‘ଦୃଶ୍ୟମ୍ ୩’ ଟ୍ରେଲର୍ ରିଲିଜ୍,ପ୍ରତ୍ୟେକ ଦୃଶ୍ୟ ଏକ ପ୍ରଶ୍ନ, ପ୍ରତ୍ୟେକ ରହସ୍ୟର ଏକ ଉତ୍ତର
ଅଜୟ ଦେବଗନଙ୍କ କ୍ରାଇମ୍ ଥ୍ରିଲର୍ ‘ଦୃଶ୍ୟମ୍ ଦ କନ୍କ୍ଲୁଜନ୍’ବା ‘ଦୃଶ୍ୟମ୍ ୩’ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଅନ୍ୟତମ । ‘ଦୃଶ୍ୟମ୍ ୩’ ସାଲଗାଓଁକର ପରିବାରର କ୍ରାଇମ୍ ଗାଥାର ଶେଷ ଅଧ୍ୟାୟ ହେବ । ଯାହା ୨୦୧୫ରୁ ଆରମ୍ଭ ହୋଇଥିଲା । ଫିଲ୍ମର ପ୍ରଥମ ଦୁଇଟି ଭାଗ ଖୁବ୍ ହିଟ୍…