Browsing Tag

#metro tv

ଆଜିର ରାଶିଫଳ

ମେଷ: ଆପଣଙ୍କ ସାମନାରେ ଯାହା କଠିନ ମାମଲା ଅଛି ତାର କଥାବର୍ତ୍ତା କରନ୍ତୁ ସମାଧାନ ହୋଇଯିବ। ବନ୍ଧୁ ସହିତ ରାତ୍ରିଭୋଜନ ପାଇଁ ଯାଇପାରନ୍ତି। ଯେତେ ଖଟିବେ ସେତେ ଲାଭ ପାଇବେ।‌ ବୃଷ: ଧାର୍ମିକ ଯାତ୍ରାରେ ଯିବା ଯୋଗ ଅଛି। ନିଜର ଦୁର୍ବଳତା ଜାଣି ସୁଧାରିବାର ଚେଷ୍ଟା…

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଶିଳ୍ପ ମନ୍ତ୍ରୀ ଶ୍ରୀ ଏଚ୍‌.ଡି କୁମାରସ୍ବାମୀ

କେନ୍ଦ୍ର ଭାରି ଶିଳ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଏଚ୍‌.ଡି କୁମାରସ୍ବାମୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ…

ଜାଗରଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେଲା ଓଡ଼ିଆ ସିନେମା ‘ପୂୟୋଦକମ୍‌’

ମୁମ୍ବାଇଠାରେ ଅନୁଷ୍ଠିତ ଜାଗରଣ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ସିନେମା ‘ପୂୟୋଦକମ୍‌’ ପ୍ରଦର୍ଶିତ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶିବପ୍ରସାଦ ମହାନ୍ତି, ପ୍ରଯୋଜିକା ଗୁନଗୁନ, ରୀନା ଜେନା, କାର୍ଯ୍ୟକାରୀ ପ୍ରଯୋଜକ ନିର୍ମାଲ୍ୟ କୁମାର, ଖ୍ୟାତି ସମ୍ପନ୍ନ ସାଉଣ୍ଡ ଡିଜାଇନର୍‌…

ଚଳିତ ରଣଜୀ ସିଜିନରେ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା

ଚଳିତ ରଣଜୀ (Ranji Trophy) ସିଜିନରେ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା । କିଟ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା  ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଓଡ଼ିଶା ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଓଡ଼ିଶା ନିଜର ପ୍ରଥମ ଇନିଂସରେ…

ପୁଣି ଥରେ ଆଧାରକୁ ପରିବର୍ତ୍ତନ ଘୋଷଣା , ନୂତନ ଆଧାର କାର୍ଡରେ ରହିବ ଫଟୋ ଏବଂ ଏକ QR କୋଡ

ଆଜିକାଲି ଆଧାର କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆପଣ ଜାଣିଥିବେ। ଏହା ବିନା ଆପଣଙ୍କର ସମସ୍ତ ଆର୍ଥିକ ପ୍ରବେଶ ଅସମ୍ଭବ। ସ୍ପଷ୍ଟ ଭାବରେ, ଏପରି ଏକ ଅତ୍ୟାବଶ୍ୟକୀୟ ଡକ୍ୟୁମେଣ୍ଟର ଅପବ୍ୟବହାର ହେବାର ବିପଦ ଥାଏ। ଏହି ବିପଦକୁ ଆଶଙ୍କା କରି, ସରକାର ପୁଣି ଥରେ ଆଧାରକୁ ଅଧିକ ସୁରକ୍ଷିତ କରିବା ପାଇଁ…

ନୀତୀଶ କୁମାର ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ବିହାରରେ ନୂତନ ସରକାରଙ୍କ ଚିତ୍ର ଏବେ ସ୍ପଷ୍ଟ। ନୀତୀଶ କୁମାର ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସେହିପରିସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବ। ପ୍ରକୃତରେ, ନୀତୀଶ କୁମାରଙ୍କୁ ଜେଡିୟୁ ବିଧାୟକ ଦଳ ବୈଠକରେ ନେତା ମନୋନୀତ କରାଯାଇଛି। ସମ୍ରାଟ…

ରାଜୁ ଜିଲ୍ଲା ସୀମାନ୍ତରେ ଗୁଳିବିନିମୟ – ୭ ମାଉବାଦୀ ମୃତ

ସୁରକ୍ଷାକର୍ମୀମାନେ ଯେଉଁ ଭଳି ନକ୍ସଲମାନଙ୍କୁ ନିପାତ କରୁଛନ୍ତି ଓ ନକ୍ସଲମାନେ ବହୁ ସଂଖ୍ୟାରେ ଆତ୍ମସମର୍ପଣ କରୁଛନ୍ତି, ତାହା ଦେଖିଲେ ଲାଗୁଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଇଥିବା ଟାର୍ଗେଟ ପୂରଣ ହେବ। ୨୦୨୬ ମାର୍ଚ୍ଚ ସୁଦ୍ଧା ନକସଲମୁକ୍ତ ଭାରତ ଗଠନ ସମ୍ଭବ ହେବ।…

ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼

ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ବୁଧବାର କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି  । ଏଏସଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି  । ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ପ୍ରବେଶ ଶୁଳ୍କ ଛାଡ଼ ହୋଇଥିବା କୋଣାର୍କ ସଂରକ୍ଷଣ ଅଧିକାରୀ…

ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ କ’ଣ?

ଚଳିତ ମାସ ଠାରୁ ଆଣ୍ଟିମାଇକ୍ରୋବାୟଲ୍ ସଚେତନତା ସପ୍ତାହର ପ୍ରଥମ ଦିନ। ୨୦୧୫ ମସିହାରୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ଏହି ସପ୍ତାହ ପାଳନ କରିଆସୁଛି ଯାହା ଦ୍ୱାରା ସାରା ବିଶ୍ୱରେ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରାଯାଇପାରିବ। ଏହି ସଚେତନତା ଅତ୍ୟନ୍ତ…

ଆଜି ଆସିବ ପିଏମ କିଷାନ ଟଙ୍କା

ଚାଷୀଙ୍କ ପାଇଁ ଖୁସୀ ଖବର।  ଆଜି ଆସିବ ପିଏମ କିଷାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯିବ ।  ୯ କୋଟି କୃଷକଙ୍କ ପାଖକୁ ପଠାଯିବ  ୧୮ହଜାର  କୋଟି ଟଙ୍କା ।  ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ…