Browsing Tag

#metro tv

ଚାଇନା ସୀମାରେ ଉତ୍ତେଜନା, ଭାରତର ଏୟାର ପ୍ୟାଟ୍ରୋଲିଂ

ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚାଇନା ସେନା ଏବଂ ଭାରତୀୟ ସେନା ମଧ୍ୟରେ ସୀମାକୁ ନେଇ ବିବାଦ ଆରମ୍ଭ ହୋଇଛି । ଅନୁପ୍ରବେଶ ଉଦ୍ୟମ ପରେ ଦୁଇ ଦେଶ ସେନା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଛି। ଚାଇନା ଆକାଶ ପଥରେ ଅନୁପ୍ରବେଶ କରିବାର ଆଶଙ୍କା ଥିବାରୁ ଭାରତୀୟ ସେନା ଏହାର ମୁକାବିଲା ପାଇଁ

କୋର୍ଟରେ ହାଜର ପରେ ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ଇଡି

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ (ଇଡି) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଗିରଫ କରିଛି। ୭ ଦିନିଆ ରିମାଣ୍ଡ ସରିବା ପରେ ଅର୍ଚ୍ଚନା ନାଗଙ୍କୁ ଇଡି ଆଜି କୋର୍ଟରେ ହାଜର କରିଥିଲା। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଛି।

ଲବଙ୍ଗ ଚା’

ଶୀତଦିନେ ଥଣ୍ଡା, ସର୍ଦି ହେବା ଏକ ସାଧାରଣ ସମସ୍ୟା। ସେଥିରୁ ଉପଶମ ପାଇବାକୁ କେତେଜଣ ଅଦା ଚା’ ପିଅନ୍ତି। ଚା’ରେ ଅଦାରସ ସହ ଲବଙ୍ଗକୁ ଗୁଣ୍ଡ କରି ମିଶାଇ ପିଅନ୍ତୁ। ଚା’ ସ୍ବାଦ ବେଶ୍ କଡ଼ା ଲାଗିବା ସହ ଥଣ୍ଡାଜନିତ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରେ।ପାଣିପାଗ ପରିବର୍ତ୍ତନ କାରଣରୁ ଏଇ ଦିନେ

ଇଂଲଣ୍ଡଠୁ ହାରିଗଲା ପାକିସ୍ତାନ, ସୋସିଆଲ ମିଡିଆରେ ପାକିସ୍ତାନ ଖେଳାଳିଙ୍କୁ କଟାକ୍ଷ

ମୁଲତାନ୍‌: ମୁଲତାନ୍‌ ଟେଷ୍ଟରେ ପାକିସ୍ତାନ ଜିତିବ ବୋଲି ଆଶା ରଖିଥିଲେ ପାକିସ୍ତାନ ପ୍ରଶଂସକ । ତେବେ ଜିତିବା ମ୍ୟାଚ ହାରିଗଲା ପାକିସ୍ତାନ । ଜିତିବା ର ସଂଭାବନା ଥିବା ମ୍ୟାଚ ଶେଷ ବେଳକୁ ପାକିସ୍ତାନ ଉଇକେଟ ଗୋଟେ ପଟେ ଗୋଟେ ହରାଇ ହାରିଯାଇଥିଲା । ଚତୁର୍ଥ ଦିନରେ ରିସ୍କ ନେଇଥିବା

ଫାଇନାଲ ଯିବା ଆଶାରେ ମେସି, ଆଜି ଆର୍ଜେଣ୍ଟିନାକୁ ଟକ୍କର ଦେବ କ୍ରୋଏସିଆ

ଆଜିଠୁ ଫିଫା ବିଶ୍ବକପ୍‌ର ସେମିଫାଇନାଲ୍‌ । ପ୍ରଥମ ମ୍ୟାଚ୍‌ରେ ମେସିଙ୍କ ଆର୍ଜେଣ୍ଟିନା ସହିତ କ୍ରୋଏସିଆର ମୁକାବିଲା ହେବ। ସେହିପରି ପୂର୍ବତନ ବିଜେତା ଫ୍ରାନ୍ସ ଓ ଚଳିତ ବର୍ଷର ବଡ଼ ବିପର୍ଯ୍ୟୟକାରୀ ମରକ୍କୋ ମଧ୍ୟରେ ବୁଧବାର ଦ୍ବିତୀୟ ସେମିଫାଇନାଲ୍‌ ମ୍ୟାଚ୍ ଖେଳାଯିବ। ଫ୍ରାନ୍ସ ଓ

ଅରୁଣାଚଳ ସୀମାରେ ଭାରତ-ଚୀନ୍‌ ସେନା ମୁହାଁମୁହିଁ

ଅରୁଣାଚଳପ୍ରଦେଶର ସୀମାରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି । ଏଲ୍‌ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟରେ ଭାରତ ଏବଂ ଚୀନ୍‌ ସେନା ମୁହାଁମୁହିଁ ହୋଇଥିବା ବେଳେ କିଛି ସୈନିକ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତେଲେଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଜେରା କରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନେତା ମନ୍ତ୍ରୀଙ୍କ ପିଛା ଛାଡୁନି ସିବିଆଇ । ତେଲେଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଏହି ମାମଲାରେ ଜେରା କରିବ ସିବିଆଇ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ଆଜି ତାଙ୍କ ବାସଭବନରେ ସିବିଆଇ ପଚରାଉଚରା କରିବ

୬ଷ୍ଠ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନାଗପୁର: ନାଗପୁର ମେଟ୍ରୋ ରେଳ ପ୍ରକଳ୍ପର ‘ଫେଜ୍‌ ୧’ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୬୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ କରାଯିବାକୁ ଥିବା ଉକ୍ତ ରେଳ ପ୍ରକଳ୍ପର ‘ଫେଜ୍‌ ୨’ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ଏହା ନାଗପୁରର

ମହାନଦୀରେ ବୁଡ଼ି ଛାତ୍ରଙ୍କର ମୃତ୍ୟୁ

କଟକ: କଟକର ଯୋବ୍ରା ଆନିକଟରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଛାତ୍ର ଜଣକ ଜଗତପୁର ଥାନାର ପଶ୍ଚିମକଚ୍ଛ ଅଞ୍ଚଳର ସୋହେଲ ଖାନ ବୋଲି ଜଣାଯାଇଛି। ଘଟଣା ସଂପର୍କରେ ଖବର ପାଇ ଜଗତପୁର ଥାନା ପୁଲିସ ଓ ଅଗ୍ନିଶମ ବାହିନୀର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।  ପରେ

ଲାଇଟ୍ ହାଉସ୍ ପର୍ଯ୍ୟଟନ ପ୍ରକଳ୍ପରେ ଓଡିଶାରୁ ପାଞ୍ଚ ସାମିଲ୍‌

ନୂଆଦିଲ୍ଲୀ: ସରକାରୀ  ଘରୋଇ ଭାଗୀଦାରୀ (ପିପିପି)ରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ନିର୍ଦ୍ଧାରିତ ହୋଇଥିବା ୬୫ଟି ଲାଇଟ୍ ହାଉସ୍ ମଧ୍ୟରୁ ଓଡିଶାର ପାଂଚଟି ଲାଇଟ୍ ହାଉସ୍‌କୁ ଚିହ୍ନଟ କରାଯାଇଛି । ସେଗୁଡିକ ହେଉଛି , ଗୋପାଳପୁର ଲାଇଟ୍ ହାଉସ୍‌, ପୁରୀ ଲାଇଟ୍ ହାଉସ୍‌, ଚନ୍ଦ୍ରଭାଗା