Browsing Tag

#metro tv

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ –ଆସନ୍ତାକାଲି କାମରେ ମନ ଦେଲେ ଭଲ ଫଳ ମିଳିପାରେ। ଅଟକି ରହିଥିବା କିଛି କାମ ଆଗକୁ ବଢ଼ିବାର ରାସ୍ତା ମିଳିପାରେ। ଟଙ୍କା ଧାର ଦେବା କିମ୍ବା ନୂଆ ନିବେଶ କରିବା ପୂର୍ବରୁ ଭଲ ଭାବେ ଭାବନ୍ତୁ। ଘରେ କଥା କହିବାବେଳେ ରାଗ କରନ୍ତୁ ନାହିଁ। ବୃଷ -ସୋମବାର ଆୟ ବଢ଼ାଇବା ପାଇଁ କିଛି ନୂଆ…

ମଝି ଆକାଶରେ ବିମାନରେ ଲାଗିଲା ନିଆଁ,ଚେନ୍ନାଇ ଯାଉଥିବା ବିମାନକୁ ହାଇଦ୍ରାବାଦରେ ଅବତରଣ

ମଝି ଆକାଶରେ ପାୱାର ବ୍ୟାଙ୍କ ଫାଟିବାରୁ ବିମାନରେ ଲାଗିଲା ନିଆଁ। ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ବିମାନକୁ ଶେଷରେ ହାଇଦ୍ରାବାଦରେ ଅବତରଣ କରାଯାଇଛି। ରବିବାର ଏହି ଘଟଣା ଘଟିଛି। ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ଫ୍ଲାଇଟ୍ 6E 6115 ରବିବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ…

ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୋକାନ,୭ ଜଣ ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର

ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୋକାନ  ।  ୭ ଜଣ ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଜପକୁଦ ବଜାରରେ ଏଭଳି ଘଟଣା ଘଟିଛି  ।   ଏହି ଘଟଣାରେ ତିନି ଜଣ ମହିଳା, ତିନି ଜଣ ପୁରୁଷ ଓ ଜଣେ ଶିଶୁ ଆହାତ ହୋଇଥିବା…

ଛାତ୍ର ନିର୍ବାଚନକୁ ନେଇ ଏବିଭିପି ପକ୍ଷରୁ ନିର୍ବାଚନୀ ଇସ୍ତହାର ଉନ୍ମୋଚନ,ଛାତ୍ରୀଙ୍କ ପାଇଁ ସୁରକ୍ଷା , ପଠା ପଢ଼ା ସହ…

ଛାତ୍ର ନିର୍ବାଚନକୁ ନେଇ ଏବିଭିପି ପକ୍ଷରୁ ନିର୍ବାଚନୀ ଇସ୍ତହାର ଉନ୍ମୋଚନ କରାଯାଇଛି । ଏବିଭିପିର ମୁଖ୍ୟ କାର୍ଯ୍ୟଳୟରେ ଏହାକୁ ଉନ୍ମୋଚନ କରାଯାଇଛି । ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କ୍ୟାମ୍ପସକୁ ଭୟ ମୁକ୍ତ କରିବାକୁ ଇସ୍ତହାରରେ ଗୁରୁତ୍ୱ ଦିଆଯାଇଛି । ଏହା ଛଡ଼ା ଶିକ୍ଷାର…

ତିନି ଦିନିଆ ଓଡ଼ିଶାରେ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ,ଦଳୀୟ ନେତାଙ୍କ ସହିତ ଚର୍ଚ୍ଚା…

ଓଡ଼ିଶାରେ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ ।  ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୌଦାନ ।  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ବିଜେପି ସାଂସଦ ସମ୍ବିତ ପାତ୍ର ଏବଂ ଦଳର ବରିଷ୍ଠ ନେତା ଭୁବନେଶ୍ୱର ବିମାନ…

