Browsing Tag

#metro tv

ଆଜିଠୁ ଫିଫା ବିଶ୍ବକପ୍ , କିଏ ଜିତିବ?

କତାର: କତାରରେ ଫୁଟବଲ ମହାକୁମ୍ଭ ଆରମ୍ଭ ହେଉଛି ଫିଫା ବିଶ୍ବକପ ୨୦୨୨ । ଏହି ବିଶ୍ବକପରେ ମୋଟ ୩୨ଟି ଦେଶର ନାମି ଦାମି ଖେଳାଳି ଅଂଶଗ୍ରହଣ କରୁଛନ୍ତି । ଏଥର ବିଶ୍ବକପ୍ କିଏ ଜିତିବ ତାକୁ ନେଇ ଆଲୋଚନା ଜାରି ରହିଛି । ବ୍ରାଜିଲ, ଆର୍ଜେଣ୍ଟିନା, ଇଟାଲି ପ୍ରମୁଖ ଦାବିଦାର ଅଛନ୍ତି । ଟିମ

ଟ୍ରମ୍ପଙ୍କ କମବ୍ୟାକ୍

ଓ୍ବାସିଂଟନ: ଆମେରିକା ପରବର୍ତ୍ତି ନିର୍ବାଚନ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଘୋଷଣା କରିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟକୁ ପୁଣି ଚାଲୁ କରିଛି ଟୁିଟର । ମୁକ୍ତ ବକ୍ତବ୍ୟର ପରିପ୍ରକାଶ ନୀତିକୁ ଆଧାର କରି କମ୍ପାନୀ ଏହି ନିଷ୍ପତ୍ତି

ସାବରକରଙ୍କୁ ନେଇ ବିବାଦୀୟ ମନ୍ତ୍ରବ୍ୟ ପରେ ରାହୁଲ ଗାନ୍ଧିଙ୍କ ନାମରେ ଥାନାରେ ଅଭିଯୋଗ

ମୁମ୍ବାଇ: ସ୍ୱାଧୀନତା ସଂଗ୍ରାମୀ ସାବରକରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏବେ ରାଜନୀତି ସରଗରମ ହୋଇଛି । ରାହୁଲ ଗାନ୍ଧିଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ବୀର ସାବରକରଙ୍କ ନାତି । ରାହୁଲ ସାବକରଙ୍କୁ ଅପମାନିତ କରିଥିବା ଅଭିଯୋଗ  କରିଛନ୍ତି ସାବରକରଙ୍କ ପରିବାର ।

ଧର୍ମ ପରିବର୍ତ୍ତନ ପାଇଁ ନମାନିବାରୁ ପ୍ରେମିକାକୁ ୪ ମହଲା ଛାତରୁ ଠେଲିଦେଲା ମହମ୍ମଦ ସୁଫିଆନ

ଲକ୍ଷ୍ନୌ : ଦିଲ୍ଲୀରେ ପ୍ରେମିକାକୁ ହତ୍ୟାକରି ମୃତଦେହକୁ ୩୫ ଖଣ୍ଡ କରିଥିଲା ଅଭିଯୁକ୍ତ ପ୍ରେମିକ ଆଫତାବ ଅମିନ୍‌ ଏବେ ଜେଲରେ । ଯାହାକି ସାରା ଦେଶର ଜନସାଧାରଣଙ୍କୁ ସ୍ତବ୍ଧ କରିଦେଇଛି । ଏହାକୁ ନେଇ ମହିଳା ସଂଗଠନମାନେ ନିନ୍ଦା କରିଥିବା ବେଳେ ବୁଦ୍ଧିଜୀବୀମାନେ ଦୋଷୀଙ୍କୁ ଫାଶୀ

ନାମାଙ୍କନ ପତ୍ର ଦାଖଲ କଲେ ତିନି ଦଳର ପ୍ରାର୍ଥୀ

ପଦ୍ମପୁର, : ପଦ୍ମପୁର ଉପନିର୍ବାଚନ ପାଇଁ ତିନି ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମେ ବିଜେଡି ପ୍ରାର୍ଥୀନୀ ବର୍ଷା ବରିହା ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେ ଏକ ଶୋଭାଯାତ୍ରାରେ ଯାଇ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ

ବାଲିରେ ଭାରତର ଦବଦବା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ବାଲିରେ ଜି -୨୦ ଶିଖର ସମ୍ମିଳନୀ ଅବସରରେ ବହୁ ବିଶ୍ବ ନେତାଙ୍କ ସହ ଆଲୋଚନା କରିଥିଲେ । ବାଲିରେ ଭାରତର ଦବଦବା ଦେଖିବାକୁ ମିଳିଥିଲା ।  ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ  ଆନ୍ଥୋନି ଆଲବାନିସଙ୍କୁ ଭେଟିଥିଲେେ ମୋଦି  । ଉଭୟ ନେତା ବିସ୍ତୃତ ରଣନୀତିକ 

ସଞ୍ଜୟ ଦାଶବର୍ମାଙ୍କ ପଛରେ ଷଡ଼ଯନ୍ତ୍ରକାରୀ ଲାଗିଛନ୍ତି!

ପୁରୀ: ବିଜେଡିରେ କିଛି ଠିକଠାକ ଚାଲିନାହିଁ କି? ଧାମନଗରରେ ବିଜେଡି ପ୍ରାର୍ଥୀ ହାରିବା ପରେ ଦଳରେ ଆଗାମୀ ଦିନରେ କିଛି ପ୍ରାର୍ଥୀଙ୍କ ଟିକେଟ କଟିବ କି ? ଏବେଠୁ ସେପରି କିଛି ଦଳ ଭିତରେ ଚାଲିଛି କି ? କାରଣ ବିଜେଡିର ବରିଷ୍ଠ ନେତା ସଂଜୟ ଦାସବର୍ମାଙ୍କ ବକ୍ତବ୍ୟରେ ଏପରି କିଛି ଗନ୍ଧ

ହେନ୍ତାଳବନରେ ବୃକ୍ଷରୋପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବାଲି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ‘ଜି୨୦’ର ଅନ୍ୟ ନେତାମାନେ ହେନ୍ତାଳବନକୁ ଯାଇ ବୃକ୍ଷରୋପଣ କରିଛନ୍ତି। ହେନ୍ତାଳବନରେ ଥିବା ବୃକ୍ଷ ଓ ଗୁଳ୍ମ ଆଦି ସଂରକ୍ଷଣ କରିବା ପାଇଁ ଏହା ଥିଲା ଇଣ୍ଡୋନେସିଆ ସରକାରଙ୍କର ପ୍ରଚେଷ୍ଟା ପ୍ରଦର୍ଶନର ଅଂଶବିଶେଷ। ଶିଖର ସମ୍ମିଳନୀର ଦ୍ବିତୀୟ

କଂଗ୍ରେସ ଜାରି କଲା ଷ୍ଟାର ପ୍ରଚାରକ ତାଲିକା

ନୂଆଦିଲ୍ଲୀ: ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପ୍ରର୍ଯ୍ୟାୟ ମତଦାନ ଡିସେମ୍ୱର ୧ରେ ହେବ। ଏହି ଦିନ ୮୯ ଆସନରେ ଭୋଟିଂ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଡିସେମ୍ୱର ୫ରେ ଭୋଟିଂ ହେବ। ଡିସେମ୍ୱର ୮ ରେ ହେବ ଭୋଟ ଗଣତି ହେବ । ନିର୍ବାଚନ ପାଇଁ ଏବେ କଂଗ୍ରେସ