ଘରୋଇ ହିଂସାର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସେଲିନା ଜେଟଲି, ୫୦ କୋଟି କ୍ଷତିପୂରଣ ଦେବାକୁ ଦାବି
ଘରୋଇ ହିଂସାର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସେଲିନା ଜେଟଲି । ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣି କୋର୍ଟଙ୍କ ହେଲେ ଦ୍ୱାରସ୍ଥ । ୫୦ କୋଟି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ହେଲେ ଏସବୁ ମଧ୍ୟରେ ଅଭିନେତ୍ରୀ ଅତ୍ୟନ୍ତ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଆସନ୍ତୁ ଜାଣିବା ଏହି…