Browsing Tag

#metro tv

ଅଧାରେ ରହିଲା ପୁରୀ ତ୍ରୀର୍ଥଯାତ୍ରା

ଅଧାରୁ ରହିଗଲା ମହାପ୍ରଭୁଙ୍କ ଦର୍ଶନ ଯାତ୍ରା ।  ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌।୨୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉତ୍ତର ପ୍ରଦେଶରୁ ପୁରୀ ଆସୁଥିବା ବେଳେ ଏନଏଚ- ୬୦ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନାରୁ ଜଣାପଡିଛି  ଉତ୍ତର…

ପାର୍ବଣ ପାଇଁ ଦେଶବ୍ୟାପୀ ଗଡିବ ୬ହଜାର ଟ୍ରେନ

ଗତବର୍ଷ ପାର୍ବଣ ସମୟରେ ରେଳ ବିଭାଗ ପକ୍ଷରୁ ୪,୪୨୯ ସ୍ବତନ୍ତ୍ର ଟ୍ରେନ୍‌ ଚଳାଯାଇଥିବା ବେଳେ ଚଳିତବର୍ଷ ପାର୍ବଣ ରେ ୬ହଜାର ସ୍ଵତନ୍ତ୍ର ଟ୍ରେନ ଚଳାଇବା ପାଇଁ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି |ଏହଦ୍ଵାରା୧ କୋଟି ରୁ ଉର୍ଦ୍ଧ ଯାତ୍ରୀ ଉପକୃତ ହେବେ ବୋଲି ଏକ ଖବରଦାତା ସମ୍ମିଳନୀରେ ରେଳ…

ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ

ଭଦ୍ରକ: ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଉତ୍ତେଜନା । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକ ଜିଲ୍ଲାରେ ବନ୍ଦ ହୋଇଛି ଇଣ୍ଟରନେଟ୍ ସେବା। ସୋଶାଲ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ…

କାହିଁକି ତିରୁପତି ଗସ୍ତ ବାତିଲ କଲେ ଜଗନମୋହନ

ତିରୁପତି ଗସ୍ତ ବାତିଲ କଲେ ଜଗନମୋହନ  । ହିନ୍ଦୁମାନଙ୍କୁ ନେଇ ପୂର୍ବରୁ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ଟ୍ରୋଲ କରାଯାଉଛି । ଆଉ ଏହାରି ଭିତରେ ଓ୍ବାଇଏସ୍‌ଆର୍‌ସିପି ମୁଖ୍ୟ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କୁ ନିଜ ଧର୍ମ ଘୋଷଣା କରିବାକୁ କୁହାଯିବାରୁ ସେ ତାଙ୍କର ତିରୁପତି ଭେଙ୍କଟେଶ୍ୱର…

ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କ ପରଲୋକ

ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କର ଲଣ୍ଡନର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ହାରି ପୋଟ୍ଟର ଫିଲ୍ମ ସିରିଜ୍‌ରେ ସେ ପ୍ରଫେସର ମାକ୍‌ଗୋନାଗାଲ ଭୂମିକାରେ ଅଭିନୟ କରିଥିଲେ। ‘ଦି ପ୍ରାଇମ୍‌ ଅଫ୍‌ ମିସ୍‌ ଜିନ୍‌ ବ୍ରୋଡି’ ଚଳଚ୍ଚିତ୍ର ପାଇଁ ୧୯୬୯ରେ…

ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବ କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଁଚାଇବା ପାଇଁ ଏବେ ଗୁରୁତ୍ବ ଦିଆଯିବ । ପ୍ରଚାର ପ୍ରସାର ହେଲେ ଯୋଜନା ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରିବେ ।  କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶାରେ କାର୍ଯ୍ୟରତ ବିଭିନ୍ନ ବିଭାଗ ଏବଂ…

ଜାତି ଜନଗଣନା, ସାମ୍ବିଧାନିକ ସଂରକ୍ଷଣ ନେଇ ଦୃଢ଼ ଦାବି କଲେ ଶ୍ରୀକାନ୍ତ ଓ କାଡାମ

ଭୁବନେଶ୍ବର: ଜାତି ଜନଗଣନା ପ୍ରସଙ୍ଗରେ ସର୍ବଭାରତୀୟ ସ୍ତରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଏହି ଦାବି କରି ଆସୁଥିବା ବେଳେ ଇଣ୍ଡିଆ ବ୍ଲକ ବି ଦାବି କରି ଆସୁଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଜାତି ଜନଗଣନା ନେଇ ସ୍ପଷ୍ଟ ଆଭିମୁଖ୍ୟ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ଶ୍ରୀକାନ୍ତ…

ସଂସଦର ସଂସଦୀୟ ଷ୍ଟାଣ୍ଡିଂ କମିଟି ଗଠିତ : ରାହୁଳଙ୍କୁ ମିଳିଲା ସୋନିଆ ଗାନ୍ଧୀଙ୍କୁ ମିଳିଲାନି ସ୍ଥାନ

ସଂସଦର ସଂସଦୀୟ ଷ୍ଟାଣ୍ଡିଂ କମିଟି ଗଠିତ  ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତକାଲି ଏହି କମିଟି ଗଠନ କରାଯାଇଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସଂସଦର ପ୍ରତିରକ୍ଷା କମିଟିର ସଦସ୍ୟତା ବଜାୟ ରଖିଥିବା ବେଳେ ଓଡିଶାର ବହୁ ସାଂସଦ ଏଥିରେ ସ୍ଥାନ ପାଇଛନ୍ତି। ଓଡିଶା ସାଂସଦ ଭର୍ତ୍ତୃହରି…

ଶିଗେରୁ ଇଶିବା ହେବେ ଜାପାନର ପ୍ରଧାନମନ୍ତ୍ରୀ

ଜାପାନର ଏଲଡିପି ନିର୍ବାଚନରେ ଶିଗେରୁ ଇଶିବା ବିଜୟୀ ହୋଇଛନ୍ତି। ଫଳରେ ଫୁମିଓ କିସିଦାଙ୍କ ସ୍ଥାନରେ ସେ ଜାପାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି । ଗତ ମାସରେ ଫୁମିଓ କିସିଦା ଇସ୍ତଫା ଦେଇଥିଲେ ।  ଦ୍ବିତୀୟ ରାଉଣ୍ଡ ମତଦାନରେ ଶିଗେରୁ ଇଶିବା କଠୋର ଜାତୀୟତାବାଦୀ ସାନେତକେ…

ରାଜ୍ୟବ୍ୟାପୀ ନର୍ସିଂ କର୍ମଚାରୀ ସମସ୍ତ ମେଡିକାଲ ସେବା ଉପରେ ରୋକ ଲଗାଇଛନ୍ତି

କାର୍ଯ୍ୟବନ୍ଦ ଆନ୍ଦୋଳନରେ ନର୍ସିଂ କର୍ମଚାରୀ ସଂଘ। ଶୁକ୍ରବାରଠାରୁ ରାଜ୍ୟବ୍ୟାପୀ ନର୍ସିଂ କର୍ମଚାରୀ ସମସ୍ତ ମେଡିକାଲ ସେବା ଉପରେ ରୋକ ଲଗାଇଛନ୍ତି। ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଜାରି ରଖିଛନ୍ତି ସମସ୍ତ ନର୍ସିଂ କର୍ମଚାରୀ। ଏହାକୁ ନେଇ କଟକ ଏସସିବି ମେଡିକାଲରେ ପ୍ରଭାବିତ ହୋଇଛି…