Browsing Tag

#metro tv

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଥମଥର ପାଇଁ ବିଧାନସଭାରେ ଦେବେ ଉଦ୍‌ବୋଧନ

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ।   ପ୍ରଥମଥର ପାଇଁ ବିଧାନସଭାରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ କୌଣସି ରାଷ୍ଟ୍ରପତି ବିଧାନସଭାରେ ଉଦ୍‌ବୋଧନ ଦେଇନଥିଲେ । ତେଣୁ ରାଷ୍ଟ୍ରପତିଙ୍କ…

ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ, ଶୋକ ପ୍ରସ୍ତାବ ଆଗତ ପରେ ଗୃହ ମୁଲତବୀ

ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭ ରୁ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ପୂର୍ବତନ ସଦସ୍ୟ ହେମେନ୍ଦ୍ର…

ବେଆଇନ ବାଲି ଉଠାଣ ଉପରେ ବାଲେଶ୍ବର ଜିଲ୍ଲାପାଳଙ୍କ ରେଡ୍, ୩୨ଟି ହାଇଓ୍ବା ଜବତ ସହ ୧୦ ଅଟକ

ବେଆଇନ ବାଲି ଉଠାଣ ଉପରେ ବାଲେଶ୍ବର ଜିଲ୍ଲାପାଳଙ୍କ ରେଡ୍ । ଅବୈଧ ବାଲି ଉଠାଣ ଓ ପରିବହନ ବିରୋଧରେ ଜିଲ୍ଲାପାଳଙ୍କ ନେତୃତ୍ବରେ ଅକସ୍ମାତ୍ ଚଢ଼ାଉ । ଚଢ଼ାଉ ବେଳେ ୩୨ଟି ହାଇଓ୍ବା ଜବତ ସହ ୧୦ ଅଟକ। ସୂଚନା ଅନୁସାରେ, ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ କରି ଚୋରା ଚାଲାଣ ହେଉଥିବା ନେଇ…

ଶୀତଦିନେ ଗାଜର ଖାଇବାର ଲାଭ

ଶୀତଦିନେ ପ୍ରାୟତଃ କାଶ, ଥଣ୍ଡା, ଗଳା ଯନ୍ତ୍ରଣା ଏବଂ ଥକ୍କାପଣ ଭଳି ସମସ୍ୟା ଲାଗି ରୁହେ । ଏହା ବ୍ୟତୀତ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ, ଯାହା ଫଳରେ ବିଭିନ୍ନ ପ୍ରକାରର ରୋଗ ହୁଏ। ଆୟୁର୍ବେଦିକ ବିଶେଷଜ୍ଞଙ୍କ ମତରେ ଏହି ସମସ୍ୟାର ସବୁଠାରୁ ସରଳ ଏବଂ ପ୍ରାକୃତିକ ଉପଚାର ଆମ…

ହଂକଂରେ ସରକାରୀ କମ୍ପ୍ଲେକ୍ସ୍‌ରେ ଭୟଙ୍କର ନିଆଁ , ୪୪ ମୃତ

ହଂକଂରେ ଭୟଙ୍କର ଅଗ୍ନିକାଣ୍ଡ । ହଂକଂର ତାଇପୋ ଅଞ୍ଚଳରେ ଥିବା ଏକ ସରକାରୀ କମ୍ପ୍ଲେକ୍ସ୍‌ରେ ଭୟଙ୍କର ନିଆଁ ଲାଗିଛି ।  ୮ଟି ବ୍ଲକ୍‌ରୁ ୭ଟିରେ ନିଆଁ ବ୍ୟାପି ଯିବାରୁ ଅତି କମ୍‌ରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି । ଏକାଧିକ ଆହତ ହୋଇଥିବା ବେଳେ ୩୦୦ ଜଣ ନିଖୋଜ  ଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ…

ଆଜିର ରାଶିଫଳ

ମେଷ: ଭ୍ରାତୃ ସ୍ନେହ ଅତୁଟ ରହିବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବ୍ୟୟ ଭାରକୁ କମାଇ ଦେଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସମସ୍ତଙ୍କ ପ୍ରିୟପାତ୍ର ହେବେ। ବୃଷ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିବେ।…

ପ୍ରାୟ ଗୋଟିଏ ସପ୍ତାହର ବ୍ୟବଧାନ ପରେ ପୁଣି ଥରେ ଶୀତ ଆରମ୍ଭ

ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ଏକପ୍ରକାର ଲୁଚକାଳି ଖେଳ ଖେଳୁଛି। ପ୍ରାୟ ଗୋଟିଏ ସପ୍ତାହର ବ୍ୟବଧାନ ପରେ ପୁଣି ଥରେ ଶୀତ ଆରମ୍ଭ ହୋଇଯାଇଛି। ଲୋକେ ଗରମ ପୋଶାକ ଓ ନିଆଁ ପାଖରେ ବସିବାକୁ ମନ କରୁଛନ୍ତି। କନ୍ଧମାଳ ସମେତ ସମେତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତର ପ୍ରଭାବ…

ଡିସେମ୍ବର ୧ ତାରିଖରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିର

ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିର ଆସନ୍ତା ଡିସେମ୍ବର ୧ ତାରିଖରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ବୁଧବାର ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଏହି ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରୁ ଜବରଦଖଲ ହଟାଯିବା ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଆବଶ୍ୟକୀୟ…

ସକାଳର ଏହି ସବୁ ଅଭ୍ୟାସ ପିଲାଙ୍କୁ କରିବ ସୁସ୍ଥ

ସକାଳ ହେଉଛି ଦିନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ବିଶେଷକରି ପିଲାମାନଙ୍କ ପାଇଁ। ଉଠିବା ପରେ ଆପଣଙ୍କ ପିଲା ଯାହା କରେ ତାହା ସାରା ଦିନ ସେମାନଙ୍କର ଚିନ୍ତାଧାରା, ଶିକ୍ଷଣ ଏବଂ ଆଚରଣକୁ ପ୍ରଭାବିତ କରିପାରେ। ବିଶେଷଜ୍ଞମାନେ କୁହନ୍ତି ଯେ ଏକ ସୁନ୍ଦର ସକାଳର ରୁଟିନ୍ ମସ୍ତିଷ୍କର କାର୍ଯ୍ୟକୁ…

ଦକ୍ଷିଣ ଥାଇଲ୍ୟାଣ୍ଡରେ ପ୍ରବଳ ବର୍ଷା ପରେ ଭୟଙ୍କର ବନ୍ୟା , ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଦକ୍ଷିଣ ଥାଇଲ୍ୟାଣ୍ଡରେ ପ୍ରବଳ ବର୍ଷା ପରେ ଭୟଙ୍କର ବନ୍ୟା ସୃଷ୍ଟି । ଫଳରେ ପର୍ଯ୍ୟଟନ ସହର ହାଟ ୟାଇ ଜଳମଗ୍ନ । ଘର ବାହାରେ ଅଣ୍ଟାଏ ଅଣ୍ଟାଏ ପାଣି । ରାସ୍ତାଘାଟ ବୁଡ଼ିବା ସହ ଘର ଦୁଆର ପାଣିରେ ଉବୁଟୁବୁ । ସ୍ଥିତି ଏମିତି ହୋଇଛି ମଙ୍ଗଳବାର ଦିନ ସୋଙ୍ଗ୍ଲା ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି…