Browsing Tag

#metro tv

ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି ଗିରଫ ହୋଇଛି । ନେପାଳ ସୀମାରୁ କ୍ରାଇମବ୍ରାଞ୍ଚ ଶଙ୍କରକୁ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଟିମ୍ ଗାଜିଆବାଦରେ ଥିବା ଶଙ୍କରର ଘରେ ପୂର୍ବରୁ ଚଢ଼ଉ କରିଥିବା…

ଆଜିଠାରୁ ମହାକାର୍ତ୍ତିକ ପଞ୍ଚୁକ , ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଆଜିଠାରୁ ମହାକାର୍ତ୍ତିକ ପଞ୍ଚୁକ । ସାରା ମାସ ବ୍ରତରେ ଯେତିକି ପୁଣ୍ୟ ହୋଇନଥାଏ, ୫ ଦିନ ବ୍ରତ ପାଳନରେ ତା’ଠାରୁ ଅଧିକ ପୁଣ୍ୟ ହୁଏ ବୋଲି ବିଶ୍ବାସ ରହିଛି । ଏଥର ପଞ୍ଚୁକ ୫ ଦିନ ପରିବର୍ତ୍ତେ ଚାରିଦିନ ପଡ଼ୁଛି । କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ କ୍ଷୟ ହେଉଥିବାରୁ ଚାରିଦିନ ବେଶ ଅନୁଷ୍ଠିତ ହେବା…

ଆଜି ମହିଳା କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ , ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା – ଭାରତ

ମହିଳା କ୍ରିକେଟ୍ ବିଶ୍ବକପ୍‌ର ବହୁ ପ୍ରତୀକ୍ଷିତ ଫାଇନାଲ୍‌ରେ ରବିବାର ସହଆୟୋଜକ ଭାରତ ଏବଂ ପ୍ରଥମ ଥର ଫାଇନାଲ୍ ଖେଳିବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ସେଥିପାଇଁ ଭାରତୀୟ ମହିଳା କ୍ରିକେଟ୍ ଏବେ ମହତ୍ତ୍ବପୂର୍ଣ୍ଣ ତଥା ଗୌରବମୟ ମୋଡ଼ରେ ରହିଛି। ରବିବାର ଏଥିରେ ସଫଳତାର…

ଆଜିର ରାଶିଫଳ

ମେଷ: ଅନ୍ୟମାନଙ୍କ ସହ ଆପଣଙ୍କର ଭଲ ତାଳମେଳ ରହିବ। ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭ ହେବ। ଛାତ୍ର କିଛି ନୂଆ ଶିଖିବାର ସୁଯୋଗ ପାଇବେ। ‌ ବୃଷ: ଇଚ୍ଛାଶକ୍ତି କମ୍ ଯୋଗୁଁ ଆପଣଙ୍କୁ ଭାବନାତ୍ମକ ଓ ମାନସିକ ଅଶାନ୍ତି ଘେରଉ କରିନେବେ। ଆପଣଙ୍କର…

ଶେଖ ହସିନାଙ୍କୁ ପଳାତକ ଘୋଷଣା କଲେ କୋର୍ଟ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଢାକା ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି। ଚଳିତ ବର୍ଷ ଦାୟର ହୋଇଥିବା ଏକ ଦେଶଦ୍ରୋହ ମାମଲାରେ ଶେଖ ହସିନାଙ୍କ ସହିତ ଅନ୍ୟ ୨୬୦ ଜଣଙ୍କୁ ପଳାତକ ଘୋଷଣା କରାଯାଇଛି।…

ସକାଳୁ ଖାଲି ପେଟରେ ଭୃସଙ୍ଗ ପତ୍ର ପାଣି ପିଇଲେ ମିଳିବ ଏହି ସବୁ ଫାଇଦା

ଦୈନନ୍ଦିନ ଜୀବନରେ ଆମେ ଅନେକ ପ୍ରକାର ଖାଦ୍ୟ ଖାଇଥାଉ । କିନ୍ତୁ ସେଥିରୁ କିଛି ଖାଦ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । ସେହିଭଳି ଏକ ଉପାଦାନ ହେଉଛି ଭୃସଙ୍ଗ ପତ୍ର । ଭୃସଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ବରଂ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ଯାହା ଆମ…

ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ପ୍ରଥମ ଅଫିସିଆଲ୍‌ ପୋଷ୍ଟର ଉନ୍ମୋଚିତ

‘ଅମିୟ ପଟ୍ଟନାୟକ ପ୍ରଡକ୍ସନ୍ସ’ର ନିର୍ମାଣାଧୀନ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ପ୍ରଥମ ଅଫିସିଆଲ୍‌ ପୋଷ୍ଟର ସାମ୍ନାକୁ ଆସିଛି। ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏହି ରହସ୍ୟମୟ-ହାସ୍ୟାରସ ଓ ହରର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଥିବା ବେଳେ ଏହାର…

୧୮ ମାସ ପାଇଁ ଗୁଗଲ୍‌ ଏଆଇ ପ୍ରୋ ପ୍ଲାନ୍ ମାଗଣା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଗୁଗଲ୍‌ ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗିତା କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ। ଏହି ସହଯୋଗିତାରେ ଜିଓ ଗ୍ରାହକମାନଙ୍କୁ ୧୮ ମାସ ପାଇଁ ଗୁଗଲ୍‌ ଏଆଇ ପ୍ରୋ ପ୍ଲାନ୍ ମାଗଣାରେ ମିଳିବ। ଏମିତିରେ…

ପଞ୍ଚୁକ ପାଇଁ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ପଞ୍ଚୁକ ପାଇଁ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ବିଶେଷ କରି କଟକର ଧବଳେଶ୍ବର ଶୈବପୀଠ ଓ ଭଦ୍ରକଜିଲ୍ଲା ଆରଡ଼ିର ଆଖଣ୍ଡଳମଣି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ଏହାଛଡ଼ା ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ବି ଦେଖିବାକୁ ମିଳିଛି। ଭିଡ଼ ଯୋଗୁଁ…

ଆଜିର ରାଶିଫଳ

ମେଷ: ଆତ୍ମଶକ୍ତିକୁ ଜାଗ୍ରତ କରି ତା’ ଉପରେ ବିଶ୍ବାସ ରଖନ୍ତୁ। ଦେଖିବେ ଆପଣ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଗତି କରିବେ। ଠାକୁରଙ୍କ ଅପାର କରୁଣା ଅଛି। ପ୍ରଚୁର ଧନାଗମ ଓ ସରକାରୀ କୃପା ମିଳିବ। ବୃଷ: ଧୀ’ଶକ୍ତି ସମ୍ପନ୍ନ ହେବେ। ‘ବସୁଧା’ ତୁଲ୍ୟ ସହିଷ୍ଣୁ ମନୋଭାବର ହୋଇପାରନ୍ତି।…