Browsing Tag

#metro tv

ଓଡ଼ିଶାରୁ ଚାଲିବ ଜଗନ୍ନାଥ ଏକ୍ସପ୍ରେସ, ବନ୍ଦେ ଭାରତ ଏକ୍ସପ୍ରେସ: ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର : ଓଡ଼ିଶା ପାଇଁ ବଡ଼ ଖବର । ରେଳର ବିକାଶ ପାଇଁ ରେଳମନ୍ତ୍ରୀ କହିଛନ୍ତି ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାମରେ ଜଗନ୍ନାଥ ଏକ୍ସପ୍ରେସ ଚାଲିବ ଯାହା ଅନ୍ୟାନ୍ୟ କ୍ଷେତ୍ରକୁ ସଂଯୋଗ କରିବ । ଆସନ୍ତା ରଥଯାତ୍ରା ସମୟରେ ଏନେଇ ବିସ୍ତୃତ ଘୋଷଣା କରିବେ ରେଳମନ୍ତ୍ରୀ । ରେଳ

ବିଧାନସଭାରେ ପୁଣି ହଟ୍ଟଗୋଳ

ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ୨୪ ତାରିଖରୁ ଆରମ୍ଭ ହୋଇଥିଲା ବେଳେ ହଟ୍ଟଗୋଳ ଜାରି ରହିଛି । ହଟ୍ଟଗୋଳ ପାଇଁ ବିଧାନସଭା ଅପରାହ୍ନ 4ଟା ପର୍ଯ୍ୟନ୍ତ ମୂଲତବି ରହିଛି । ପ୍ରଥମ ଦିନରେ ୬ ଜଣ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଆଗତ ପରେ ହଟ୍ଟଗୋଳ ଆରମ୍ଭ

ନ୍ୟୁଜିଲାଣ୍ଡକୁ ୩୦୭ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଅକ୍‌ଲାଣ୍ଡ: ପ୍ରଥମ ଦିନିକିଆରେ ଭାରତ 306 ରନ୍ କରିଛି । ଭାରତୀୟ ଟିମ୍‌ ପକ୍ଷରୁ ଶ୍ରେୟସ ଆୟର ୮୦ ରନ୍ ଓ ଶିଖର ଧଓ୍ବନ୍‌ ୭୨ ରନ୍‌ର ଇନିଂସ ଖେଳିଛନ୍ତି। ଭାରତ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୩୦୭ ରନ୍‌ର ଟାର୍ଗେଟ ଦେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ୭ ଓ୍ବିକେଟରେ ୩୦୬ ରନ୍‌

ଚନ୍ଦ୍ରପୃଷ୍ଠ ନିକଟତର ହୋଇ ନାସାର ସ୍ପେସକ୍ରାଫ୍ଟ ‘ଓରିଅନ୍’ ପୁଣି ପୃଥିବିକୁ ଫେରି ଆସିବ

ଓ୍ବାସିଂଟନ: ନାସାର ‘ଓରିଅନ’ ସ୍ପେସକ୍ରାଫ୍ଟ ଏବେ ଚନ୍ଦ୍ର ନିକଟ ଦେଇ ଗତି କରୁଛି । ‘ଓରିଅନ’ ଚନ୍ଦ୍ର ପୃଷ୍ଠର ୧୦୦ କିଲୋମିଟର ପରିସର ଭିତରେ ଏବେ ଗତି କରୁଛି । ଚନ୍ଦ୍ର ଅକ୍ଷ ଭିତରକୁ ପ୍ରବେଶ କରି ବାହାରିଛି ଓରିଅନ ।

ବର୍ଷା ପାଇଁ ମ୍ୟାଚ ରହିଲା ଟାଇ

ନେପିୟର : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ଟ୍ବେଣ୍ଟି ଟ୍ବେଣ୍ଟି ରେ ଘରୋଇ ଦଳ ୧୯.୪ ଓଭରରେ ସମସ୍ତ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୬୦ ରନ କରିଥିଲା। ଟିମ୍‌ ଇଣ୍ଡିଆ 9 ଓଭରରେ 4 ଉଇକେଟ ହରାଇ 75 ରନ କରିବା ପରେ ବର୍ଷା ହେବାରୁ ମ୍ୟାଚ ସ୍ଥଗିତ ରହିଥିଲା । ଡିଏଲଏସ ମେଥଡରେ ଏହି

ସ୍ୱଚ୍ଛତାର ସହ ହୋଇଛି ASO ପରୀକ୍ଷା

କଟକ: ସ୍ୱଚ୍ଛତାର ସହ ହୋଇଛି ASO ପରୀକ୍ଷା । ଛାତ୍ରଛାତ୍ରୀମାନେ ଯେଉଁସବୁ ଅନିୟମିତତା ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ । ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଏନେଇ ସ୍ପଷ୍ଟୀକରଣ ରଖି କହିଛନ୍ତି ସ୍ବଚ୍ଛତାର ସହ ହୋଇଛି ପରୀକ୍ଷା । ମୋଟ୍ ୭୯୬ ପୋଷ୍ଟ ପାଇଁ ଦୁଇସ୍ତରୀୟ ପରୀକ୍ଷା

ଇଣ୍ଡୋନେସିଆରେ ଭୂମିକମ୍ପ: ୪୪ ମୃତ, ଶତାଧିକ ଆହତ

ଜାକାର୍ତ୍ତା : ଇଣ୍ଡୋନେସିଆର ପଶ୍ଚିମ ଜାଭାରେ ଭୟଙ୍କର ଭୂମିକମ୍ପରେ ବହୁ ଲୋକଙ୍କ ଧନଜୀବନ ନଷ୍ଟ ହୋଇଥିବା ଜଣାପଡିଛି । ୫.୭ ତୀବ୍ରତାର ଏକ ଭୂମିକମ୍ପ ଆସିଥିବାରୁ ଭୂମିକମ୍ପ ପ୍ରଭାବରେ ୪୪ ଜଣଙ୍କ ପ୍ରାଣହାନୀ ଘଟିଛି । ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୪୪ ଲୋକ ମୃତ୍ୟୁବରଣ

କୋରେଇ ମାଲବାହୀ ଟ୍ରେନ ଦୁର୍ଘଟଣା : ମୃତ ବ୍ୟକ୍ତିଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା

ଭୁବନେଶ୍ବର : କୁହାଯାଏ ମୃତ୍ୟୁ କାହାକୁ କେଉଁଠାରେ ଅପେକ୍ଷା କରିଛି କେହି ଜାଣନ୍ତି ନାହିଁ । ଆଜି ସେହିଭଳି ଘଟଣା ଘଟିଛି ଯାଜପୁର କୋରେଇ ରେଳଷ୍ଟେସନରେ । ସୁରକ୍ଷିତ ଯାତ୍ରା ପାଇଁ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ପ୍ଲାଟଫର୍ମ ଉପରେ ମାଲବାହୀ ଟ୍ରେନ ଓଲଟି ପଡି ଜୀବନ ଯାଇଛି । ଏହାକୁ ନେଇ

ମାଙ୍ଗାଲୁରୁ ବିସ୍ଫୋରଣ ମାମଲାରେ ରହିଛି ଆଇଏସ୍ଆଇଏସ୍‌ର ଷଡଯନ୍ତ୍ର

ମାଙ୍ଗାଲୁରୁ : କର୍ଣ୍ଣାଟକର ମାଙ୍ଗାଲୁରୁରେ ଶନିବାର ଏକ ଚଳନ୍ତା ଅଟୋ ରିକ୍ସାରେ ହୋଇଥିବା ବିସ୍ଫୋରଣ ମାମଲାରୁ ଏକ ବଡ଼ ସୁରାକ ମିଳିଛି । ଏଭଳି ବିସ୍ଫୋରଣ ପାଇଁ ପାକିସ୍ତାନର ହାତ ଥିବା ପୋଲିସ ପର୍ଦାଫାଶ କରିଛି। ଏହି ବିସ୍ଫୋରଣରେ ଅଟୋ ରିକ୍ସା ଚାଳକ ଓ ଜଣେ ବ୍ୟକ୍ତି ଆହତ ହେବା ପରେ ତଦନ୍ତ

ସୂର୍ଯ୍ୟକୁମାରଙ୍କ ଦମଦାର ଶତକ, ନ୍ୟୁଜିଲାଣ୍ଡ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ

ବେ ଓଭାଲ: ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ଅର୍ଜନ କରିଛନ୍ତି । ଗୋଟିଏ କ୍ୟାଲେଣ୍ଟର ବର୍ଷରେ ତାଙ୍କର ଏହା ଦ୍ବିତୀୟ ଶତକ । ୫୧ ବଲରେ ୧୧୧ ରନ୍ କରିଛନ୍ତି ସ୍କାଏ । ଏଥିରେ ରହିଛି ୧୧ଟି ଚୌକା ଓ ୭ଟି ଛକା । ନିର୍ଦ୍ଧାରିତ ଓଭରରେ ୬