Browsing Tag

#metro tv

ରାଜ୍ୟ କଂଗ୍ରେସର ବଡ଼ଧରଣର ହଇଚଣ ସୃଷ୍ଟି ,ଦଳରୁ ମହମ୍ମଦ ମୋକିମଙ୍କୁ ବହିଷ୍କାରକୁ ବିରୋଧ କରି ଇସ୍ତଫା ଦେଲେଳ ୪୧…

କଂଗ୍ରେସକୁ ଝଟ୍‌କା । ଗୋଟିଏ ପଟେ ଦଳ ସୁଧାରିବାକୁ ଘନ ଘନ ବୈଠକ ବସୁଛି । ହେଲେ ଦଳ ସୁଧୁରିବ କଣ.. ଏବେ ଦଳ ଛାଡ଼ିଲେଣି ପୁଳା ପୁଳା ନେତା । ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଜୋରଦାର ଝଟ୍‌କା । ଏକାସାଙ୍ଗେ ୪୧ କଂଗ୍ରେସ ନେତା ପାର୍ଟି ଛାଡ଼ିଥିବା ଜଣାପଡିଛି । ଏକାସାଙ୍ଗେ…

ବସ୍ ଧର୍ମଘଟ ନିଷ୍ପତ୍ତିରୁ ଓହରିଲା ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ,ବସ୍ ସେବା ସ୍ୱାଭାବିକ

ବସ୍ ଧର୍ମଘଟ ନିଷ୍ପତ୍ତିରୁ ଓହରିଲା ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ସଂଘର ବୈଠକ ପରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି । ଫଳରେ ପୂର୍ବପରି ବସ୍ ସେବା ସ୍ୱାଭାବିକ ରହିବ ବୋଲି ଜଣାପଡ଼ିଛି । ରାଜ୍ୟ ସରକାର ଗ୍ରାମାଞ୍ଚଳରେ କିପରି ଅଧିକରୁ ଅଧିକ ବସ୍ ଚାଲିପାରିବ ସେଥିପାଇଁ ଲକ୍ଷ୍ମୀ…

ଆଜିର ରାଶିଫଳ

ମେଷ: ଈଶ୍ବର ବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ। ବୃଷ: ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ,…

ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ,ବିଭିନ୍ନ ଶିକ୍ଷାନୁଷ୍ଠାନରେ ଭକ୍ତିର ସହ ପୂଜା ଅର୍ଚ୍ଛନା

ହସ୍ତେ ସ୍ଫଟିକମାଳିକାଂ ବିଦଧତିଂ, ପଦ୍ମାସନେ ସଂସ୍ଥିତାଂ, ବନ୍ଦେତାଂ ପରମେଶ୍ୱରୀ ଭଗବତୀଂ ବୁଦ୍ଧିପ୍ରଦାଂ ଶାରଦାଂ । ସରସ୍ୱତୀ ମହାଭାଗେ ବିଦ୍ୟେ କମଳଲୋଚନେ ବିଦ୍ୟାରୂପେ ବିଶାଳାକ୍ଷି ବିଦ୍ୟାଂ ଦେହି ନମୋସ୍ତୁତେ । ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ…

ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ଶଙ୍ଖଭବନ ସମର୍ଥକଙ୍କ ମେଳି ଦେଖିବାକୁ ମିଳିଛି

ନବୀନ ନିବାସ ଚାରିପଟେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଅରବିନ୍ଦଙ୍କ ସମର୍ଥକ ପାଟକୁରାରୁ ଆସୁଥିବା ସୂଚନା ପରେ ସୁରକ୍ଷା ବଢ଼ିଛି। ଅନ୍ୟପଟେ, ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି ଦେଖିବାକୁ ମିଳିଛି। ବିରାଟ ପଟୁଆରରେ ପାଟକୁରାରୁ ଆସିଛନ୍ତି ଅରବିନ୍ଦଙ୍କ ଶହ ଶହ ସମର୍ଥକ।…

