Browsing Tag

#metro tv

ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ, ସବୁଠି ସଜେଇ ହୋଇଛି ଚର୍ଚ୍ଚ

ଆଜି ବଡ଼ଦିନ। ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ବରେ ଚର୍ଚ୍ଚରେ ଚାଲିଛି ସମୂହ ପ୍ରାର୍ଥନା। ସବୁଠି ସଜେଇ ହୋଇଛି ଚର୍ଚ୍ଚ। ରାତି ୧୦ଟାରୁ ବିଭିନ୍ନ ଚର୍ଚ୍ଚରେ ଭିଡ଼ ଲାଗିଥିଲା । କିଏ ଗୋଲାପ ଧରି ଆସୁଥିଲେ ତ କିଏ ମହମବତୀ ବତୀ। କ୍ରିସମାସ୍ କ୍ୟାରୋଲସ୍ ରେ ଗଞ୍ଜରୁଥାଏ ଚର୍ଚ୍ଚ ପରିସର।…

ଭଦ୍ରକ ଚାନ୍ଦବାଲିରେ ୧୦ବର୍ଷୀୟ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ…

ଭଦ୍ରକ ଚାନ୍ଦବାଲିରେ ୧୦ବର୍ଷୀୟ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି। ଏହି ଅମାନୁଷିକ ଘଟଣା କୁ ନିନ୍ଦା କରିବା ସହ ସକାଳ ୬ଟାରୁ ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗାଡି ମୋଟର…

ଦେଶର ସାଂଗଠନିକ ଢାଞ୍ଚାକୁ କବଜା କରିଛି ବିଜେପି – ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ବିଜେପି, ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି । ରାହୁଲ କହିଛନ୍ତି ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରେ । ଏହାର ବିରୋଧରେ ବିରୋଧୀ ପ୍ରତିବାଦ କରିବାକୁ ପ୍ରତିଜ୍ଞା କରିଛନ୍ତି । ଯାହା ବିଜେପିକୁ କ୍ଷମତାରୁ ହଟାଇବାରେ…

ମାଲକାନଗିରି ଜିଲ୍ଲା ପୁଲିସ୍‌ ନିକଟରେ ୨୨ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି ଜିଲ୍ଲା ପୁଲିସ୍‌ ନିକଟରେ ୨୨ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୯ଟି ବନ୍ଧୁକ, ୧୪ଟି ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟ ମାଓ ସାମଗ୍ରୀ ସହ ମାଓବାଦୀମାନେ ପୁଲିସ୍‌ ଡିଜି ୱାଇ ବି ଖୁରାନିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଜିଲ୍ଲା ପୁଲିସ୍‌…

ନିରୀହ ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇଛି ସୁଲିଆ ପୀଠ

ପ୍ରତି ବର୍ଷ ପୌଷ ମାସ ଶୁକ୍ଲ ପକ୍ଷ ପ୍ରଥମ ମଙ୍ଗଳବାରରେ ସୁଲିଆ ଯାତ୍ରା ପାଳିତ ହୋଇଥାଏ । ଆଜି ସକାଳୁ ଖଇରଗୁରା ମୁଖ୍ୟ ସୁଲିଆ ପୀଠ ତଥା ବଡଖଳା ଓ କୂମୁରିଆ ସ୍ଥିତ ସାନଖଳାରେ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା ଆରମ୍ଭ ହୋଇଛି। ସୁଲିଆ ଯାତ୍ରାରେ ସୁଲିଆ ବୁଢ଼ାଙ୍କୁ ପଶୁ, ପକ୍ଷୀ ସହ…

ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ, ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟ ସେବାରେ ଆସିବ ଆହୁରି ଉନ୍ନତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ । ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ ନୂଆ ଆମ୍ବୁଲାନ୍ସ । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି…

ରାଜଧାନୀରେ ପୁଣି ତଳମୁହାଁ ପାରଦ

ଆହୁରି ଥରିବ ଓଡ଼ିଶା । ବଡ଼ ଦିନରୁ ବଢ଼ିବ ଜାଡ଼ । ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ । ଏ ନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଉମାଶଙ୍କର ଦାସ ଲେଖିଛନ୍ତି ଯେ, ବଡ଼ ଦିନରୁ ବଢିବ ଶୀତ । ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ । ମଙ୍ଗଳବାର ରେକର୍ଡ ପ୍ରମୁଖ…

ଆଜିର ରାଶିଫଳ

ମେଷ: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଆୟ ସୀମିତ ହୋଇପାରେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ଉଠାଇ ପାରନ୍ତି। ଆହର ସାତ୍ତ୍ବିକ ନ ହେଲେ ଅଗ୍ନିମାନ୍ଦ୍ୟ ଭୟ ରହିଛି। ପାରିବାରିକ ସୁଖ ମିଳିପାରେ। ବୃଷ: ଦିନଟି ସମସ୍ୟା ବହୁଳ ହୋଇଥିଲେ ମଧ୍ୟ ସ୍ଥିତି ଅନୁକୂଳ ରହିଛି। ମଧୁର କଥାରେ ପରକୁ ଆପଣାର…

ରାଜ୍ୟରେ ଗଠନ ହେବ ଆଉ ୨୪ଟି ନୂଆ ଏନଏସି ଓ ୫ଟି ପୌର ପରିଷଦ

ରାଜ୍ୟରେ ଗଠନ ହେବ ଆଉ ୨୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଏବଂ ୫ଟି ପୌର ପରିଷଦ। ଏ ନେଇ ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ଟି ଜିଲାରେ ୨୪ଟି ଏନଏସି ଗଠନ ହେବାକୁ ଥିବାବେଳେ ୩ଟି ଜିଲାରେ ପୌର ପରିଷଦ ଗଠନ ହେବ। ବିଜ୍ଞପ୍ତି ଅନୁସାରେ, ନୂଆ ଏନଏସିଗୁଡ଼ିକ…

ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ଟକ୍ସିକ”ରେ କିଆରା ଆଡଭାନୀଙ୍କ ଫାଷ୍ଟ ଲୁକ୍ ରିଲିଜ୍

ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଟକ୍ସିକ' ଏବେ ସିନେମା ହଲରେ ମୁକ୍ତିଲାଭ କରିବା ପାଇଁ ପ୍ରସ୍ତୁତ । ନିର୍ମାତାମାନେ ଫିଲ୍ମର ଷ୍ଟାରକାଷ୍ଟ ଉପରୁ ଧୀରେ ଧୀରେ ପରଦା ଉଠାଇଛନ୍ତି । ଫିଲ୍ମରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି ହୋଇଛି । ଗତକାଲି ଡିସେମ୍ବର ୨୨ରେ, ଫିଲ୍ମ ନିର୍ମାତା କିଆରା ଆଡଭାନୀଙ୍କ…