Browsing Tag

#metro tv

ଯଦି ୟୁରୋପ ଯୁଦ୍ଧ ଚାହୁଁଛି ତାହାଲେ ଋଷିଆ ପ୍ରସ୍ତୁତ – ପୁଟିନ

ଋଷିଆ ଯୁଦ୍ଧ କରିବାକୁ ପ୍ରସ୍ତୁତ । ସମସ୍ତ ୟୁରୋପ ସହ ମସ୍କୋ ଲଢିପାରିବ । ଯଦି ୟୁରୋପ ଯୁଦ୍ଧ ଚାହୁଁଛି ତାହାଲେ ଋଷିଆ ପ୍ରସ୍ତୁତ ଥିବା କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକାର ଉଦ୍ୟମକୁ ୟୁରୋପର କିଛି ନେତା ପସନ୍ଦ କରୁନଥିବା…

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଉପ ନିର୍ବାଚନରେ ବିଜେପିର ବାଜିମାତ୍

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଉପ ନିର୍ବାଚନରେ ବିଜେପିର ବାଜିମାତ୍ । ମୋଟ ୧୨ଟି ଓ୍ୱାର୍ଡରୁ ବିଜେପି ପ୍ରାର୍ଥୀ ୭ଟିରେ ବିଜୟ ହାସଲ କରିଛନ୍ତି । ଅନ୍ୟ ଦିଗରେ ବିରୋଧୀଙ୍କ ଖାତାକୁ ୫ଟି ଓ୍ୱାର୍ଡ ଯାଇଛି । ସୂଚନାନୁସାରେ, ନଭେମ୍ବର ୩୦ ତାରିଖରେ ଦିଲ୍ଲୀ ମହାନଗର ନିଗମ ପାଇଁ ଭୋଟ୍…

ବିଧାନସଭାରେ ଉଠିଲା ଶୀତଳ ଭଣ୍ଡାର କଥା

ବିଧାନସଭାରେ ଉଠିଲା ଶୀତଳ ଭଣ୍ଡାର କଥା । ରାଜ୍ୟରେ ଶୀତଳଭଣ୍ଡାର ନେଇ ଗୃହରେ ଦେଖିବାକୁ ମିଳିଛି ସରଗରମ ଆଲୋଚନା । ମନ୍ତ୍ରୀଙ୍କ କହିବା ଅନୁସାରେ ବର୍ତ୍ତମାନ ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି। ଯାହା ଭିତରୁ ୩୩ଟି ବେସରକାରୀ ଓ ୨ ଟି ସରକାରୀ ଶୀତଳ ଭଣ୍ଡାର । ତେବେ ଏହାର…

ଆଜି ଭାରତ–ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ

ଆଜି ଭାରତ--ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ । ଛତିଶଗଡ଼ ରାୟପୁର ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ଅଛି ଭାରତ । ଶୁଭମନ ଗିଲ ଆହତ କାରଣରୁ ଲୋକେଶ ରାହୁଲଙ୍କ ଅଧିନାୟକତ୍ବରେ ଖେଳିବ ଟିମ ଇଣ୍ଡିଆ। ରାଞ୍ଚିରେ…

ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୧୫ ମିଲିୟନ ଲୋକ ଷ୍ଟ୍ରୋକ୍‌ରେ ପୀଡ଼ିତ – ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଷ୍ଟ୍ରୋକ୍‌ ଏକ ଗମ୍ଭୀର ଅବସ୍ଥା ଯାହା ମସ୍ତିଷ୍କକୁ ରକ୍ତ ଯୋଗାଣ ହଠାତ୍‌ ବନ୍ଦ ହୋଇଗଲେ କିମ୍ବା ରକ୍ତବାହୀ ନାଳୀ ଫାଟିଗଲେ ଘଟିଥାଏ। ଏହା ଦ୍ୱାରା ମସ୍ତିଷ୍କ କୋଷଗୁଡ଼ିକୁ ମରିଯାଏ ଏବଂ ଶରୀରର ବିଭିନ୍ନ ଅଂଶ ଉପରେ ନିୟନ୍ତ୍ରଣ ହରାଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ପ୍ରତିବର୍ଷ…

ଆସନ୍ତା ୩ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ

ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ ଝାଡ଼ସୁଗୁଡ଼ା ଜିଲ୍ଲାରେ ସକାଳୁ କୁହୁଡ଼ିର ଆସ୍ତରଣ ଦେଖାଯିବ। ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାଠାରେ ୧୧.୫ ଡିଗ୍ରି ରେକର୍ଡ ହୋଇଛି । ଏଥିସହ ଦାରିଙ୍ଗିବାଡ଼ିରେ ୧୨.୫ ଡିଗ୍ରି ରାତି ତାପମାତ୍ରା ରହିଥିଲା।…

ଆଜିର ରାଶିଫଳ

ମେଷ: ପରିବାରକୁ ଆପଣଙ୍କ ଠାରୁ ବହୁତ ଅପେକ୍ଷା ହେବ। କୌଣସି ନିକଟ ସଂପର୍କିୟଙ୍କ ସହିତ ମିଶି ନିଜର କଥା କହିବେ। ବେପାରରେ ଲାଭ ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ବୃଷ: ଆପଣଙ୍କ ଲାଗି ଆତ୍ମବିଶ୍ବାସ ଓ ଆଶାଯୁକ୍ତ ଦିନଟିଏ। ଘରର ସୌନ୍ଦର୍ଯ୍ୟକରଣ ଜିନିଷ…

ଡିସେମ୍ବର ୭ରେ ବିବାହ କରିବେ ପଲାଶ ମୁଛଲ

ଗାୟକ-ଫିଲ୍ମ ନିର୍ମାତା ପଲାଶ ମୁଛଲ ତାଙ୍କ ପ୍ରଶଂସକଙ୍କ ସହ ପୁଣି ଏକ ଖୁସି ଖବର ଶେୟାର କରିଛନ୍ତି। ଗାୟକ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସହିତ ତାଙ୍କ ବିବାହ ବିଷୟରେ ଏକ ବଡ଼ ସୂଚନା ଦେଇଛନ୍ତି। ସ୍ମୃତି ଏବଂ ପଲାଶ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ପଲାଶ ଏବଂ…

ନୂତନ ସ୍ମାର୍ଟଫୋନରେ ‘ସଞ୍ଚାର ସାଥୀ’ ଆପ୍ ପ୍ରି-ଇନଷ୍ଟଲ କରିବା ବାଧ୍ୟତାମୂଳକ

ସ୍ମାର୍ଟଫୋନ ମାଧ୍ୟମରେ ଠକେଇ ମାମଲା ବଢିଚାଲିଥିବାରୁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦୂରସଂଚାର ବିଭାଗ (DoT) ମୋବାଇଲ୍ ଫୋନ୍ କମ୍ପାନୀଗୁଡ଼ିକୁ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛି। ଏହା ଅନୁଯାୟୀ ଦେଶରେ ନିର୍ମିତ କିମ୍ବା ଆମଦାନି ହେଉଥିବା ପ୍ରତ୍ୟେକ ନୂତନ ସ୍ମାର୍ଟଫୋନରେ 'ସଞ୍ଚାର…

ଆରମ୍ଭ ହେଲା କୋଣାର୍କ ମହୋତ୍ସବ ୨୦୨୫

ଆରମ୍ଭ ହେଲା 36 ତମ  କୋଣାର୍କ ମହୋତ୍ସବ ୨୦୨୫। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ…