Browsing Tag

#metro tv

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ, କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହୋଇଛି। ଅବକାଶ ପୂଜା ନୀତି ପରେ ଭିତର କାଠ ଦର୍ଶନ ଚାଲୁଥିବା ବେଳେ ଅଘଟଣ। ଭିତର କାଠ ନିକଟରେ କେହି ଜଣେ ବାନ୍ତି କରିଦେବାରୁ ବଡ଼ ମହାସ୍ନାନ ହେଉଛି । ଦେଢ଼ ଘଣ୍ଟା ସାଧାରଣ ଦର୍ଶନ ପ୍ରଭାବିତ ହେବ  ।  ଅବକାଶ ଶେଷ ହେବା ପରେ ବଡ଼ ମହାସ୍ନାନ କରାଯାଉଛି  । …

ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ ରାଗିଂ ଅଭିଯୋଗ , ୧୦ଜଣ ହଷ୍ଟେଲ ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ

ପୁଣି ବିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟ । ରାଗିଂ ଅଭିଯୋଗ ଆସିବା ପରେ ୧୦ଜଣ ହଷ୍ଟେଲ ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ । ଆଣ୍ଟି ରାଗିଂ ସେଲର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଇଷ୍ଟ ହଷ୍ଟେଲରେ ରହୁଥିବା ୟୁଜି ପ୍ରଥମ…

ହଟ୍ଟଗୋଳରୁ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ , ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା

ସଂସଦର ମୌସୁମୀ ଅଧିବେଶନ ହଟ୍ଟଗୋଳରୁ ହିଁ ଆରମ୍ଭ ହୋଇଛି । ବିରୋଧୀ ଦଳର ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେଇ ସରକାରଙ୍କଠାରୁ ‘ଅପରେସନ ସିନ୍ଦୂର’ ଉପରେ ଉତ୍ତର ରଖିବାକୁ ଦାବି କରିଛନ୍ତି । ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦୀ ଜବାବ ଦିଅ ନାରା ଦେଇ ସରକାରଙ୍କଚ ଘେରିଛନ୍ତି । ବାଚସ୍ପତି…

ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ନିଲମ୍ବିତ

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ନିଲମ୍ବିତ ହୋଇଛନ୍ତି। ତାଙ୍କୁ ପଦରୁ ନିଲମ୍ବନ କରିଛନ୍ତି ଜାତୀୟ ଯୁବ କଂଗ୍ରେସ ସଭାପତି ବରୁଣ ଚୌଧୁରୀ। ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ ଉଦିତଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ସୂଚନାଯୋଗ୍ୟ, ଥଣ୍ଡା ପାନୀୟରେ ନିଶା ଦେଇ…

ଆଜିର ରାଶିଫଳ

ମେଷ: ଜନସେବାରେ ବ୍ରତୀ ହେବେ। ବିନ​‌ା ଚେଷ୍ଟାରେ କ୍ଷମତା ହାସଲ କରିବେ। କ୍ଷମତାର ବିକେନ୍ଦ୍ରୀକରଣ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ବୃଷ: ଆର୍ଥିକ ଅବସ୍ଥାର ଅଧୋଗତି ଘଟିପାରେ। ଶୁଭ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ।…

ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡିତା

ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡିତା। ଭୁବନେଶ୍ଵର ଏମ୍ସରେ ପୀଡିତାଙ୍କ ଚିକିତ୍ସା ଜାରି ରହିଥିବାବେଳେ ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଛି। ଏଥିଲାଗି ଏମ୍ସର ବିଜୁ ପଟ୍ଟନାୟକ ବିମାନ ବନ୍ଦର ପର୍ଯ୍ୟନ୍ତ ଗ୍ରୀନ୍ କରିଡର କରାଯାଇଛି। ଆଜି ସକାଳେ ପ୍ରଥମେ  ଡାକ୍ତରୀ ଟିମ୍…

ଆସନ୍ତା କାଲି ଠାରୁ ମୌସୁମୀ ଅଧିବେସନ

ଜୁଲାଇ ୨୧ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ଆଜି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଥିଲେ । ଏହି ଅଧିବେଶନ ମଧ୍ୟ ବହୁତ ହଙ୍ଗାମାପୂର୍ଣ୍ଣ ହେବାକୁ ଯାଉଛି ଏବଂ ଏହାର ଏକ ଝଲକ ସର୍ବଦଳୀୟ ବୈଠକରେ ଦେଖିବାକୁ ମିଳିଥିଲା। ଏହି ବୈଠକରେ ବିରୋଧୀ ଦଳ ଅନେକ…

ଜାହାଜରେ ଅଗ୍ନିକାଣ୍ଡ , ସମୁଦ୍ରକୁ ଡ଼େଇଁଲେ ଯାତ୍ରୀ

ଇଣ୍ଡୋନେସିଆ ନିକଟସ୍ଥ ସମୁଦ୍ରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ଯୋଗୁଁ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ । ଏହି ଅଗ୍ନିକାଣ୍ଡର ଭିଡିଓ ଭାଇରାଲ ହୋଇଛି । ସୂଚନା ଅନୁସାରେ ଉତ୍ତର ସୁଲାୱେସିର ତାଲିସ୍ ଦ୍ୱୀପ ନିକଟରେ…

ବିନା ଷ୍ଟାରରେ ଧମାଲ କରୁଛି ଟୁରିଷ୍ଟ ଫ୍ୟାମିଲି , ଆୟ 85 କୋଟି

ସାଉସାଉଥ ସିନେମାରେ ଏପରି ଅନେକ ଫିଲ୍ମ ଅଛି ଯାହା ନିର୍ମାତାମାନଙ୍କୁ ସେମାନଙ୍କ ବଜେଟ୍ ଠାରୁ ଅଧିକ ରୋଜଗାର କରି ମାଲାମାଲ କରିଥାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ମହାନ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ଯାହା ୨୦୨୫ ମସିହାରେ ଥିଏଟରରେ ମୁକ୍ତିଲାଭ କରିଥିଲା ଏବଂ ବକ୍ସ ଅଫିସରେ ଜବରଦସ୍ତ…

ମୋବାଇଲ ଫୋନରେ କଥାହେବା କ୍ଷେତ୍ରରେ ଓଡ଼ିଶାର ଗ୍ରାହକମାନେ ଆଗରେ

ମୋବାଇଲ ଫୋନରେ କଥାହେବା କ୍ଷେତ୍ରରେ ଓଡ଼ିଶାର ଗ୍ରାହକମାନେ ଆଗରେ ରହିଛନ୍ତି। ‌ମାସକୁ ହାରାହାରି ୧୨୧୧ ମିନିଟ୍ ଅର୍ଥାତ ୨୦ ଘଣ୍ଟା ୧୧ ମିନିଟ୍‌ ସେମାନେ କଥା ହେଉଛନ୍ତି। ରାଜ୍ୟଗୁଡ଼ିକୁ ତୁଳନା‌ କଲେ ଦେଶରେ ଓଡ଼ିଶା ଗ୍ରାହକମାନେ ମୋବାଇଲରେ କଥାହେବା କ୍ଷେତ୍ରରେ ୪ର୍ଥ ସ୍ଥାନରେ ରହିଛନ୍ତି।…