ଚଳିତ ବର୍ଷ ଯୁକ୍ତ ୨ କଳା ଖାତା ଦେଖା ଅନଲାଇନ୍ରେ ହେବ -ନିତ୍ୟାନନ୍ଦ ଗଣ୍ଡ
ଚଳିତ ବର୍ଷରୁ ବଦଳିପାରେ ଯୁକ୍ତ ୨ ଖାତାଦେଖା ଢ଼ାଞ୍ଚା । ଯୁକ୍ତ ୨ କଳା ଖାତା ଦେଖା ଅନଲାଇନ୍ରେ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କଳା ବିଭାଗ ଖାତାଦେଖା ଅନଲାଇନ୍ରେ ହେବା ପାଇଁ ପ୍ରସ୍ତୁତି କରାଯାଉଛି । ଚୂଡ଼ାନ୍ତ ପାଇଁ ବଜେଟ୍…