Browsing Tag

#metro tv

ଗୁଜରାଟରେ ଆପ୍‌ ପାଇଁ କଂଗ୍ରେସ କମ ଆସନ ପାଇଲା: ରାହୁଲ ଗାନ୍ଧି

ଜୟପୁର: ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଆପକୁ ଦାୟୀ କରିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି ଗୁଜରାଟରେ କଂଗ୍ରେସ ଭୋଟକୁ ଆପ କାଟିଲା । ଯାହା ଫଳରେ କଂଗ୍ରେସର ଭୋଟ କମିଲା । ଆସନ ବି କମିଲା । କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପାଇଁ ​​ଆମ୍ ଆଦମୀ ପାର୍ଟି ଏକ ବଡ

ଧନୁ ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି

ପୁରୀ : ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ପାଇଁ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା’ଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ। ଏଥିପାଇଁ ସଅଳ ନୀତିକାନ୍ତି ହେବ। ସଅଳ ମହାପ୍ରସାଦ ବାହାରିବ। ସଅଳ ଦ୍ବାରଫିଟା ଓ ସଅଳ ପହୁଡ଼ ବି ହେବ। ପ୍ରତିଦିନ ରାତି ୨ଟାରୁ

ଓକିଲ ଆନ୍ଦୋଳନ ଘଟଣାରେ ୩୨ ଜଣ ଓକିଲ ଜେଲ୍‌ଗଲେ

ସମ୍ବଲପୁର : ସୁପ୍ରିମକୋର୍ଟଙ୍କ ଫଟକାର ପରେ ପୁଲିସ ଏବେ ଓକିଲମାନଙ୍କୁ ଗିରଫ କରି ଜେଲ ପଠାଉଛି । ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ ଘଟଣାରେ ଓକିଲ ଓ ସାଧାରଣ ଲୋକଙ୍କ ଗିରଫଦାରି ଜାରି ପୋଲିସ କରୁଛି । ଗୁରୁବାର ସୁଦ୍ଧା ୧୨ ଆନ୍ଦୋଳନ ଓ ଭଙ୍ଗାରୁଜା ‌ଘଟଣାରେ ମୋଟ ଗିରଫଙ୍କ

ଭାରତ ପାଳନ କରୁଛି ବିଜୟ ଦିବସ, ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ୧୯୭୧ରେ ଭାରତୀୟ ସେନା ଆଗରେ ପାକିସ୍ତାନ ସେନା ଆତ୍ମସମର୍ପଣ କରିଥିଲା । ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ରେ ପାକିସ୍ତାନ ଉପରେ ବିଜୟ ହାସଲ କରିଥିବା ଭାରତ । ଆଜି ୫୧ତମ ‘ବିଜୟ ଦିବସ’ ପାଳନ କରୁଛି ଭାରତ ।

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନ୍ ୱାଇଣ୍ଡ୍‌-୨୦୨୨

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନ୍ ୱାଇଣ୍ଡ-୨୦୨୨ ତ୍ରୟୋଦଶତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଅନ୍ ୱାଇଣ୍ଡ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କର ନିୟମିତ ପାଠ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଅବସର ପାଇଁ କିଛି ସମୟ ପାଇଥାନ୍ତି । ଯେଉଁଥିରେ

ଭାରତ -ବାଂଲାଦେଶ ପ୍ରଥମ ଟେଷ୍ଟ: ପ୍ରଥମ ଦିନରେ ଭାରତ 278/6

ଆଜି ଭାରତ -ବାଂଲାଦେଶ ପ୍ରଥମ ଟେଷ୍ଟ ଖେଳାଯାଉଥିବା ବେଳେ ପ୍ରଥମ ଦିନରେ ଭାରତ 278 ରନ୍ କରି 6 ଉଇକେଟ ହରାଇଛି । ବାଂଲାଦେଶର ଚଟ୍ଟଗ୍ରାମସ୍ଥିତ ‘ଜହୁର୍‌ ଅହମଦ୍‌ ଚୌଧୁରୀ ଷ୍ଟାଡିୟମ୍‌’ରେ ଆରମ୍ଭ ହୋଇଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍‌ ରେ ଚେତେଶ୍ବର ପୂଜାରା 90 ରନ କରି ଆଉଟ

ଆସାମ ରେ ୧୭ ଲକ୍ଷ ମହିଳାଙ୍କ ଖାତାକୁ ମାସିକ ଯିବ ୧୨୫୦ ଟଙ୍କା

ଆସାମରେ ମହିଳାଙ୍କୁ ମିଳିବ ମାସକୁ ୨୫୦ ଟଙ୍କା । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଓରୁନୋଡୋଇ-୨ ଯୋଜନାକୁ ଲଂଚ କରିଛନ୍ତି । ଏଥିରେ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ମାସିକ ୧୨୫୦ ଟଙ୍କା ଲେଖାଏଁ ସରକାର ପ୍ରଦାନ କରିବେ । ଏହା ପ୍ରତ୍ୟେକ ମାସ ୧୦ ତାରିଖରେ ପ୍ରଦାନ କରାଯିବ ବୋଲି

ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା,3-0 ହାରିଲା କ୍ରୋଏସିଆ

କତାର: ବିଶ୍ୱକପ ଫାଇନାଲକୁ ପ୍ରବେଶ କରିଛି ଆର୍ଜେଣ୍ଟିନା । କ୍ରୋଏସିଆକୁ ୩-୦ ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା ୬ଷ୍ଠ ଥର ପାଇଁ ଫିଫା ଫୁଟବଲ ବିଶ୍ୱକପ ଫାଇନାଲ ଟିକେଟ ହାତେଇଛି। ଗତକାଲି ରାତିରେ ଖେଳାଯାଇଥିବା ମ୍ୟାଚରେ ମେସିଙ୍କ ଦମଦାର ପ୍ରଦର୍ଶନ ଫଳରେ ଆର୍ଜେଣ୍ଟିନା କ୍ରୋଏସିଆକୁ

ବାଂଲାଦେଶ ବିପକ୍ଷରେ ଭାରତର ବ୍ୟାଟିଂ ଜାରି

ଢାକା: ଆରମ୍ଭ ହୋଇଛି ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ । ଅଧିନାୟକ କେଏଲ ରାହୁଲ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହ ଭାରତ ପ୍ରଥମେ ବ୍ୟାଟିଂ କରି ଏକ ଉଇକେଟ ହରାଇ କରିଛି 43 ରନ୍ । ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ୩ଟି ଯାକ ଦିନିକିଆରେ ଟସ୍‌ ହାରିଥିବା ଭାରତ

ଚାଇନା ସୀମାରେ ଉତ୍ତେଜନା, ଭାରତର ଏୟାର ପ୍ୟାଟ୍ରୋଲିଂ

ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚାଇନା ସେନା ଏବଂ ଭାରତୀୟ ସେନା ମଧ୍ୟରେ ସୀମାକୁ ନେଇ ବିବାଦ ଆରମ୍ଭ ହୋଇଛି । ଅନୁପ୍ରବେଶ ଉଦ୍ୟମ ପରେ ଦୁଇ ଦେଶ ସେନା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଛି। ଚାଇନା ଆକାଶ ପଥରେ ଅନୁପ୍ରବେଶ କରିବାର ଆଶଙ୍କା ଥିବାରୁ ଭାରତୀୟ ସେନା ଏହାର ମୁକାବିଲା ପାଇଁ