ଦୋମୁଁହା କେଶରୁ ମୁକ୍ତି ଦେଇଥାଏ ଦେଶୀ ଘିଅରେ ପ୍ରସ୍ତୁତ ହେୟାର ମାସ୍କ

କେଶ ଝଡିବା ଏବେ ଏକ ସାଧାରଣ ସମସ୍ୟା । ଯାହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ ଏବଂ ପୋଷକ ତତ୍ବର ଅଭାବ । ପୁରୁଷଙ୍କଠାରୁ ଆରମ୍ଭ କରି ମହିଳା ପର୍ୟ୍ୟନ୍ତ ସମସ୍ତେ ଏହି ସମସ୍ୟାର ଶିକାର । ତେବେ କେଶ ଝଡିବା, ରୁକ୍ଷ ହେବା କିମ୍ବା ଅନ୍ୟ ସମସ୍ୟାରୁ ମୁକ୍ତି ପାଇଁ ବଜାରରେ ଅନେକ ସାମଗ୍ରୀ ମିଳୁଛି ।…

ଭାରତରେ ଲଞ୍ଚ ହୋଇଛି Motorola Signature ଫୋନ୍ , ଜାଣନ୍ତୁ କେତତ ରହିଛି ଦାମ୍

ଭାରତରେ Motorola Signature ଫୋନ୍ ଲଞ୍ଚ ହୋଇଛି । Motorolaର ଏହି ଫ୍ଲାଗସିପ୍ ଫୋନରେ ୧୬GB RAM, 1TB ଷ୍ଟୋରେଜ୍ ଏବଂ ପାୱାରଫୁଲ୍ ଫିଚର୍ସ ରହିଛି । କମ୍ପାନୀ ଏହି ଫୋନକୁ ବହୁ ଦିନ ଧରି ସୋସିଆଲ ମିଡିଆରେ ଟିଜ୍ କରିଆସୁଛି । ଏହି Motorola ଫୋନକୁ ବର୍ତ୍ତମାନ ୟୁରୋପୀୟ ବଜାରରେ ଉପସ୍ଥାପନ…

ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ

ରାୟପୁରର ସହିଦ ବୀରନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ଜିତିଥିବା ଭାରତ ଏହି ମ୍ୟାଚକୁ ଜିତି ଶୃଙ୍ଖଳାରେ ନିଜର ଅଗ୍ରଣୀ ସ୍ଥିତିକୁ ଜାରି ରଖିବାକୁ ଉଦ୍ୟମ କରିବ। ନ୍ୟୁଜିଲାଣ୍ଡ ବି…

ପୁତ୍ର ସନ୍ତାନର ବାପା-ମାଆ ହେଲେ ସବ୍ୟାର୍ଚ୍ଚିତା

ଖୁସି ଖବର ଦେଲେ ଓଲିଉଡର ଷ୍ଟାର ଦମ୍ପତ୍ତି । ବାପା-ମାଆ ହେଲେ ସବ୍ୟାର୍ଚ୍ଚିତା । ପୁତ୍ର ସନ୍ତାନର ବାପା ହେଲେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ମାଆ ହେଲେ ଅଭିନେତ୍ରୀ ଅର୍ଚ୍ଚିତା । ପୁଅ ହେଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇ ଖୁସି ଜାହିର କରିଛନ୍ତି ସବ୍ୟସାଚୀ । ଏଥିସହ କାଳିଆ…

ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ

ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ । ଏହି ଦିନଟିକୁ ପରାକ୍ରମ ଦିବସ ବୋଲି ମଧ୍ୟ ପାଳନ କରାଯାଉଛି । ନେତାଜୀ ଜୟନ୍ତୀ ପାଇଁ ସଜେଇ ହୋଇଛି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମପୀଠ ସଂଗ୍ରହାଳୟ ଓ ନେତାଜୀ ସ୍ମାରକୀ । ନେତାଜୀଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ଉପରାଷ୍ଟ୍ରପତି…