Browsing Tag

#metro tv

ରାଜପଥରେ ଶକ୍ତି ପ୍ରଦର୍ଶନ କଲେ ରାଫେଲ ଏବଂ ସୁଖୋଇ ସମେତ ୧୬ ଟି ଲଢ଼ୁଆ ବିମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଦିବ୍ରୁଗଡ଼ ନିକଟସ୍ଥ ମୋରାନ ବାଇପାସରେ ଇଏଲଏଫରେ ଅବତରଣ କରିଛି । ବାୟୁସେନାର ମିଲିଟାରୀ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ନ୍ୟାସନାଲ ହାଇୱେରେ ଅବତରଣ କରିଛି । ଏହି ବିମାନଘାଟି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଚୀନ ସୀମାରୁ ପ୍ରାୟ ୩୦୦…

ରିଲିଜ ହେଲା ଫିଲ୍ମ ‘‘ବ୍ୟାଟଲ୍ ଅଫ୍ ଗାଲୱାନ୍’’ ଗୀତ

ସଲମାନ ଖାନ୍ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘‘ବ୍ୟାଟଲ୍ ଅଫ୍ ଗାଲୱାନ୍’’ ପାଇଁ ଖବରରେ ରହିଛନ୍ତି । ନିକଟରେ  ଫିଲ୍ମର ପ୍ରଥମ ଗୀତ ‘‘ମାତୃଭୂମି” ରିଲିଜ୍ ହୋଇଥିଲା, ଯାହାକୁ ଅରିଜିତ ସିଂହ ଗାଇଥିଲେ। ଏହି ଗୀତକୁ ଦର୍ଶକଙ୍କଠାରୁ ଏକ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା । ଏହାରି ମଧ୍ୟରେ…

ଭେନେଜୁଏଲାରୁ ତୈଳ କ୍ରୟ ନିମନ୍ତେ ମଞ୍ଜୁରୀ ହାସଲ କଲା ଏସିୟାର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ କମ୍ପାନୀ…

ଏସିୟାର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭେନେଜୁଏଲାରୁ ତୈଳ କ୍ରୟ ନିମନ୍ତେ ମଞ୍ଜୁରୀ ହାସଲ କରିନେଇଛି। ଏଥି ପାଇଁ ଆମେରିକା ଜେନେରାଲ ଲାଇସେନ୍ସ ମଧ୍ୟ ଦେଇଛି। ଏହାର ଅର୍ଥ ହେଉଛି ରିଲାଏନ୍ସ ଏବେ ବିନା କୌଣସି ଆଇନଗତ କଟକଣାରେ ସିଧା ଭେନେଜୁଏଲାର…

ଇରାନରେ ଶାସନ ପରିବର୍ତ୍ତନ ହିଁ ସବୁଠୁ ଭଲ କଥା -ଡୋନାଲ୍ଡ ଟ୍ରମ୍ପ

ଇରାନ ସହ ଚାଲିଥିବା ପରମାଣୁ ଆଲୋଚନା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ ଇରାନରେ ଶାସନ ପରିବର୍ତ୍ତନ ହିଁ ସବୁଠୁ ଭଲ କଥା ହେବ ବୋଲି କହିଛନ୍ତି । ସେ କହିଛନ୍ତି, ଆମେ ଇରାନ ଅଭିମୁଖେ ଏକ ବଡ଼ କ୍ୟାରିୟର ଗ୍ରୁପ ପଠାଇଛୁ । ମୁଁ ଡିଲ୍ କରିବାକୁ ଚାହୁଁଛି,…

ବିନା ଭିସାରେ ଏବେ ଭାରତୀୟ ଯାତ୍ରୀମାନେ ଯାଇପାରିବେ ୫୬ଟି ଦେଶ

ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବଢିଲା ଭାରତୀୟ ପାସପୋର୍ଟର ଶକ୍ତି । ପୁଣି ଶକ୍ତିଶାଳୀ ହେଲା ଭାରତୀୟ ପାସପୋର୍ଟ । ବିନା ଭିସାରେ ଏବେ ଭାରତୀୟ ଯାତ୍ରୀମାନେ ଯାଇପାରିବେ ୫୬ଟି ଦେଶ । ନିକଟରେ ପ୍ରକାଶିତ ୨୦୨୬ ମସିହା Henley Passport Indexରେ ଭାରତର ରାଙ୍କ ତୀବ୍ର ଗତିରେ ଆଗକୁ ବଢିଛି ।…

