Browsing Tag

#metro tv

ତାତିରୁ ମିଳିବ ଆଶ୍ୱସ୍ତି; ଆସୁଛି ଲଘୁଚାପ !

ମେଟ୍ରୋଟିଭିଓଡିଶା(୨୯.୪.୨୦୨୨) ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା । ଆସନ୍ତା ୫ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବନ୍ଧୁ ଥିବା କହିଛନ୍ତି ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆର.