Browsing Tag

#metro tv

ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ଆଜି ସମଗ୍ର ଦେଶ ଶ୍ରଦ୍ଧା ଓ ସମ୍ମାନ ସହିତ ଭଗବାନ ବିର୍ସା ମୁଣ୍ଡାଙ୍କର ଜନ୍ମଜୟନ୍ତୀ ପାଳନ କରୁଛି। ଏହ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ତ୍ତା ଦେଇ କହିଛନ୍ତି ‘‘ ମୁଁ ଦେଶର ମହାନ୍ ପୁତ୍ର, ମହାନ୍ କ୍ରାନ୍ତିକାରି ଭଗବାନ ବିର୍ସା ମୁଣ୍ଡାଙ୍କୁ ପ୍ରଣାମ ଜଣାଉଛି। 15 ନଭେମ୍ବରର

ବାଲିରେ ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲି ଦ୍ବୀପକୁ ଆଜି ଯାତ୍ରା କରିବେ।ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିସ୍‌

ଆଜି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ,ବିଜେଡି ଘୋଷଣା କରିପାରେ ପ୍ରାର୍ଥୀ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଦୀପ ପୁରୋହିତ। କେନ୍ଦ୍ରମନ୍ତ୍ରୀ

ନଭେମ୍ବର ୧୫ ରେ ଝାଡ଼ଖଣ୍ଡରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ଜନ୍ମସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ ସମାରୋହର ନେତୃତ୍ବ ନେବେ । ଶନିବାର ଦିନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ମୁଣ୍ଡା । ଶ୍ରୀ ମୁଣ୍ଡା କହିଛନ୍ତି ଯେ,

ପଦ୍ମପୁର ଉପନିର୍ବାଚନ; କିଏ ଜିତିବ ବାଜି

ବରଗଡ଼ : ବରଗଡ଼ ଜିଲ୍ଲାର ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଟିକେଟ ଦେବ ବିଜେପି । ଏନଇ ବିଜେପିର ତୁଙ୍ଗ ନେତାମାନେ ପଦ୍ମପୁରରେ ଡେରା ପକାଇଲେଣି । ଦଳୀୟ ନେତା, କର୍ମୀ ମହଲରେ ଏବେ ବିଜୟ ପାଇଁ ରଣନୀତି ଚାଲିଛି । କଂଗ୍ରେସ ଦଳ ପୂର୍ବତନ ବିଧାୟକ

ପାକିସ୍ତାନ ବିପକ୍ଷରେ ନିଉଜିଲ୍ୟାଣ୍ଡର 152 ରନ

ସିଡ୍‌ନି: ନ୍ୟୁଜଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୨ ରନ୍‌ କରିଛି। ଫଳରେ ୧୫୩ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ବ୍ୟାଟିଂ କରିବାକୁ ଓହ୍ଲାଇବ ପାକିସ୍ତାନ। ସେମିଫାଇଲାନରେ ନ୍ୟୁଜଲାଣ୍ଡ କ୍ୟାପଟେନ କେନ୍‌ ୱିଲିୟମସନ୍ ଟସ୍‌ ଜିତି ପ୍ରଥମେ ବ୍ୟଟିଂ କରିବାକୁ ନିଷ୍ପତ୍ତି

୨୫ ହଜାର ମାଟି ଦୀପରେ ୨୫ ଫୁଟ ଉଚ୍ଚର ବାଲି ବୋଇତ ନିର୍ମାଣ

କଟକ : ବାଲିଯାତ୍ରା ପଡ଼ିଆରେ ୨୫ ହଜାର ମାଟି ଦୀପରେ ୨୫ ଫୁଟ ଉଚ୍ଚର ବାଲି ବୋଇତ ନିର୍ମାଣ କରାଯାଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଟିମ୍‌ ଦ୍ବାରା ଶହେଟନ୍‌ ବାଲିରେ ‘ବୋଇତ’ ପ୍ରସ୍ତୁତ କରାଯାଇଛି। ୨୦ରୁ ଅଧିକ ଛାତ୍ରଛାତ୍ରୀ ଏହି

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଚାର ଓ ସୁଶାନ୍ତ ସିଂଙ୍କୁ ପରିଚାଳନା ଦାୟିତ୍ଵ

ଭୁବନେଶ୍ବର: ପଦ୍ମପୁର ଆସନରେ ବିଜେଡି ଜିତିବାକୁ ରଣନୀତି ଆରମ୍ଭ କରିଛି । ଦଳ ଏଥର ପଦ୍ମପୁର ଉପନିର୍ବାଚନରେ କିଭଳି ବିଜୟ ଲାଭ କରିବ ତାକୁ ନେଇ ପଦ୍ମପୁର ପାଇଁ ନେତାମାନଙ୍କୁ ଦାୟିତ୍ବ ବଣ୍ଟନ କରିଛି। ବିଜେଡି ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଚାର ଦାୟିତ୍ବ ଦେଇଛି ଦଳ ।

୧୦% ସଂରକ୍ଷଣ କାଏମ୍‌ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଅଣସଂରକ୍ଷିତ ବର୍ଗର ‘ଆର୍ଥିକ ଅନଗ୍ରସର ବର୍ଗ’ଙ୍କ (ଇଡବ୍ଲୁଏସ୍‌) ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା କରିଥିବା ସମ୍ବିଧାନର ୧୦୩ତମ ସଂଶୋଧନକୁ ଆଜି ସୁପ୍ରିମ୍‌ କୋର୍ଟ କାଏମ ରଖିଛନ୍ତି। ପ୍ରଧାନ ବିଚାରପତି ୟୁ. ୟୁ. ଲଳିତ, ବିଚାରପତି ଦିନେଶ ମାହେଶ୍ବରୀ, ଏସ୍. ରବୀନ୍ଦ୍ର ଭଟ୍ଟ,

ଗୋକର୍ଣ୍ଣନାଥ ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ବିଧାନସଭା ଆସନରେ ବିଜେପିର ବଡ଼ ବିଜୟ । ସମାଜବାଦୀ ପାର୍ଟି କୁ ସମସ୍ତ ବିରୋଧୀ ଦଳ ସାହାର୍ଯ୍ୟ କରିଥିଲେ ମଧ୍ୟ ପରାଜିତ କରିପାରିନାହାଁନ୍ତି । ବିଜେପିର ବିଜୟ ସମେତ ସମସ୍ତ ବିରୋଧୀ ଦଳଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି। ବିଜେପିର ଏହି ବିଜୟ