Browsing Tag

#metro tv

ମୋଦିଙ୍କ ପ୍ରମୁଖ ସଚିବ ହେଲେ ଶକ୍ତିକାନ୍ତ ଦାସ

ପୂର୍ବତନ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର ଶକ୍ତିକାନ୍ତ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଶକ୍ତିକାନ୍ତ ଦାସ ୬ ବର୍ଷ ପାଇଁ RBI ଗଭର୍ନର ଭାବରେ କାର୍ଯ୍ୟ କରିବା ପରେ ଗତ ବର୍ଷ ଡିସେମ୍ବରରେ ଅବସର ନେଇଥିଲେ। ଏବେ ଅବସର ନେବାର କିଛି ମାସ…

ନ୍ୟୁଜଲପାଇଗୁଡି ଏକ୍ସପ୍ରେସ୍‌ ଟ୍ରେନରୁ ଖସିପଡ଼ିଲା ଯାନ୍ତ୍ରିକ ସାମଗ୍ରୀ

ବାଲେଶ୍ୱର ଜିଲା ସୋର ଷ୍ଟେଶନ ନିକଟ ସର୍ବରା ଷ୍ଟେଶନର କିଛି ଦୂରରେ ଶନିବାର ନ୍ୟୁଜଲପାଇଗୁଡି ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ଟି ପଶ୍ଚିମବଙ୍ଗର ନ୍ୟୁଜଲପାଇଗୁଡିରୁ ଚେନ୍ନାଇ ସେଣ୍ଟ୍ରାଲ ଅଭିମୁଖେ ଯାଉଥିବା ବେଳେ ବ୍ୟାଟେରି ସହିତ ଅନ୍ୟ ଯାନ୍ତ୍ରିକ…

ଶରୀରରେ ଲୁଣର ମାତ୍ରା ଅଧିକ ହେଲେ ବ୍ଲଡ୍ ପ୍ରେସର ବଢେ

ଲୁଣରେ ଥିବା ସୋଡିୟମ୍ ଶରୀର ପାଇଁ ଜରୁରୀ କିନ୍ତୁ ଅତ୍ୟଧିକ ଲୁଣ ଯଦି ଖାଉଛନ୍ତି ଏହାର ସାଇଡ୍ ଇଫେକ୍ଟକୁ ଭୋଗିବାକୁ ବି ପ୍ରସ୍ତୁତ ରୁହନ୍ତୁ । ସ୍ବାସ୍ଥ୍ୟ ବିଶେଷଜ୍ଞ ଲୁଣ ଅଧିକ ଖାଇବାକୁ ବାରଣ କରନ୍ତି । ୱାର୍ଲଡ୍ ହେଲଥ୍ ଅର୍ଗନାଇଜେସନ୍ (ଡଐଙ) ମଧ୍ୟ ଖାଇବାରେ ଲୁଣର କମ୍ ପ୍ରୟୋଗ କରିବାକୁ…

ଏୟାର ଇଣ୍ଡିଆ ବିମାନର ଫଟା ସିଟରେ ବସି ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ , ଅସନ୍ତାେଷ ପ୍ରକାଶ କରିବା ସହ ସୋସିଆଲ…

କେନ୍ଦ୍ରମନ୍ତ୍ରୀଙ୍କୁ ବି ମିଳୁନି ଭଲ ସୁବିଧା । ଗସ୍ତ ସମୟରେ ଚିରା ଓ ଫଟା ସିଟ୍‌ରେ ବସି କରିବାକୁ ପଡୁଛି ଯାତ୍ରା । କଥାଟା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ କେନ୍ଦ୍ରମନ୍ତ୍ରୀ ଏନେଇ ଟ୍ବିଟ୍‌ କରିବା ପରେ ସୋସିଆଲ ମିଡିଆରେ ବଢିଛି ଚର୍ଚ୍ଚା । ସେପଟେ ଏନେଇ ବିମାନ କର୍ତ୍ତୃପକ୍ଷ…