ଆସନ୍ତାକାଲି ଜାଗର,ଭୋର ୪ ଟାରେ ଲୋକନାଥ ପୀଠରେ ଉଠିବ ମହାଦୀପ

ଆସନ୍ତାକାଲି ଜାଗର । ପୁରୀର ପ୍ରସିଦ୍ଧ ଲୋକନାଥ ପୀଠରେ ମହାଶିବରାତ୍ରୀ ପାଇଁ ବ୍ୟାପକ ପ୍ରସ୍ତୁତି । ଭୋର ୪ ଟାରେ ମହାଦୀପ ଉଠିବ । ଶୃଙ୍ଖଳିତ ନୀତିକାନ୍ତି ସହିତ ଭକ୍ତମାନେ କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ…

ଏପ୍ରିଲ ୧୬ ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

୨୦୨୭ ମସିହା ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ ଓ ପ୍ରାକ ପ୍ରସ୍ତୁତି ବୈଠକ । ଚଳିତବର୍ଷ ଏପ୍ରିଲ ୧୬ ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ସେନ୍ସସ୍ ପୋର୍ଟାଲରେ ଲଗ୍ ଇନ୍ କରି ନିଜର ସମସ୍ତ ତଥ୍ୟ ସହଜରେ ଅପଲୋଡ଼ କରିପାରିବେ । ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର…

ମନ୍ଦିରକୁ ପ୍ଲାଷ୍ଟିକ୍‌ ମନା,ନୈବେଦ୍ୟ ବିସର୍ଜନ ପାଇଁ ପୋଖରୀରେ ରହିବ ଆବଦ୍ଧ ଅଞ୍ଚଳ,ନିର୍ଦ୍ଦେଶାବଳୀ ଜାରି କଲା…

ମନ୍ଦିରକୁ ପ୍ଲାଷ୍ଟିକ୍‌ ମନା। ପତ୍ର, କାଠ, କାଗଜ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ। ନୈବେଦ୍ୟ ବିସର୍ଜନ ପାଇଁ ପୋଖରୀରେ ରହିବ ଆବଦ୍ଧ ଅଞ୍ଚଳ। ନିର୍ଦ୍ଦେଶାବଳୀ ଜାରି କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।ଏଣିକି ମନ୍ଦିର ପରିସରକୁ ପଲିଥିନ୍‌ କିମ୍ବା ପ୍ଲଷ୍ଟିକ୍‌ରେ ଭୋଗ ନେଇହେବ…

କିପରିୁ କଟିବ ଆଜିର ଦିନ

ମେଷ: ରାଜଯୋଗ ଅଛି। ନିଜର ବୃତ୍ତିଗତ ବିଦ୍ୟାରେ ପାରଦର୍ଶୀ ହୋଇପାରନ୍ତି। ସରକାରୀ, ବେସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦୀନାର୍ତ୍ତ ନାଶନ ହୋଇପାରନ୍ତି। ଛାତ୍ରଛାତ୍ରୀ ପୂଜ୍ୟପୂଜାରେ ବ୍ରତୀ ହେବେ। ବୃଷ: ଦିବ୍ୟ ଦୃଷ୍ଟିସମ୍ପନ୍ନ ହେବେ। ମୁଖମଣ୍ଡଳ ଜ୍ୟୋତିଯୁକ୍ତ ଓ ସରସ ସୁନ୍ଦର…

“ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା”ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଶ୍ରୀ ଜଗନ୍ନାଥ ଦର୍ଶନ ଏକ ଯୋଜନା ନୁହେଁ ଏହା ଏକ ସେବା । "ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା"ର ଶୁଭାରମ୍ଭ କରିବା ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଦିନିକିଆ ନବରଙ୍ଗପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ଆସି ମେଡିକାଲ କଲେକର ଶିଳାନ୍ୟାସ କରିବା ସହିତ ରାଜ୍ୟ ସରକାରଙ୍କ  "ଶ୍ରୀ…