Browsing Tag

#metro tv

ପୂଜାଋତୁ ପାଇଁ  ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ଡେଜ୍‌ ସେଲ୍‌

ଆସୁଛି ପାର୍ବଣ ଋତୁ ।  ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ଡେଜ୍‌ ସେଲ୍‌ ଆରମ୍ଭ ହେବାକୁ ଯାଉଛି । ଏହି ସେଲ୍‌ରେ ଗ୍ରାହକଙ୍କୁ ଖୁବ୍ ଆକର୍ଷଣୀୟ ଅଫର୍‌ ସବୁ ମିଳିବାକୁ ଯାଉଛି। ଏଥିରେ କମ୍ପାନି ବିଭିନ୍ନ ବ୍ରାଣ୍ଡ୍‌ର ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର୍‌ ପ୍ରଦାନ କରିବାକୁ ଯାଉଛି। ବିଲିୟନ୍‌…

ଭାରତ-ଅଷ୍ଟ୍ରେଲିଆ ଦିନିକିଆ

ମୋହାଲି: ଅଷ୍ଟ୍ରେଲିଆ ସହ ଦିନିକିଆ ମ୍ୟାଚ୍ ଆଜିଠୁ ଆରମ୍ଭ ହେବାକୁ ଯାଉଛି ।  ଘରୋଇ ଭାରତୀୟ ଦଳ ରୋହିତ ଶର୍ମା, ବିରାଟ କୋହଲି, କୁଲଦୀପ ଯାଦବ, ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ଏହି ମ୍ୟାଚ୍‌ ଖେଳୁଛି। ବିଶ୍ବକପ୍‌ ପୂର୍ବର ଏହି ଲଢ଼େଇରେ ଭାରତୀୟ ଦଳରେ‌…

ଆଜିର ରାଶିଫଳ

ମେଷ: ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ। ବ୍ୟବସାୟରେ ଧନଲାଭର ସୁଯୋଗ ପାଇବେ। ଅଫିସରେ ସହକର୍ମୀ ସହଯୋଗ କରିବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। ବୃଷ: ଆଗକୁ ବଢ଼ି ଚାଲିବା ପାଇଁ ଦିନଟି ଭଲ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ।…

ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା

ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂଜାରି ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ବଲାଙ୍ଗିର, ବରଗଡ଼,…

ଚୀନ୍‌ ବୈଦେଶିକ ମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି କ୍ବିନ୍‌ ଗାଙ୍ଗ୍‌!

ଜୁଲାଇ ମାସରୁ ଚୀନ୍‌ର ବୈଦେଶିକ ମନ୍ତ୍ରୀ ସାଧାରଣରେ ଦେଖାଯାଉନଥିଲେ । ତେବେ ଏହାର କାରଣ ଏବେ ଜଣାପଡିଛି । ଆମେରିକାରେ ତାଙ୍କର ପ୍ରେମ ସଂପର୍କକୁ ନେଇ ତାଙ୍କୁ ପଦରୁ ବହିଷ୍କାର କରାଯାଇଛି ବୋଲି କିଛି ଖବର ପ୍ରକାଶ ପାଇଛି । ପଦରୁ ବହିଷ୍କୃତ ହୋଇଥିବା କ୍ବିନ୍‌ ଗାଙ୍ଗ୍‌ ଆମେରିକାରେ…

ଭାରତ-କାନାଡା ବାଣିଜ୍ୟ ସମ୍ପର୍କରେ ତିକ୍ତତା

ଖଲିସ୍ତାନୀ ବିଚ୍ଛିନ୍ନବାଦୀ ନେତାଙ୍କ ହତ୍ୟାକୁ ନେଇ ଭାରତ-କାନାଡା ବ୍ୟବସାୟରେ ପ୍ରଭାବ ପଡ଼ିବ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ ଖଲିସ୍ତାନକୁ ସମର୍ଥନ କରି କହିବା ପରେ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା‌ ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଯଦି ଉତ୍ତେଜନା ଆଗକୁ ବଢ଼ିବ ଓ…

ମହିଳା ସଂରକ୍ଷଣ ବିଲକୁ ନେଇ ପ୍ରଶଂସା କଲେ କଙ୍ଗନା ରାନାୱତ ‘ଚନ୍ଦ୍ରମୁଖୀ-୨’କୁ ନେଇ ଚର୍ଚ୍ଚାରେ

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଆଜି ନୂଆ ସଂସଦ ଭବନରେ ଦେଖିବାକୁ ମିଳିଥିଲା । ସେ ମହିଳା ସଂରକ୍ଷଣ ବିଲକୁ ନେଇ ଉତ୍ସାହିତ ଥିବା କହିଛନ୍ତି । ମୋଦିଙ୍କୁ ପ୍ରଶଂସା କରିଛନ୍ତି ।  ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ-୨’କୁ ନେଇ ସେ ବ୍ୟସ୍ତ ଥିବା କହିଛନ୍ତି ।  ଆଗକୁ ଫିଲ୍ମ…

ସ୍ୱଳ୍ପ ମାସିକ ଦେୟ ଆଦାୟ କରିବାକୁ ଯାଉଛନ୍ତି ଏଲନ୍‌ ମସ୍କ

ଏଣିକି ମାସିକ ଟଙ୍କା ଦେବାକୁ ପଡିବ ଏକ୍ସ ବ୍ୟବହାର କରୁଥିବା ୟୁଜରଙ୍କୁ । ମାସକୁ ମାସ ଏଣିକି  ସ୍ୱଳ୍ପ ମାସିକ ଦେୟ ଆଦାୟ କରିବାକୁ ଯାଉଛନ୍ତି ଏଲନ୍‌ ମସ୍କ। ଫଳରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଖୁବ ଶୀଘ୍ର ଆଉ କୌଣସି ପ୍ରକାରର ମାଗଣା ବ୍ୟବହାରର ସୁଯୋଗ ଦେବନାହିଁ। ଇସ୍ରାଏଲ…

ଆମେ ଭାରତକୁ ଉସୁକାଉନାହୁଁ

ଭାରତର କଡ଼ା ପଦକ୍ଷେପ ପରେ ନଇଁଛି କାନାଡା । ସକାଳୁ ତାଉ ଦେଖାଉଥିବା କାନାଡା ସଂଧ୍ୟାକୁ ନରମ ହୋଇଛି ।  ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜରଙ୍କ ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଥିବା ବେଳେ ଭାରତର କଡା ଜବାବ ଦେଖି କାନାଡା ପ୍ରଧାନମନ୍ତ୍ରୀ ଉତ୍ତର ରଖିଛନ୍ତି ।…

୧୦ ଦିନ ଧରି ଜାରି ରହିଛି ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ବର: ଆଲୋଚନା ଚାଲିଛି କିନ୍ତୁ ଫଳ ଶୂନ । ସରକାର ଏବଂ ଶିକ୍ଷକଙ୍କ ମଧ୍ୟରେ ଆଲୋଚନା ଚାଲିଛି କିନ୍ତୁ ବାଟ ବାହାରିପାରୁନି । ଦୁଇଟି ସଂଘ ସରକାରଙ୍କ କଥା ମାନିଛନ୍ତି । ଆଉ ଆଠଟି ସଂଘ ମାନିନାହାଁନ୍ତି  ।୧୦ ଦିନ ଧରି ୧୦ଟି ଶିକ୍ଷକ ସଂଘଠନ ତିନି ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଥିଲେ…