Browsing Tag

#metro tv

ଆଜି ପବିତ୍ର ମାଘ ପୂର୍ଣ୍ଣମୀ,ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ

ଆଜି ପବିତ୍ର ମାଘ ପୂର୍ଣ୍ଣମୀ । ଏହି ଅବସରରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମ୍‌ରେ ବେଶ ପ୍ରସ୍ତୁତି ଶେଷ ହେଉଛି । ପ୍ରମୁଖ ସୋଲ କାରିଗରଙ୍କ ସମେତ ଦର୍ଜୀ ଓ ଚିତ୍ରକର ସେବକ ଠାକୁରଙ୍କ କାର୍ଯ୍ୟରେ ଲାଗିଛନ୍ତି । ଠାକୁରଙ୍କ ଶ୍ରୀହସ୍ତ ପଦ…

ଆଉ କିଛି ସମୟରେ ସଂସଦରେ ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପେଡ଼ି

ଆଉ କିଛି ସମୟରେ ସଂସଦରେ ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପେଡ଼ି। କେନ୍ଦ୍ରୀୟ ବଜେଟ୍ ଆଗତ କରିବେ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଭାବେ ସଂସଦରେ ଏହା ତାଙ୍କର ନବମ ବଜେଟ୍ ହେବ । ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । ବଜେଟକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି । ଏହି ଅବସରରେ…

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଗୋଟିଏ କଥା ଭାବୁଛ, କିନ୍ତୁ ଅନ୍ୟ କିଛି ଘଟିପାରେ। ଜୀବନସାଥୀଙ୍କ ଅସାବଧାନତା ଯୋଗୁଁ ବହୁତ କ୍ଷତି ହୋଇପାରେ। ଲାଭ ପାଇଁ ଯୋଜନାହୀନ ସୁଯୋଗ ହାତଛଡ଼ା ହୋଇଯାଇପାରେ ଏବଂ ଖର୍ଚ୍ଚ ବୃଦ୍ଧି ପାଇବ। ବୃଷ: ଆପଣଙ୍କ କଠିନ ପରିଶ୍ରମ ଏବଂ କୌଶଳ ଆପଣଙ୍କର ଖ୍ୟାତି ଏବଂ ଲାଭ ବୃଦ୍ଧି କରିବ।…

ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯିବ। ଏଥିସହିତ ମୁଖ୍ୟମନ୍ତ୍ରୀ ମୃତକଙ୍କ…

ଆସନ୍ତାକାଲିଠୁ ତମାଖୁ ସାମଗ୍ରୀର ମୂଲ୍ୟ ବୃଦ୍ଧି

ଜାନୁଆରୀ ଶେଷ ହୋଇଛି ଓ ଆସନ୍ତାକାଲିଠୁ ଫେବ୍ରୁଆରୀ ମାସ ଆରମ୍ଭ ହେବ । ଅନେକ ବଡ଼ ପରିବର୍ତ୍ତନ ସହ ମାସ ଆରମ୍ଭ ହେବାକୁ ଯାଉଛି । ଏଥିରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଠାରୁ ଆରମ୍ଭ କରି ଟୋଲ୍ ଟ୍ୟାକ୍ସ ଓ ଷ୍ଟାସଟ୍ୟାଗ ସହ ଜଡ଼ିତ ନିୟମ ସାମିଲ ରହିଛି । ଅନ୍ୟପଟେ ସବୁଠୁ ବଡ଼ ଝଟକା ପାନ-ମସଲା ଓ…

ଆଜି ଭାରତ ଓ ନ୍ୟୁଜିଲାଣ୍ଡ ଶେଷ ଟ୍ବେଣ୍ଟି୨୦, କିଏ ହାତାଇବ ସିରିଜ

ଟ୍ବେଣ୍ଟି୨୦ ବିଶ୍ବକପ୍‌ ପୂର୍ବରୁ ଶନିବାର ଭାରତ ଓ ନ୍ୟୁଜିଲାଣ୍ଡ ଶେଷ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ପାଞ୍ଚ ମ୍ୟାଚ୍‌ର ଟି୨୦ ଶୃଙ୍ଖଳାରେ ଏହା ଅନ୍ତିମ ମ୍ୟାଚ୍‌। ଘରୋଇ ଭାରତ ପ୍ରଥମ ୩ଟି ମ୍ୟାଚ୍‌କୁ ସହଜରେ ଜିତି ଶୃଙ୍ଖଳା ହାତେଇବା ପରେ ଚତୁର୍ଥ ଟ୍ବେଣ୍ଟି୨୦ରେ ଚମତ୍କାର…

ଟ୍ରମ୍ପ୍‌ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ

ମିନିଆପଲିସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ବିକ୍ଷୋଭକାରୀ ଆହ୍ବାନ ଦେଇଥିଲେ। ତଦନୁଯାୟୀ ଶୁକ୍ରବାରଠାରୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଦୋକାନବଜାର ବନ୍ଦ ରହିଥିତ୍ବା ଦେଖାଯାଇଛି।…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସ୍ଵର୍ଗତ ଅଜିତ ପୱାରଙ୍କ ପତ୍ନୀ ସୁନେତ୍ରା ପୱାର

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସ୍ଵର୍ଗତ ଅଜିତ ପୱାରଙ୍କ ପତ୍ନୀ ସୁନେତ୍ରା ପୱାର । ଅଜିତଙ୍କ ମୃତ୍ୟୁ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପତ୍ନୀ ସୁନେତ୍ରା । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ଅଜିତ ପୱାର (ଜନ୍ମ…

ଏହି କାରଣରୁ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ୍ କରିବେ ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ

ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଚମତ୍କାର ଅଭିନୟ ସହିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିବା ପାଇଁ ସେ ବେଶ୍ ଜଣାଶୁଣା । ମା’ ହେବା ପରେ ତାଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି । ତେଣୁ ସେ ଏବେ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ୍ କରିବାକୁ ଚାହାଁନ୍ତି ବୋଲି…

NCP ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେଲେ ସୁନେତ୍ରା ପାୱାର

ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ। ବୈଠକରେ ବରିଷ୍ଠ ଏନସିପି ନେତା ଦିଲୀପ ୱାଲସେ ପାଟିଲ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ, ଯାହା ପରେ ତାଙ୍କୁ ବିଧାୟକ ଦଳର ନେତା…