Browsing Tag

#metro tv

ପାରାଦ୍ୱୀପରେ ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ

ପାରାଦୀପ ନୂଆବଜାର ନିକଟରୁ ଚାରିଜଣ ଯୁବକ ଆଶାକର୍ମୀଙ୍କୁ ଅପହରଣ କରି ନେବା ପରେ ଦୁଷ୍କର୍ମ କରିଥିବା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି ।ପୀଡିତାଙ୍କ ଅଭିଯୋଗ ଅନୁସାରେ ଦିନ ୩ଟା ୪ଟା ଭିତରେ ୪ଜଣ ଯୁବକ ଏକ ନାଲି କାରରେ ମହିଳାଙ୍କୁ ଅପହରଣ କରି ନେହେରୁ ବଙ୍ଗଳା ନେଇ ଯାଇଥିଲେ ଏବଂ ସେଠାରେ

ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ କ୍ଲବ୍ ମାଲିକ ଗିରଫ

ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଗୋଆର କର୍ଲି କ୍ଲବର ମାଲିକକୁ ଗିରଫ କରିଛି ପୋଲିସ। କ୍ଲବର ବାଥରୁମରୁ ଡ୍ରଗ୍ସ ଜବତ କରିଥିବା ପୋଲିସ କହିଛି କରିଛି ପୋଲିସ୍‌ । ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ୍, ସୁଖବିନ୍ଦର ସିଂ ,

ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ୟୁ. ୟୁ. ଲଳିତ

ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନ ପରିସରରେ ଏହି ଶପଥପାଠ ସମାରୋହ ଅନୁଷ୍ଠିତ ହୋଇଛି । https://twitter.com/ANI/status/1563393234461569024 ଦେଶର ୪୯ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଲଳିତ

ରାହୁଲଙ୍କ ପିଲାଳିଆମୀ କଂଗ୍ରେସକୁ ଅଡୁଆ: ଆଜାଦ

ନୂଆଦିଲ୍ଲୀ: କାହିଁକି ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ । କାହିଁକି ଏତେ ବର୍ଷ ପରେ ସମସ୍ତ ପଦରୁ ଇସ୍ତଫା ଦେଲେ? ଏହାର ଉତ୍ତର ନିଜେ ଦେଇଛନ୍ତ ଆଜାଦ । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଚିଠି ଲେଖିଛନ୍ତି ଆଜାଦ । କଂଗ୍ରେସ ସହିତ ୫୧ ବର୍ଷ ପୁରୁଣା ସମ୍ପର୍କ

ଜବରଦସ୍ତ ଡ୍ରଗ୍ସ ଦେଇ ସୋନାଲୀଙ୍କୁ ହତ୍ୟା କଲେ ଅଭିଯୁକ୍ତ!

ବିଜେପି ନେତ୍ରୀ ସୋନାଲୀ ଫୋଗଟ୍‌ଙ୍କୁ ହତ୍ୟା କରାଯାଇଛି । ଜବରଦସ୍ତ ତାଙ୍କୁ ଡ୍ରଗସ ଖାଇବାକୁ ଦେଇ ଅଭିଯୁକ୍ତ ହତ୍ୟା କରିଛନ୍ତି ବୋଲି ପୋଲିସ କହିଛି । ଗୋଆ ପୁଲିସର ପଚରାଉଚରା ବେଳେ ସୋନାଲି ଫୋଗାଟଙ୍କୁ ମୃତ୍ୟୁ ପୂର୍ବରୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା ବୋଲି ଜଣାପଡିଛି। ନାଇଟ ପାର୍ଟିରେ

ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଦଳକୁ ବିପଦ ନାହିଁ କହିଲେ କେଜରିଓ୍ବାଲ

ଆଜି ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲା ଆପ। ଦଳକୁ ଭାଙ୍ଗିବାକୁ ବିଜେପି ଚେଷ୍ଟା କରୁଥିବା ନେଇ ଆଲୋଚନା ହୋଇଥିଲା । ଗତକାଲି କେଜ୍ରିୱାଲଙ୍କ ବାସଭବନରେ ଆୟୋଜିତ ହୋଇଥିଲା ବୈଠକ । ଏହି ବୈଠକରେ ସାମିଲ ହୋଇଥିଲେ ୫୩ ଜଣ ବିଧାୟକ । ଏହି ଲୋଟସ୍ ଅପରେସନ୍ ଫେଲ

କେଜରିଓ୍ବାଲଙ୍କ ମିଟିଂରେ 9 ବିଧାୟକ ଯୋଗ ଦେଲେନି

ଦିଲ୍ଲୀରେ 'ଅପରେସନ୍ ଲୋଟସ୍' ପ୍ରସଙ୍ଗରେ ବିଜେପି ଉପରେ ଅଭିଯୋଗ ଆଣିଛି ଆପ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବିଧାନସଭା ଦଳର ଏକ ବୈଠକ ଡକାଯାଇଥିଲା ଯେଉଁଥିରେ ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ସମେତ 9 ଜଣ ବିଧାୟକ ପହଞ୍ଚି ପାରିନଥିଲେ। ତେବେ ସିସୋଦିଆ ସମ୍ପର୍କରେ ଦଳ

ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୨ର ଭବ୍ୟ ଉଦ୍‌ଯାପନ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ଆଠଟା ବେଳେ ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨ର ଭବ୍ୟ ଉଦ୍‌ଯାପନୀ ସମାରୋହକୁ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ସମ୍ବୋଧନ କରିବେ । ବିଶେଷକରି ଯୁବ ମାନସ ମଧ୍ୟରେ ନବୋନ୍ମୋଷର ଉତ୍ସାହ ଜାଗ୍ରତ କରିବା ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ହୋଇ ରହି

ଶ୍ରମମନ୍ତ୍ରୀ ସମ୍ମିଳନୀକୁ ଉଦ୍‌ବୋଧନ ଦେବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀମାନଙ୍କୁ ନେଇ ଆୟୋଜିତ ଜାତୀୟ ଶ୍ରମ ସମ୍ମେଳନରେ ଉଦବୋଧନ ଦେବେ । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟଙ୍କ ଦ୍ୱାରା ଆନ୍ଧ୍ରପ୍ରଦେଶର ତିରୁପତି

ଏସିଆ କପ ପାଇଁ ରୋହିତବାହିନୀ ରେଡି

ଏସିଆ କପ୍‌ରେ ଭାରତ ତା’ର ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଆସନ୍ତା ୨୮ ତାରିଖରେ ଖେଳିବ। ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ କ୍ରିକେଟ୍ । https://twitter.com/BCCI/status/1562455671396012034 ସଂପ୍ରତି ଜାତୀୟ କ୍ରିକେଟ୍