ଜିଓର ନୂଆ AI Smart Glasses, UPI ପେମେଣ୍ଟ ସହ ଏଥିରେ ରହିଛି ଆହୁରି ଅନେକ ଦମଦାର ଫିଚର୍ସ

ଏଣିକି ଦୋକାନରେ ପେମେଣ୍ଟ କରିବା ପାଇଁ ପକେଟରୁ ମୋବାଇଲ୍ ବାହାର କରିବାର ଆବଶ୍ୟକତା ନାହିଁ! କେବଳ ଚଷମାରେ QR କୋଡକୁ ଦେଖନ୍ତୁ, ଦିଅନ୍ତୁ ଏକ Voice Command ଆଉ ହୋଇଯିବ UPI ପେମେଣ୍ଟ । ଆପଣଙ୍କୁ ଏହି ସୁବିଧା ଦେବାକୁ ଯାଉଛି ଜିଓର ନୂଆ AI Smart Glasses । India Mobile Congress…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି,ଅକ୍ଟୋବର ୧୪ରେ ବର୍ଷା

ରାଜ୍ୟରେ ବର୍ତ୍ତମାନ ବର୍ଷାର ପରିମାଣ କମ୍ ରହିଥିବାବେଳେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିପାରେ। ବିଶେଷକରି…

ସରଗରମ ହୋଇଛି କ୍ୟାମ୍ପସ ପଲିଟିକ୍ସ,ରବିବାରରେ ବି କମ୍ବିଛି କ୍ୟାମ୍ପସ, ସକାଳେ ହଷ୍ଟେଲ, ଡୋର ଟୁ ଡୋର ପ୍ରଚାର…

ଜମୁଛି ପ୍ରଚାର। ସରଗରମ କ୍ୟାମ୍ପସ ପଲିଟିକ୍ସ। ରବିବାର ଛୁଟି ଦିନରେ ବି ଜମିଲା ପ୍ରଚାର। ଭୋଟରଙ୍କୁ ଆମିଷ ଭୋଜି ଦେଇ ଆପ୍ୟା୍ୟିତ କଲେ ଛାତ୍ର ନେତା। ହଷ୍ଟେଲ କ୍ୟାମ୍ପେନ ବେଳେ ବାଣୀବିହାରେ ସୃଷ୍ଠି ହେଲା ମୁହା ମୁହିଁ ପରିସ୍ଥିତି। ହାତରେ ଆଉ କମ ସମୟ ଥିବାରୁ ବିଭିନ୍ନ ସୋସିଆଲ ମିଡିଆରେ…

ଦୁଇ ଦିନରେ ଇ-କମର୍ସ ର ୨୪ ହଜାର କୋଟି ଟଙ୍କାର ବେପାର, ମୋବାଇଲ୍ ଫୋନ୍‌, ଇଲେକ୍ଟ୍ରୋନିକ୍ସ ଏବଂ ପୋଷାକର ଚାହିଦା

ଚଳିତବର୍ଷ ପାର୍ବଣରେ ଅନଲାଇନ୍ ବିକ୍ରିର ପ୍ରଥମ ଦୁଇ ଦିନରେ ଇ-କମର୍ସ କମ୍ପାନିଗୁଡ଼ିକ ପ୍ରାୟ ୨୪ ହଜାର କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଛନ୍ତି। ମୋବାଇଲ୍ ଫୋନ୍‌, ଇଲେକ୍ଟ୍ରୋନିକ୍ସ ଏବଂ ପୋଷାକର ଚାହିଦା ଯୋଗୁଁ ଏହି ବ୍ୟବସାୟ ବଢ଼ିଛି ବୋଲି ରେଡ୍‌ସିୟର ଷ୍ଟ୍ରାଟେଜି କନ୍‌ସଲ୍ଟାଣ୍ଟସ୍‌ର…

ଭାରତୀୟ ଅଲିମ୍ପିକ୍‌ସ ଆସୋସିଏସନ୍ ର କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ ଡିସେମ୍ବର ୫ରେ

ଭାରତୀୟ ଅଲିମ୍ପିକ୍‌ସ ଆସୋସିଏସନ୍ (ଆଇଓଏ)ର କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ ଡିସେମ୍ବର ୫ରେ ଅନୁଷ୍ଠିତ ହେବ। ଏ ନେଇ ପୂର୍ବତନ ଭାରତୀୟ ନିର୍ବାଚନ କମିଶନର ସଞ୍ଜୟ କୁମାର ଶ୍ରୀବାସ୍ତବ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଡିସେମ୍ବର ୧୦ରେ ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦର…