ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଘରେ ଆୟକର ବିଭାଗର ଚଢ଼ାଉ
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଘରେ ଆୟକର ବିଭାଗର ଚଢ଼ାଉ । ବାଷ୍ଟିଅନ୍ ରେଷ୍ଟୁରାଣ୍ଟ ସହିତ ଜଡିତ ଆର୍ଥିକ କାରବାର ଏବଂ କଥିତ ଟିକସ ଅନିୟମିତତାର ତଦନ୍ତ ଲାଗି ସେମାନଙ୍କ ମୁମ୍ବାଇ ଘର ଉପରେ ଚଢାଉ କରିଛି ଆୟକର ବିଭାଗ ।
ଶିଳ୍ପା ସେଟ୍ଟୀଙ୍କ ଘର ଏବଂ ତାଙ୍କ…