ଅଷ୍ଟ୍ରେଲିଆର ବୃହତ୍ତମ ନଗରର ଦକ୍ଷିଣକୁ ପ୍ରାୟ ୨୦ କିଲୋମିଟର୍ ଦୂର!-->!-->!-->…
କଂଗ୍ରେସକୁ ବଡ଼ ଝଟ୍କା ଇସ୍ତଫା ଦେଲେ ଅଶ୍ୱନୀ
ମେଟ୍ରୋ ଟିଭି ଓଡିଶା ( ୧୫.୨.୨୦୨୨) :
ଗୋଟିଏ ପରେ ଗୋଟିଏ କଂଗ୍ରେସକୁବଡ଼ ଝଟ୍କା ଲାଗୁଛି। ଏବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ୱନୀ କୁମାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଏଥିରେ ଅଶ୍ୱନୀ!-->!-->!-->…
ୟୁକ୍ରେନକୁ ଆମେରିକାର ଚେତାବନୀ
ମେଟ୍ରୋ ଟିଭି ଓଡିଶା (୧୫ .୨.୨୦୨୨): ଭୟଙ୍କର ହେଲାଣି ଯୁଦ୍ଧସ୍ଥିତି । ଅବିଳମ୍ବେ ୟୁକ୍ରେନ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ଡେଡଲାଇନ ଦେଲା ବ୍ରିଟେନ । ସେପଟେ ୟୁକ୍ରେନ ଉପରେ ଅତର୍କିତ ଆକ୍ରମଣ କରିବ ଋଷ । ଏନେଇ ସତର୍କ କରାଇଛି ଆମେରିକା । ତେବେ ନାଟୋ ଅଞ୍ଚଳର ପ୍ରତିଟି ଇଞ୍ଚର!-->…
ବିବାହ କରିବେ କୋରିଆନ ତାରକା ହ୍ୟୁନ ବିନ ଓ ସନ ୟେ ଜିନ
pic credit-showbiz cheat sheet
ମେଟ୍ରୋ ଟିଭି ଓଡିଶା,୧୨/୨ : ସବୁଠି ଚାଲିଛି ବିବାହର ଋତୁ । ଦେଶ ହେଉ ଅବା ବିଦେଶ ବାହା ହେଉଛନ୍ତି ବହୁ କଳାକାର । ସେହିପରି କିଛି କପଲ୍ ରିଲ୍ ଲାଇଫରୁ ରିୟଲ ଲାଇଫ ପାର୍ଟନର ହେବାକୁ ଯାଉଛନ୍ତି । କୋରିଆନ ଡ୍ରାମା ଏବେ ୟଙ୍ଗମାସଙ୍କର ବେଶ!-->!-->!-->!-->!-->…
ପରଲୋକରେ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା
ମେଟ୍ରୋ ଟିଭି ଓଡିଶା,୧୨/୨ : ପରଲୋକରେ ବରିଷ୍ଠ କଂଗ୍ରେସ ନେତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା । ଆଜି ଭୋର ସମୟରେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା । ୧୯୮୦ରୁ!-->…
ସୂର୍ଯ୍ୟ ଅସ୍ଥ ହେଉନଥିବା ଦେଶ : ନରୱେ
ମେଟ୍ରୋ ଟିଭି ଓଡିଶା,୧୨/୨ : ଲଣ୍ଡନ ରୋମ, ଭେନିସ, ଓ ବର୍ଲିନ ସମେତ ୟୁରୋପରେ ଅନେକ ଦେଶ ଅଛି ଯାହାକି ସୁନ୍ଦରତାରେ ପରିପୂର୍ଣ୍ଣ । କିନ୍ତୁ ଏହି ସହରମାନଙ୍କ ଭିତରେ ଉତ୍ତର ୟୁରୋପରେ ଏମିତି ଏକ ଦେଶ ଅଛି ଯାହାକି ସୁନ୍ଦରତା ଓ ମନ ମୁଗ୍ଧକର ପରିବେଶର ଗନ୍ତାଘର। ଏହି ଦେଶକୁ ଅଦ୍ୱିତୀୟ ଦେଶ!-->!-->!-->…