ଓଲଟିଲା OSRTC ବସ୍

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଓଏସ୍‌ଆର୍‌ଟିସି ବସ୍, ଯାହାଫଳରେ ୨୦ ଆହତ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ମୁଚୁରିନାଳ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଛି ଏବଂ ପରେ ଓଲଟିପଡିଛି।…

ମାଲବାହୀ ଟ୍ରେନ୍‌ର ୩ଟି ୱାଗନ ଲାଇନଚ୍ୟୁତ

ଟିଟିଲାଗଡ଼ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ । ଟିଟିଲାଗଡ଼ ଠାରୁ ୮ ନମ୍ବର ଲାଇନରୁ ଡାଉନ୍ ଲାଇନ୍ ରହେନ୍ ଭଟା ଆଡ଼କୁ ଯାଉଥିବା ବେଳେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଗୋଟିଏ ୱାଗନ ପୁରା ରେଳ ଧାରଣାର କଡ଼କୁ ଚଢ଼ି ଯାଇଥିବା ବେଳେ ଆଉ ଦୁଇଟି ୱାଗନ ଲାଇନଚ୍ୟୁତ୍…

ଆଜିଠାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା

ଅଜିଠୁ ସୁଭଦ୍ରା ଶକ୍ତି ମେଳା | ଭାଗ ନେବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା SHG ଓ ଉତ୍ପାଦକ ଗୋଷ୍ଠୀ। ୩୦୦ରୁ ଅଧିକ ଷ୍ଟଲରେ ବିକ୍ରି ହେବ ବିବିଧ ସାମଗ୍ରୀ। ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ କ୍ରେତା, ବ୍ୟବସାୟ ଓ ବଜାର ସହ ଯୋଡ଼ିବାକୁ ସରକାରଙ୍କ ଉଦ୍ୟମ । ଆଜିଠୁ ଜନତା ମୈଦାନରେ ଆରମ୍ଭ…

ରଣଜୀ ଟ୍ରଫି ଫାଇନାଲରେ ବିଦର୍ଭ-କେରଳ

ଚଳିତ ରଣଜୀ ଟ୍ରଫିର ଶୁକ୍ରବାର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଫାଇନାଲରେ ବିଦର୍ଭ ଓ କେରଳ ପରସ୍ପରକୁ ଭେଟିବେ। ଗତ ଥରର ଫାଇନାଲିଷ୍ଟ ବିଦର୍ଭ ୮୦ ରନ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ ପରାସ୍ତ କରିଥିବା ବେଳେ କେରଳ ପ୍ରଥମ ଇନିଂସ…

ଚମ୍ପିଆନ୍‌ସ ଟ୍ରଫି – ଆଜି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟ​‌ରେ ମୁକାବିଲା

ଚଳିତ ଚମ୍ପିଆନ୍‌ସ ଟ୍ରଫିରେ ଆଜି ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟ​‌ରେ ମୁକାବିଲା ହେବ। ଗ୍ରୁପ୍ ‘ବି’ରେ ଉଭୟ ଦଳଙ୍କର ଏହା ପ୍ରଥମ ମ୍ୟାଚ୍‌। ଅଷ୍ଟ୍ରେଲିଆ ୨ ଥର ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଥିବା ବେଳେ ଇଂଲଣ୍ଡ ପ୍ରଥମଥର ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି।…

ହାଶିମ୍‌ ବାବାଙ୍କ ବେଗମ୍‌ ଜୋୟା ଖାନ୍‌କୁ ବାନ୍ଧିଲା ଦିଲ୍ଲୀ ପୁଲିସ

ଅନେକ ବର୍ଷ ଧରି ପୋଲିସର ପହଞ୍ଚ ବାହାରେ ରହିଆସିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଶିମ୍‌ ବାବାଙ୍କ ବେଗମ୍‌ ଜୋୟା ଖାନ୍‌ ଶେଷରେ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌ ଜାଲରେ ପଡ଼ିଛନ୍ତି। ‘ଲେଡି ଡନ’ ଭାବେ ପରିଚିତ ଏହି ୩୩ ବର୍ଷୀୟା ଗ୍ଲାମରସ୍‌ ମହିଳାଙ୍କୁ ବେଆଇନ ନିଶାଦ୍ରବ୍ୟ କାରବାର…